ଆଦିତ୍ୟ ଦାସ ଙ୍କ ସ୍ତ୍ରୀ ଙ୍କୁ ନେଇ ବଡ ଖୁଲାସା | କଣ ପତ୍ନୀ ବିଦ୍ୟାଶ୍ରୀ ବି ଅଛନ୍ତି ହତ୍ୟାରେ ସାମିଲ , ଜାଣନ୍ତୁ ବଡ ଖବର

adishrii

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ କୁ ଆଜି 17 ଦିନ ହୋଇ ଗଲାଣୀ । ସେହି ପରି ଆପଣ ମାନେ ଦେଖୁ ଥିବେ ପ୍ରତି ଦିନ ତାଙ୍କ ମୃତ୍ୟୁ ପଛରେ କିଛି ନା କିଛି ଖୁଲାସା ହେଉଛି । ଏବଂ ଏହାକୁ ନେଇ ବର୍ତମାନ ସମୟ ରେ ଜିଆର୍ପି ପୋଲିସ ବି 24 ଘଣ୍ଟା ଲାଗି ରହିଛି କି ତାଙ୍କର ମୃତ୍ୟୁ ର ପଛରେ କାହାର ହାତ ରହିଛି । ବର୍ତମାନ ସମୟ ରେ ସବୁଠୁ ବଡ ପ୍ରଶ୍ନ ଜାହା ଉଠୁଛି କି କଣ ତାଙ୍କର ସ୍ତ୍ରୀ ଙ୍କ ହାତ ରହିଛି କାରଣ ଆଜକୁ ପ୍ରାୟ 17 ଦିନ ହୋଇ ଗଲାଣୀ ଏବଂ ସବୁ ଦିନ ସେ କିଛି ନା କିଛି ମିଡ଼ିଆ ସାମ୍ନା ରେ କିଛି ନା କିଛି ନୂଆ କଥା କହୁଛନ୍ତି ।

କେତେ ବେଳେ ସେ ନିଜର ସ୍ୱାମୀ କୁ ରାମ ଏବଂ ତାଙ୍କୁ ସୀତା ଙ୍କ ସହିତ ଜୋଡିଛନ୍ତି ହେଲେ ଯେତେ ବେଳେ ପୋଲିସ୍ ଗତ କାଲି ତାଙ୍କୁ 3 ଘଣ୍ଟା ଧରି ପଚାରା ଉଚୁରା କରି ଥିଲା ତେବେ ଜଣା ପଡି ଥିଲା କି ଆଦିତ୍ୟ ଙ୍କ ମୃତ୍ୟୁ ପୂର୍ବ ରୁ ସେମାନଙ୍କ ମଧ୍ୟ ରେ ଝଗଡା ହୋଇ ଥିଲା । ଏବଂ ତାଙ୍କର ସ୍ୱାମୀ ତାଙ୍କୁ ମାନସୀକ ନିର୍ଜାତନା ଦେଉ ଥିଲେ ଏବଂ ଘରୁ ମଧ୍ୟ ବାହାର କରି ଦେଇ ଥିଲେ । ସେହି ପରି କ୍ଷେତ୍ର ରେ ବର୍ତମାନ ସମୟ ରେ ଯେଉଁ ଆଦିତ୍ୟ ଦାସ୍ ଙ୍କର ଚାରି ପୃଷ୍ଟା ର ସୁସାଇଟ୍ ନୋଟ୍ କୁ ପରେନ୍ସିକ୍ ପାଇଁ ପଠା ଜାଇ ଥିଲା ତେବେ ସେହି ଥିରୁ ଜଣା ପଡି ଥିଲା କି ସେଷ ଦୁଇ ପୃଷ୍ଟା କୁ ଆଦିତ୍ୟ ଲେଖି ନ ଥିଲେ ତାହାକୁ ଆଉ କେହି ଲେଖିଛି ବୋଲି । କାରଣ ତାହା ତାଙ୍କର ହେଣ୍ଡ ରାଇଟିଂ ନୁହଁ ବରଂ ତାହା ହେଲା ତାଙ୍କ ସ୍ତ୍ରୀ ଙ୍କ ହେଣ୍ଡ ରାଇଟିଂ ।

