ଆଦିତ୍ୟ ଦାସଙ୍କ ହତ୍ୟାର ବଡ ଖୁଲାସା ଜଲଦୀ ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେମିତି କି ଆପଣ ମାନେ ଜାଣି ଥିବେ ଏହି ଦୁଇ ଦିନ ତଳେ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ହୋଇ ଥିଲା । ଏବଂ ପରେ ତାଙ୍କର ମୃତ୍ୟୁ କୁ ସମସ୍ତେ ଆତ୍ମହତ୍ୟା ବୋଲି କହୁ ଥିଲେ । ଏବଂ ପରେ ଜଣ ପଡିଲା କି ଏହା ଗୋଟିଏ ଆତ୍ମହତ୍ୟା ନୁହେଁ ଏବଂ ବରଂ ଗୋଟିଏ ହତ୍ୟା । ତେବେ ଅନୁମାନ କରା ଯାଉଛି କି ତାଙ୍କ ମୁଣ୍ଡ ରେ କେହି ଜଣେ ଆଘାତ କରି ହତ୍ୟା କରିଛି । ଏବଂ ପରେ ଟ୍ରେନ ର ପଟ୍ରୀ ରେ ଆଣି ତାଙ୍କୁ ଫିଙ୍ଗି ଦେଇଛି । ପୋଲିସ୍ ଏହା ଉପରେ ମାନେ ତାଙ୍କର ହତ୍ଯା ପଛରେ କାହାର ହାତ ରହିଛି ଜାଣିବା ପାଇଁ 24 ଘଣ୍ଟା ଇନଭେଷ୍ଟି କେସନ କରୁଛି । ସେମିତି ରେ ଆପଣ ମାନେ ଜାଣି ଥିବେ ତାଙ୍କର ମୃତ୍ୟୁ ହୋଇ ଥିଲା ଜୁଲାଇ 7 ତାରିଖ ରେ ଏବଂ ପୋଲିସ୍ ଏବେ ଜୁଲାଇ 1 ରୁ ଜୁଲାଇ 7 ମଧ୍ୟ ରେ ସବୁ ଫୋନ କଲ୍ ଉପରେ ଜାଞ୍ଚ କରା ଯାଉଛି ।

ଏବଂ ସେମାନଙ୍କର ଯେଉଁ ସେବା ଥିଲା ପିପୁଲ 4 ସେବା ସେହି ସଂଙ୍ଗଠନ ର ସବୁ ଲୋକ ମାନଙ୍କୁ ଏବେ ପୋଲସ୍ ଇନଭେଷ୍ଟି କେସନ କରୁଛି । ଏବଂ ତାଙ୍କର ସାଙ୍ଗ ପପୁ ଏବଂ ବିକାଶ ଙ୍କୁ ପୋଲିସ ଷ୍ଟେସନ ତରଫ ରୁ ଡାକରା ଆସିଛି । ଏବଂ ରେଳ ଷ୍ଟେସନ ରେ ଯେଉଁ କ୍ୟମେରା ଲାଗି ଥିଲା ସେହି ଥିରେ ବି ବହୁତ କିଛି ପ୍ରମାଣ ମିଳିଛି । ହେଲେ ପୋଲିସ ତାହାକୁ ଏବେ ପବ୍ଲିକ ରେ ଆନାଉନ୍ସ କରି ନାହିଁ । ଏମିତି ରେ ଜଣା ପଡିଛି କି ସେ ବହୁତ ଲୋକ ମାନଙ୍କ ଠାରୁ ଟଙ୍କା ମଧ୍ୟ ଉଧାର ନେଇ ଥିଲେ । ତେବେ ସେମାନଙ୍କୁ ବି ଏହି ଦିନ ରେ ପଚରା ଉଚୁରା କରିବା ପାଇଁ ପୋଲିସ ଷ୍ଟେସନ ଆସିବା ପାଇଁ କୁହା ଜାଇଛି ।

ତବେ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଜଣେ ମହା ଜ୍ଞ୍ୟାନୀ ପୁରୁଷ ଥିଲେ। ସେ ଜଣେ ଆତ୍ମ ନିର୍ଭର ବ୍ୟକ୍ତି ଥିଲେ ଏବଂ ଭଗବାନ ଙ୍କୁ ବହୁତ ବିଶ୍ୱାସ କରୁ ଥିଲେ । ଏବଂ ଏହି ପରି ଚିନ୍ତା ଧାରା ର ବ୍ୟକ୍ତି କେବେ କଣ ଆତ୍ମହତ୍ୟା କରି ପାରିବ । ତେବେ ପୋଲିସ ଙ୍କ କହିବା ଅନୁସାରେ ତାଙ୍କର ଆତ୍ମହତ୍ୟା ପଛରେ ବହୁତ ବଡ ସଢଯନ୍ତ୍ର ରଚା ଜାଇଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *