ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାମାୟଣ ପରି ମହାନ୍ ଗ୍ରନ୍ଥ ଆମ ଭାରତୀୟ ମାନଙ୍କର ପରିଚୟ ହୋଇ ଥାଏ । ହେଲେ ଆମ ଦେଶ ବ୍ୟତିତ ବିଦେଶ ରେ ଏହି ରାମାୟଣ କଥା ଉଦାହରଣ ଦିଆ ଯାଏ ତାହାଲେ କଥା ଟି ସାମାନ୍ୟ ଆଶ୍ଚର୍ଯ୍ୟ ଜନକ ହୋଇ ପାରେ । କାରଣ ଏହି ପରି ଗୋଟିଏ ଘଟଣା ବର୍ତମାନ ସମୟ ରେ ସୁଣିବା ପାଇଁ ମିଳୁଛି କି ବ୍ରାଜିଲ୍ ର ରାଷ୍ଟ୍ରପତି ବୋଲ୍ସ ସୋନାର PM ମୋଦି ଙ୍କ ପ୍ରଶଂସା ରେ ରାମାୟଣ ର ଉଦାହରଣ ଦେଇଛନ୍ତି । ଯେମିତି କି ଆମେ ସମସ୍ତେ ଏହି କଥା ଜାଣିଛେ ହିନ୍ଧୁ ଧର୍ମ ର ଏକ ମାହାନ୍ ଗ୍ରନ୍ଥ ହେଲା ରାମାୟଣ । ଏହି ଥିରେ ଅନେକ ତରିତ୍ର ରହି ଥିବା ବେଳେ ଆମ ପ୍ରଧାନ ମନ୍ତ୍ରୀ ରାମାୟଣ ର ହନୁମାନ ଙ୍କ ଚରିତ୍ର ସହିତ ତୁଳନା କରି ଥିଲେ ବ୍ରାଜିଲ୍ ର ରାଷ୍ଟ୍ରପତି ।
କୋରନା ପାଇଁ ଶକ୍ତି ଶାଳୀ ଦେଶ ଆମେରିକା ହେଉ କିମ୍ବା ଅନ୍ୟ କୈଣସି ଦେଶ ସମସ୍ତେ ସାହାଯ୍ୟ ପାଇଁ ବର୍ତମାନ ସମୟ ରେ ଭାରତ ଆଡକୁ ହାତ ପତାଉଛନ୍ତି । ଆଉ ଏହି ସମୟ ରେ ବ୍ରାଜିଲ୍ ମଧ୍ୟ ଭାରତ ଠାରୁ ସାହାଯ୍ୟ ମାଗିଛି । ଏବଂ କୋରନା ର ମୁକାବିଲା ପାଇଁ ଆବଶ୍ୟକ ଉପକରଣ ଏବଂ ଉପଯୋଗୀ ଔଷଧ ଭାରତ ବ୍ରାଜିଲ୍ କୁ ଯୋଗେଇ ଦେଉଛି । ଆଉ ଏହି ଅସୁବିଧା ମଧ୍ୟ ରେ ସାହାଯ୍ୟ ର ହାତ ବଢେଇ ଥିବାରୁ ବ୍ରାଜିଲ୍ ର ରାଷ୍ଟ୍ରପତି ଚିଠି ମାଧ୍ୟମ ରେ ହାତ ବଢେଇ ଥିଲେ । ଯେମିତି କୁ ରାମାୟଣ ରେ ଲକ୍ଷ୍ମଣ ଙ୍କ ସ୍ୱାସ୍ଥ୍ୟ ଠିକ୍ କରିବା ପାଇଁ ହନୁମାନ ନିଜେ ଗନ୍ଧମାର୍ଧନ ପର୍ବତ କୁ ଟେକି ଆଣି ଥିଲେ ଠିକ୍ ସେହି ପରି ଭାବେ ପୋଡଶୀ ଦେଶ ହିସାବ ରେ ହନୁମାନ ଙ୍କ ପରି ଭାରତ ବ୍ରାଜିଲ୍ କୁ ସାହାଯ୍ୟ କରିଛନ୍ତି ବୋଲି ସେ ଚିଠି ରେ ଲେଖି ଛନ୍ତି ।
ଏବଂ ଏହାକୁ 7 ତାରିଖ ଦିନ ଭାରତ ପାଇଁ ପଠେଇ ଥିଲେ । ବର୍ତମାନ ସମୟ ରେ ବ୍ରାଜିଲ୍ କୋରନା ର ପ୍ରତିଶୋଧକ ପାଇଁ ପରିକ୍ଷା କରୁ ଥିବା ବେଳେ ଏଠାରେ ଭାରତ ର ହାତ ରହିଲେ ବହୁତ ଜଲ୍ଦି ଶଫଳ ହେବା ସହିତ ଦୁଇ ଦେଶ ଏହି ଭାଇରସ ଠାରୁ ମୁକ୍ତି ପାଇ ପାରିବେ । ତେବେ ଏଠାରୁ ଜଣା ପଡୁଛି କି ସାହା ବିଶ୍ୱ ଏବେ ସୋଚନିୟ ପରିସ୍ଥିତି ଦେଇ ଗତି କରୁଛି । ଏବଂ ଏହି ଭଳି ପରିସ୍ଥିତି ରେ ବି ସମସ୍ତ ଙ୍କୁ ସାହାଯ୍ୟ କରିବା ଆମର ଧର୍ମ । ଏବଂ ଭାରତୀୟ ସଂସ୍କୃତୀ ରେ ବିପଦ ସମୟ ରେ ଶତୃ କୁ ବି ସାହାଯ୍ୟ କରିବାର ଶିକ୍ଷା ମିଳୁଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।