ଏବଂ ଗତ କାଲି ଯେତେ ବେଳେ ବିଦ୍ୟାଶ୍ରୀ ଙ୍କ ବାପା ଏବଂ ମାଆ ଙ୍କୁ ରିମାଣ୍ଡ ରେ ନେଇ କରି 3 ଘଣ୍ଟା ପଚରା ଉଚୁରା କରି ଥିଲା । ଏବଂ ଏଠାରେ କୁହା ଜାଉଛି କି ତାଙ୍କୁ ପ୍ରାୟ 50 ଟି ପ୍ରଶ୍ନ ପଚରା ଜାଇ ଥିଲା । ଏବଂ ସମସ୍ତ ଙ୍କୁ ଅଲଗା ଅଲଗା ରୁମ୍ ରେ ନେଇ କରି ତାଙ୍କୁ ଏହି ସବୁ ପ୍ରଶ୍ନ ପଚରା ଜାଇ ଥିଲା । ସେହି ପରି ଜିଆର୍ପି ପୋଲିସ ର କହିବା ଅନୁସାରେ ୟେଉଁ ଷ୍ଟେସନ ରେ ଆଦିତ୍ୟ ଙ୍କର ମୃତ୍ୟୁ ହୋଇ ଥିଲା ସେହି ଷ୍ଟେସନ ଦେଇ କରି ପୁରୁଷତ୍ତମ ଏକ୍ସଫ୍ରେସ୍ ଜାଇ ଥିଲା ହେଲେ ଯେତେ ବେଳେ ସେହି ଟ୍ରେନ୍ ର ଡ୍ରାଇଭର ଙ୍କୁ ପଚାରା ଜାଇ ଥିଲା ତେବେ ସେ କହି ଥିଲେ କି ନା ସେହି ଦିନ କୈଣସି ବି ଦୁର୍ଘଟଣା ତାଙ୍କ ସାମ୍ନା କୁ ସେମିତି ହସ୍ତ ଗତ ହୋଇ ନାହିଁ ବୋଲି ।

ତେବେ ଏହି ଥିରୁ ସଂମ୍ପର୍ଣ୍ଣ ଭାବେ ଜଣା ପଡୁଛି କି ମାନବ ପ୍ରେମୀ ଆଦିତ୍ୟ ଦାସ୍ ଆତ୍ମ ହତ୍ୟା କରି ନାହାଁନ୍ତି ବରଂ ତାଙ୍କର ହତ୍ୟା କରା ଜାଇଛି ।ହେଲେ ଏହା ପଛରେ କାହାର ହାତ ରହିଛି ତାହା ଏବେ ଜାଏ ଜଣା ପଡି ନାହିଁ , ହେଲେ ସବୁଠୁ ବଡ ପ୍ରଶ୍ନ ଏଠାରେ ଉଠୁଛି କି କଣ ପାଇଁ ବିଦ୍ୟାଶ୍ରୀ ଆଦିତ୍ୟାଙ୍କ ନାମରେ ସୁଇ ସାଇଟ ନୋଟ ଲେଖିଲେ , ନୋଟ ଲେଖିବା ପଛରେ ତାଙ୍କର ଉଦ୍ୟସ୍ୟ କଣ , ସେ ଆଇନ ଆଖିରେ ଧୁଳି ଦେବାକୁ ଏମିତି କରି ନାହାଁନ୍ତି ତ , ତେବେ ଦେଖା ଜାଉ ଏହା ପଛର ରହସ୍ୟ ଉପରୁ କେବ ପର୍ଦା ଉଠୁଛି,

aditya-das

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *