ଫସିଲେ ବିଦ୍ୟାଶ୍ରୀ , ବିଦ୍ୟାଶ୍ରୀଙ୍କୁ କାହିଁକି ଆରେଷ୍ଟ କରୁନି ପୋଲିସ , କାହାର ରହିଛି ହାତ , ଏମିତି କିଛି କହିଲେ ଏହି ଭାଇ

bidy

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏହି ଦିନରେ ଜଣେ ଭାଇ ବିଦ୍ୟାଶ୍ରୀଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି  , ବିଦ୍ୟାଶ୍ରୀ ମାନି ଜାଇଛନ୍ତି ଯେ ସୁସାଇଟ୍ ନୋର୍ଟ ରୁ ଦୁଇ ପେଜ୍ ସେ ନିଜେ ଲେଖିଛନ୍ତି ବୋଲି । ତେବେ ଏହି କଥା ସୁଣିବା ପରେ ତୁରନ୍ତ ହିଁ ପୋଲିସ୍ ତାଙ୍କୁ ଆରେଷ୍ଟ କରିବା କଥା କଣ ପାଇଁ କରି ନାହିଁ କାରଣ ଏଠାରେ ପୋଲିସ୍ ଜାଣିଛି ଏହା ପଛରେ ଆଉ କିଛି ଲୋକ ମାନଙ୍କର ହାତ ରହିଛି ଏବଂ ଏହି ମଧ୍ୟ ରେ କିଛି ରାଜ ନେତା ବି ରହିଛନ୍ତି । ବା ତାଙ୍କର କର୍ମ ଚାରୀ ବା ତାଙ୍କର ଚେଲ୍ଲା ଚାମୁଣ୍ଡା ଏହି ଥିରେ ସଂମୃକ୍ତ ରହିଛନ୍ତି ବୋଲି ଜାହା ଆମେ କହୁଛୁ କାରଣ ଯେଉଁ ଦିନ ସେ କହି ଦେଲେ କି ମୁଁ ଦୁଇ ପେଜ୍ ଲେଖିଛି ସେ ଏବେ ଯାଏ ଗିରଫୋ ହୋଇ ଯିବା କଥା ।

ତେଣୁ ବର୍ତମାନ ସମୟ ରେ ଏହି ବିଷୟ ରେ ଜିଆର୍ପି ପୋଲିସ୍ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ତଦନ୍ତ କରୁଛି ଏବଂ ଏହି ଥିରେ ସଂମୃକ୍ତ ସବୁ ଦୋଶୀ ମାନଙ୍କୁ ସେ ଗିରୋଫ କରିବା ପାଇଁ ଚେଷ୍ଟା କରୁଛି । ଦୁନିଆଁ କୁ ବଞ୍ଚିବାକୁ ସିଖାଉ ଥିଲେ ସେ କେମିତି ଭାବେ ଆତ୍ମହତ୍ୟା କରି ପାରିବ ବୋଲି ପିପିଲ ଫର ସେବା ର ସଦସ୍ୟ ମାନେ କହିଛନ୍ତି । ସେହି ପରି ଏହି ଉପରେ ତାଙ୍କର ସ୍ତ୍ରୀ ବି କହିଛନ୍ତି କି ତାଙ୍କ ସ୍ୱାମୀ ବି କେବେ ଆତ୍ମହତ୍ୟା କରି ନ ଥିବେ । ତାଙ୍କୁ ହତ୍ୟା କରା ଜାଇଛି । ଏବଂ ସେ ମଧ୍ୟ ଏହି କଥା କୁ କହିଛନ୍ତି ତାଙ୍କୁ ଏମିତି ଭାବେ ଫସେଇ ଦେଇ କରି ଜୋର ଜବର୍ଦୋସ୍ତି କରି ଆତ୍ମହତ୍ୟା ନୋଟ୍ ଲେଖା ହୋଇଛି । ଏବଂ ପରେ ତାଙ୍କୁ ତାଙ୍କ ପଛ ପଟି ମାଡ ମାରି ମରା ଜାଇଛି ।

କାରଣ କେବେ ବି କୈଣସି ମଣିଷ ରେଳ ଧାରଣା ରେ ମୁଣ୍ଡ ରଖି ଆତ୍ମହତ୍ୟା କରେ ନାହିଁ ବରଂ ସେ ବେକ ରଖି ଆତ୍ମହତ୍ୟା କରେ । ହେଲେ ଏଠାରେ ଓଲଟା ହୋଇ ଥିବାରୁ ଏଠାରେ ସନ୍ଧେହ କରିବାରେ ଲାଗିଛି ପୋଲିସ ବି ମଧ୍ୟ। ହେଲେ ପତ୍ନୀ ଙ୍କ ଠାରୁ ଏହି ଖବର ବି ମିଳିଛି କି ସେ କୁଆଡେ ବିଭିନ୍ନ ଷ୍ଟାଇଲ୍ ରେ ଲେଖି ପାରନ୍ତି । ସେହିଥି ପାଇଁ ପତ୍ନୀ ବର୍ତମାନ ସମୟ ରେ ସଠିକ୍ ଭାବେ କହି ପାରୁ ନାହାଁନ୍ତି କି ବାସ୍ତବ ରେ ଏହି ଲେଖା ଟି କିଏ ଲେଖିଛି ବୋଲି ।

ହେଲେ ସେ ଜାହାବି ହେଉ ବିଦ୍ୟାଶ୍ରୀ ନିଜେ ମାନିଛନ୍ତି କି ସେ ସେହି ସୁସାଇଟି ନୋର୍ଟ ମଧ୍ୟ ରୁ ଦୁଇ ପୃଷ୍ଟା ସେ ନିଜେ ଲେଖିଛନ୍ତି । ତେବେ ଆଗାମୀ ସମୟ ରେ ପୋଲିସ କଣ କରୁଛି କେବଳ ସେହି ବିଷୟ ରେ ଦେଖିବା କଥା । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *