ଭୟଙ୍କର ଖବର – ଗୁଗୁଲ୍ ପେ ବ୍ୟାନ୍ ହେଲା ଜଲଦି ଡିଲିଟ୍ କରନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାରତ ରେ ଗୁଗୁଲ ପେ ବ୍ୟନ୍ ତେବେ ବର୍ତମାନ ସମୟ ରେ ଏମିତି ଗୋଟିଏ ନ୍ୟଜ୍ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି କି ଗୁଗୁଲ ପେ କୁ RBI ବ୍ୟନ୍ କରି ଦେଇଛି । ତେବେ ଏମିତି ହେବା ପଛରେ କାରଣ ରହିଛି କି ଗୁଗୁଲ କୁ ଏମିତି କିଛି ପର୍ମିସନ ନାହିଁ କି ସେମାନେ ଏମିତି କିଛି କାମ କରିବେ ବୋଲି । ତେବେ କଣ ରହିଛି ଏହାର ସଂମ୍ପର୍ଣ୍ଣ ଖବର ଆମେ ଆପଣ ମାନଙ୍କୁ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ତେବେ ଆସନ୍ତୁ ଭିଡ଼ିଓ ଆରମ୍ଭ କରିବା । ତେବେ ବନ୍ଧୁଗଣ NPCI ସୋସିଆଲ ମିଡ଼ିଆ ରେ ହେଉ ଥିବା ଦାବୀ କୁ ସଂମ୍ପର୍ଣ୍ଣ ଭାବେ ଖାରଜ କରିଛି । ତେବେ ଏହି ସବୁ ଉପରେ ଗୁଗୁଲ ପେ ନିଜେ ନିଜର ବୟାନ ଜାରୀ କରି ପ୍ରଷ୍ଟ କରିଛି ଯେ ଗୁଗୁଲ ପେ ଭାରତ ର ଅଧିକୃତ ଏବଂ ଦେଶ ର ଅନ୍ୟ UPI ଆପ୍ ପରି ଆଇନ ଗତ ମଧ୍ୟ। କମ୍ପାନୀ ଜାରୀ କରିଛି ଯେ ଆମେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉ ଥିବା ଖବର ଦେଖିଲୁ ।

ଜାହା ସେହି ଥିରେ କୁହା ଜାଉଛି କି ଗୁଗୁଲ ପେ ଦ୍ୱାରା ଟ୍ରାଞାକସନ କରିବା ସୁରକ୍ଷିତ ନୁହେଁ । ହେଲେ ଆମେ ଏଠାରେ କହିବା ପାଇଁ ଚାହିଁବୁ କି ଗୁଗୁଲ ପେ ଅନ୍ୟ ଆପ୍ ପରି ତାର୍ଡ ପାର୍ଟି ଆପ୍ ପ୍ରଭାଇଡର ଏବଂ ଜାହା ଅନ୍ୟ ଆପ୍ ପରି ବ୍ୟଙ୍କି ପାର୍ଟନର ଏବଂ NPC ର UPI ଅପରେସନ୍ ଅଧିନ UPI ସର୍ଭିସ୍ ମଧ୍ୟ ପ୍ରଦାନ କରି ଥାଏ । ସେହି ପରି ଭାବେ ଏହା ପୂର୍ବ ରୁ ବୁଧବାର ଦିv କହିଛି ସେମମିତି କିଛି ବି ନୁହେଁ ଜାହା ବି ସବୁ କରୁଛୁ ତାହା ସବୁ ଲିଗାଲ୍ କାମ ଏବଂ ଆଇନ୍ ଅନୁସାରେ ଜାହା ବି ସବୁ ନିୟମ ରହିଛି ତାହା ସବୁ ଆମେ ମାନେ ମାନୁଛୁ ।

ଏବଂ ଏହି ଗୁଗୁଲ ପେ ସଂମ୍ପର୍ଣ୍ଣ ଭାବେ ସୁରକ୍ଷିତ ଅଟେ ଆପଣ ମାନେ ଏହି ଥିରେ ବିନା ଝିଜକ୍ ରେ ଟ୍ରାଞାକ୍ସନ କରି ପାରିବେ । ଆଉ ରହିଛି ଆପଣ ମାନଙ୍କ ମୋବାଇଲ ରୁ ଟଙ୍କା କଟିବା କଥା ତାହା ଆପଣ ମାନଙ୍କ ଭୁଲ ଅଟେ ଜାହା ଆପଣ ମାନେ ନିଜର OTP ଏବଂ PIN କୁ ସେୟାର କରୁଛନ୍ତି । ତାହା ସହିତ ଆପଣ ମାନେ ଆପଡେଟ୍ ମୋଟେ ବି କରୁ ନାହାଁନ୍ତି ସେହିଥି ପାଇଁ ଏମିତି ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *