ଥାନାରେ ଜେରା ହେଲେ ବିଦ୍ୟାଶ୍ରୀ , ଜେରା ହେଲା ବେଳେ ବିଦ୍ୟାଶ୍ରୀଙ୍କ ସହ ପୋଲିସ କରିଦେଲା କିଛି ଏମିତି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସମାଜ ସେବୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ର ରହସ୍ୟ ଏବେ ବି ସସ୍ପେନ୍ସ ଘେର ରେ । କିଏ କେଉଁ ପଟେ ଏହି କଥା କୁ ଉଠାଉଛି ତାହା ଜାଣିବା ଅସମ୍ଭବ ଅଟେ । ସେହି ପରି ବର୍ତମାନ ସମୟ ରେ ପୋଲିସ ଙ୍କ ହାତରେ ଏମିତି କିଛି ରହସ୍ୟ ଲାଗି ପାରୁଛି ଜାହା ପାଇଁ ପୋଲିସ ଆଗକୁ ଆଗକୁ ବଢି ଜାଇ ପାରୁଛି । ଆପଣ ମାନେ ଜାଣି ଥିବେ ବିଦ୍ୟାଶ୍ରୀ ଙ୍କ ମାଆ ଏବଂ ତାଙ୍କର ଭାଈ ଙ୍କୁ ଆଜି ପୋଲିସ ଜେରା କରିଛି । ସେହି ପରି ମଧ୍ୟ ପୋଲିସ କାଲି ଅଢେଇ ଘଣ୍ଟା ଧରି ଜେରା କରି ଥିଲା । ଏବଂ ବିଦ୍ୟାଶ୍ରୀ ଙ୍କୁ ନିଜ ଘରେ ଜିଆର୍ପି ପୋଲିସ୍ ଜେରା କରି ଥିଲା ।

ଏହି ଠାରେ ପୋଲିସ ବିଦ୍ୟାଶ୍ରୀ ଙ୍କୁ କିଛି ପ୍ରଶ୍ନ ପଚାରି ଥିଲା ଏବଂ ଏହାକୁ ନେଇ ସେ କିଛି ରହସ୍ୟ ଖୋଲିଛନ୍ତି । ସେମିତି ରେ ଆମେ କିଛି ଗୁରୁତ୍ୱ ପୂର୍ଣ୍ଣ ପ୍ରଶ୍ନ ବିଷୟ ରେ ଆପଣ ମାନଙ୍କ ସହିତ କଥା ହେବାକୁ ଚାହିଁବୁ । ପ୍ରଥମେ ପୋଲିସ ପଚାରି ଥିଲା ଆଦିତ୍ୟ ଙ୍କ ମୃତ୍ୟୁ ପାଇଁ ଆପଣ କାହାକୁ ଦାୟୀ କରୁଛନ୍ତି । ବିଦ୍ୟାଶ୍ରୀ କହି ଥିଲେ କି ମୋ ସ୍ୱାମୀ ଙ୍କର ବହୁତ ଶତୃ ଥିଲେ ଏବଂ ସେ ସରକାର ଙ୍କ ବିରୋଧ ରେ ମଦ ବିରୋଧୀ ଆନ୍ଦଳନ କରୁ ଥିଲେ। ତେଣୁ କାହାକୁ ମୁଁ ଏକାଠୀ ସନ୍ଧେହ କରି ପାରୁ ନାହିଁ । ସେହି ପରି ଏମିତି ବି ପ୍ରଶ୍ନ ପୋଲିସ ପଚାରି ଥିଲା କି ସୁସାଇଟ ନୋର୍ଟ କଣ ଆପଣ ଲେଖି ଥିଲେ ନା ଆଦିତ୍ୟ ତାଙ୍କୁ ଲେଖି ଥିଲେ ଏହି କଥା ରେ ବିଦ୍ୟାଶ୍ରୀ କହି ଥିଲେ କି ନା ସେହି ସୁସାଇଟ୍ ନୋର୍ଟ ରେ ପ୍ରଥମ ଦୁଇ ପୃୃଷ୍ଟା ଆଦିତ୍ୟ ଲେଖି ଥିବା ବେଳେ ଆଉ ଦୁଇ ପୃଷ୍ଟା ମୁଁ ଲେଖି ଥିଲି ବୋଲି ସେ କହିଛନ୍ତି

ସେମିତି ରେ ଏହା ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ହେଲେ ଏହି ନେଇ ପୋଲିସ ଡିଜି ଏବଂ ଜିଆର୍ପି କୈଣସି ବି ଉତ୍ତର ଦେଇ ନାହାଁନ୍ତି । ବର୍ତମାନ ସମୟ ରେ ଇନଭେଷ୍ଟି କେସନ ଜାରୀ ରହିଛି ଏବଂ ଏମିତି ରେ ସଂମ୍ପର୍ଣ୍ଣ ତଦନ୍ତ ହେଲା ପରେ ଆମେ ଆପଣଙ୍କୁ ତଥ୍ୟ ପ୍ରଦାନ କରିବୁ ବୋଲି କହିଛନ୍ତି । ସେହି ପରି ବେଳେ ଏହି କଥା ବି ସେ ନିଜେ ଖୋଲାସା କରିଛନ୍ତି କି ବିବାହ ପରେ ସେମାନଙ୍କ ମଧ୍ୟ ରେ ସଂମ୍ପର୍କ ଭଲ ନ ଥିଲା ଏବଂ ସେହି ଦିନ ସେ ରାଗି ତାଙ୍କୁ ଘରୁ ବି ବାହାର କରି ଦେଇ ଥିଲେ। ସେମିତି ପରେ ସେ ଆଦିତ୍ୟ ଙ୍କର ସେଷ ପୋଷ୍ଟ ଦେଖି ଥିଲେ ଯେଉଁ ଥିରେ ଲେଖା ଥିଲା କି ମୃତ୍ୟୁ ଧିରେ ଧିରେ ଆସେ ହେଲେ କେତେ ବେଳେ ଆସେ ତାହା କାାହାକୁ ବି ଜଣା ନ ଥାଏ । ସେମିତି ରେ ମୁଁ ସନ୍ଧେହ କରି ଘରୁ ଆସି ଥିଲି ହେଲେ ଦେଖିଲି କି ସେ ଘରେ ନ ଥିଲେ । ଏବଂ ଏହାକୁ ନେଇ ସେ ସମସ୍ତ ଙ୍କୁ ଫୋନ କରି ଜଣେଇ ଥିଲେ ।

ସେମିତି ରେ ପୋଲିସ ର ସବୁଠୁ ବଡ ପ୍ରଶ୍ନ ଥିଲା କି ଆପଣ କେମିତି ଜାଣିଲେ ଆଦିତ୍ୟ ସେହି ସ୍ଥାନ ରେ ମୃତ୍ୟୁ ବରଣ କରିଛନ୍ତି ବୋଲି ଏବଂ ସିଧା ସଳଖ ଭାବେ ସ୍କୁଟି ନେଇ ସେହି ଠାରେ ପହଁଚି ଗଲେ ।ତେବେ ବିଦ୍ୟାଶ୍ରୀ କହିଛନ୍ତି ମୁଁ ନିଛାଟିଆ ସ୍ଥାନ ଦେଖି ସେହିଠାକୁ ପସି ଗଲି । ସେମିତି ରେ ବର୍ତମାନ ସମୟ ରେ ଏହାର ଆହୁରୀ ବି ତଦନ୍ତ ହେବାରେ ଲାଗିଛି ଯେମିତି କି ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କୁ ନ୍ୟୟ ମିଳି ପାରୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *