ମହିଳାମାନେ ଏହି ଦିଗରେ ଶୋଉଥିଲେ ( ସାବଧାନ ) ହୋଇଁ ଯାନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ରେ ଗୃହ ନିର୍ମାଣ କରିବା ସମୟ ରେ ଦିଗ ଗୁଡିକ ର ଧ୍ୟନ ରଖିବା ନିହାତି ଆବଶ୍ୟକ ଅଟେ । ତେବେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ସୋଇବା ଘର ବା କକ୍ଷ ବିଷୟ ରେ କିଛି ବିଶେଷ ତଥ୍ୟ ବିଷୟ ରେ କହିବୁ । ଏବଂ ତା ସହିତ ମହିଳା ମାନେ କେଉଁ ଦିଗ ରେ ଶୋଇଲେ ଅଶୁଭ ହୋଇ ଥାଏ ସେହି ବିଷୟ ରେ ବି ଆମେ ଆପଣ ମାନଙ୍କୁ କହିବୁ । ତେବେ ବସ୍ତୁ ଅନୁସାରେ ଯେଉଁ ଘର ର ମହିଳା ମାନେ ବିଳମ୍ବ ବା ଲେଟ୍ ରେ ଉଠି ଥାନ୍ତି । ସେହି ଘରେ କେବେ ବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ସବୁ ସମୟରେ ପରିବାର ଲୋକ ମାନେ ବ୍ରହ୍ମ ମୁହୂର୍ତ୍ୱ ରେ ଉଠିବା ଆବଶ୍ୟକ । ସେହି ପରି ବାସ୍ତୁ ଶାସ୍ତ୍ର ରେ ମହିଳା ମାନଙ୍କ ଠାରୁ ଆରମ୍ଭ କରି ବିଦ୍ଯାର୍ଥି ପର୍ଯ୍ୟନ୍ତ ଶୋଇବର ସଠିଖ୍ ଦିଗ ବିଷୟ ରେ କୁହା ଜାଇଛି । ତେବେ ଚାଲନ୍ତୁ ଜାଣିବା ସେହି ସଠିକ୍ ଦିଗ ବିଷୟ ରେ ।

ତେବେ ପ୍ରଥମେ ରହିଛି ପୂର୍ବ ଦିଗ ଏହି ଦିଗ ର ସ୍ୱାମୀ ହେଉଛନ୍ତି ଦେବରାଜ ଇନ୍ଦ୍ର ତେଣୁ ଏହି ଦିଗ ରେ ଶୋଇବା ସମୟ ରେ ତାଙ୍କର ନିଶ୍ଚିତ ଭାବେ ଧ୍ୟନ ରଖିବା ଆବଶ୍ୟକ ହୋଇ ଥାଏ । ଏହା ପରେ ହେଲା ଉତ୍ତର ଦିଗ ଏହି ଉତ୍ତର ଦିଗ କୁ ମୁମ୍ଡ କରି ଶୋଇବା ବହୁତ ଅଶୁଭ ମନା ଜାଇ ଥାଏ । କେବେ ବି ମହିଳା ମାନଙ୍କୁ ଏହି ଦିଗ ରେ ମୁଣ୍ଡ କରି ଶୋଇବା ଉଚିତ୍ ନୁହେଁ । ଏମିତି କରିଲେ ଘରେ ଦାରିଦ୍ରତା ଆସେ । ଏହା ପରେ ଦକ୍ଷିଣ ଦିଗ ଏହି ଦିଗ କୁ ବାସ୍ତୁ ଅନୁସାରେ ସୁଖ ର ପ୍ରତୀକ ବୋଲି କୁହା ଯାଏ । ଏହି ଦିଗ କୁ ଶୋଇବା ଦ୍ୱାରା ଆପଣ ମାନଙ୍କ ଶୁଖ ଶାନ୍ତି ବଢିବା ସହିତ ଉତ୍ତମ ସ୍ୱାସ୍ଥ ମଧ୍ୟ ରହି ଥାଏ । ଏହା ପେର ପଶ୍ଚିମ ଦିଗ ଏହି ଦିଗ କୁ ଶୋଇବା ଦ୍ୱାରା ମୃତ୍ୟୁ କୁ ଆମମନ୍ତ୍ରଣ କରିବା ସହିତ ସମାନ ହୋଇ ଥାଏ ।

ଏହି ଦିଗ କୁ ମୁଣ୍ଡ କରି ଶୋଇବା ବ୍ୟକ୍ତି ମାନେ ସବୁ ବେଳେ ଚିନ୍ତା ରେ ବଡି ରହି ଥାନ୍ତି । ସେହି ପରି ଖାଇବା ସମୟ ରେ ମୁହଁ ଦକ୍ଷିଣ ଦିଗ କୁ କରା ଯାଏ । ଗାଧୋିବା ସମୟ ରେ ଆମର ମୁହଁ ସବୁ ବେଳେ ପୂର୍ବ ଦିଗ କୁ ହେବା ଆବଶ୍ୟକ ଅଟେ । ଏବଂ ବିଦ୍ୟାର୍ଥି ମାନେ ପାଠ ପଢିବା ସମୟ ରେ ନିଜର ମୁହଁ କୁ ପୂର୍ବ ଦିଗ କୁ କରି ରଖିବା ଆବଶ୍ୟକ ଅଟେ । ଯେଉଂଥି ପାଇଁ ସେମାନଙ୍କ ମନ ପାଠ ରେ ଲାଗେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *