ବଡ ଖୁଲାସା , ପୋଲିସ ହାତରେ ଲାଗିଲା ସାଙ୍ଘାତିକ ତଥ୍ୟ – ଏବେ ବନ୍ଧା ହେବେ ଦୋଷୀ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ଏବେ ରହସ୍ୟ ଘେର ରେ ରହିଛି ଏବଂ ଏହାକୁ ନେଇ ପ୍ରତି ଦିନ ନୂଆ କଥା ସାମ୍ନା କୁ ଆସିବା ପାଇଁ ଲାଗୁଛି । ସେହି ପରି ଆଦିତ୍ୟ ଙ୍କ ମୃତ୍ୟୁ ଖବର କୁ ନେଇ ସବୁ ବେଲେ ଓଡ଼ିଆ ସାମାଜିକ ପ୍ରତିଦ୍ୱନ୍ଦି ମାନେ ଚିନ୍ତା ରେ ରହିଛନ୍ତି । ତେବେ ଆଦିତ୍ୟ ଜଣେ ଆଗ ଧାଡି ର ସମାଜ କର୍ମି ଥିଲେ । ହଠାତ୍ କର୍ମେ ସହଜ ରେ ତାଙ୍କ ମୃତ୍ୟୁ କୁ ଗ୍ରହଣ କରି ପାରୁ ନାହିଁନ୍ତି ତାଙ୍କର ସାଥି ମାନେ ଏବଂ ସେବୀ ମାନେ ।

ବର୍ତମାନ ସମୟ ରେ ସବୁଠୁ ରୋଚକ ତଥ୍ୟ ହାତରେ ଲାଗିଛି ଏବଂ ତାହା ହେଲା ବିଦ୍ୟାଶ୍ରୀ ବିକାସ ଙ୍କୁ 8.30 ରେ କଲ୍ କରି ଥିଲେ । ଏବଂ ପୁଣି 8.43 ରେ କଲ୍ କରି ଥିଲେ । ମାତ୍ର ବିଦ୍ୟାଶ୍ରୀ ଙ୍କ କଲ୍ ରିସିବ୍ କରି ନ ଥିଲେ ଏବଂ ପରେ 8.52 ରେ କବେଳ 18 ସେକେଣ୍ଡ ପାଇଁ କଲ୍ ରିସିବ୍ କରି ଥିଲେ ଏବଂ ପରେ 9.00 ରେ କଲ୍ କରିବା ପରେ ବିଦ୍ୟାଶ୍ରୀ ଙ୍କ ଫୋନ୍ ସୁଇଚ ଅଫ୍ ଥିଲା । ଏବଂ ପରେ ଆଦିତ୍ୟ ଙ୍କ ହ୍ୱାଟସପ୍ କୁ 5 ସେକେଣ୍ଡ ଏବଂ 15 ସେକେଣ୍ଡ ର ମେସେଜ୍ କରି ଥିଲା । ମାତ୍ର ଆଶ୍ଚର୍ଯ୍ୟ ର କଥା ହେଲା କି 10.24 ରେ ମେସେଜ୍ ସିନ୍ ହୋଇ ଥିଲା ।

ଏଠାରେ ପ୍ରଶ୍ନ ହେଲା ସେହି ମେସେଜ୍ ଦେଖିଲା କିଏ ଆଦିତ୍ୟ ଯଦି ସଂନ୍ଧ୍ୟା 7 ଟା ରେ ଘର ଛାଡି ଥିଲେ ମୋବାଇଲ ତେବେ ରାତି 10 ଟାରେ  କିଏ ମେସେଜ୍ ଦେଖି ଥିଲା । ସେମିତି ରେ ବିଦ୍ୟାଶ୍ରୀ କହିଛନ୍ତି କି ଆଗରୁ ଘରେ ଫ୍ରୀଜ୍ ରେ ମୋବାଇଲ ଏବଂ ଚାବି ଛାଡି ଜାଇ ଥିଲେ । କଥା ଟି ଅଡୁଆ ଲାଗିଲେ ମଧ୍ୟ କଣପାଇଁ ଆଦିତ୍ୟ କଣ ପାଇଁ ମୋବାଇଲ କୁ ଫ୍ରୀଜ୍ ରେ ରଖିଲେ । ଏବଂ ସେହି ସମୟ ରେ ବିଦ୍ୟାଶ୍ରୀ କେଉଁଠୀ ଥିଲେ। ଏବଂ ଯଦି ଝଗଡା ହେଲା ତେବେ ସେ କେମିତି ଦେଖିଲେ କି ଆଦିତ୍ୟ ଫ୍ରୀଜ ମଧ୍ୟ ରେ ମୋବାଇଲ ରଖିଛନ୍ତି ବୋଲି ।

ସେମିତି ର ଏହାକୁ ସୋସିଆଲ ମିଡ଼ିଆ ରେ ଝଡ ସେହି ପରି ଯିଏ ଆଦିତ୍ୟଙ୍କ ନାମ ରେ ପୋଷ୍ଟ କରୁଛନ୍ତି ତାହା କୁ ନେଇ ଧମକ ବି ଆସୁଛି । ସେମିତି ରେ ଏମାନେ କିଏ ଏବଂ ଏମାନେ କାହା ପ୍ରୋଫାଇଲ ରୁ ଜାଇ ମେସ୍ଜ୍ କରୁଛନ୍ତି ଏବଂ ଯିଏ ମାରିଛି ଏହା ମଧ୍ୟ ରେ ସାମିଲ୍ ବି ରହିଛି ବୋଲି ଜଣା ପଡୁଛି । ସେମିତି ରେ ଏଠାରେ ପ୍ରଶ୍ନ ଉଠୁଛି କି ଏହା ପଛରେ କେଉଁ ମାନେ ରହିଛନ୍ତି ଏବଂ ଆଦିତ୍ୟ ଙ୍କୁ ଆଗାମୀ ସମୟ ରେ ନ୍ୟାୟ ମିଳିବ କି ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *