କଣ ଝିଅ ମାନଙ୍କର ଶରୀରରେ ଛୋଟ ହେଲେ , ସ୍ତ୍ରୀ ଲୋକ ମାନଙ୍କର ବଡ ?

girl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭିୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି । ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।girl

1: ଏମିତି କଣ ରହିଛି ଝିଅ ମାନଙ୍କର ଗୋଲ ଗୋଲ ଏବଂ ପୁଅ ମାନଙ୍କର ଲମ୍ବା ? ଏହାର ସଠିକ୍ ଉତ୍ତର ହେଲା ବିନ୍ଧୁ ଏବଂ ତିଳକ ଝିଅ ମାନଙ୍କର ଗୋଲ ତିଳକ ଏବଂ ପୁଅ ମାନଙ୍କର ଲମ୍ବା ।

2: ବାହାରେ ବାଳୁଆ ସେ ଭିତରେ ନରମ ଏବଂ ଓଦା ଯିଏ ଚାଖିଛି ଥରେ ସେ ହୋଇଛି ଫିଦା ? ଏହାର ସଠିକ୍ ଉତ୍ତର ହେଲା ନଡିଆ ବାହାରେ ବାଳୁଆ ସେ ଭିତରେ ନରମ ଏବଂ ଓଦା ଯିଏ ଚାଖିଛି ଥରେ ସେ ହୋଇଛି ଫିଦା ।

3: ବର୍ଷ ର କେଉଁ ମାସ ରେ 28 ଦିନ ପଡେ ? ଏହାର ସଠିକ୍ ଉତ୍ତର ହେଲା ଫେବୃଆରୀ ।

4: କଣ ଝିଅ ମାନଙ୍କର ଛୋଟ ହେଲେ ସ୍ତ୍ରୀ ଲୋକ ମାନଙ୍କର ବଡ ? ଏହାର ସଠିକ୍ ଉତ୍ତର ହେଲା ବୟସ ।girls

5: ଜଣେ ପିଲା 2020 ରେ ଜନ୍ମ ହେଲା ମାତ୍ର 2018 ରେ ମରିଗଲା ତ ଏହା କେମିତି ସମ୍ଭବ ହେଲା ? ଏହା ଆପଣ ମାନଙ୍କ ପାଇଁ ପ୍ରଶ୍ନ ରହିଛି ଆପଣ ମାନେ କମେଣ୍ଟ ରେ ଦିଅନ୍ତୁ ।

6; ଅଣ୍ଡା ଏବଂ କୁକୁଡା ମଧ୍ୟ ରେ କିଏ ଆଗ ଆସିଲା ? ଏହାର ସଠିକ୍ ଉତ୍ତର ହେଲା ଅଣ୍ଡା ଆଗ ଆସିଛି କାରଣ ଆମର ପ୍ରଶ୍ନ ରେ ଅଣ୍ଡା ଆଗ ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *