ଧ୍ୱସଂ ହୋଇପାରେ ପୃଥିବି , ମିଡି ଆସୁଛି ବିଶାଳ କାୟ ଧୁମକେତୁ !

madi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ବର୍ଷ ପୃଥିବୀ ନିକଟ କୁ ଆସୁଛି ଗୋଟିଏ ଧୂମ କେତୁ ଜାହାର ନାମ ରଖା ଜାଇଛି C 2020 F3 ତେବେ ବନ୍ଧୁଗଣ ଆସନ୍ତା ଜୁଲାଇ 22 ରେ ଏହି ଧୂମ କେତୁ ଟି ପୃଥିବ ର ଅତି ନିକଟ ତର ହେବାକୁ ଯାଉଛି । ତେବେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ କି ଯେତେ ବେଳେ ଏହି ଧୂମ କେତୁ ଟି ପୃଥିବୀ ର ନିକଟ ତର ହେବ ତେବେ ସେହି ସମୟରେ ଏହି ଧୂମ କେତୁ ଠାରୁ ପୃଥିବୀ ର ଦୂରତ୍ୱ ରହିବ 10. 3 କୋଟି କିଲୋ ମିଟର ।

astroid

ତେବେ ବନ୍ଧୁଗଣ ଗତ 3 ତାରିଖ ରେ ଏହି ଧୂମ କେତୁ ସୂର୍ଯ୍ୟ ଙ୍କ ର ଅତି ନିକଟ ତର ହୋଇ ଥିଲା । ଏବଂ ଏହାକୁ ଗତ ମାସ ମାର୍ଚ୍ଚ 27 ତାରିଖ ରେ ଏହାକୁ ଦୂର ବିକ୍ଷଣ ଯନ୍ତ୍ର ଦ୍ୱାରା ଦେଖା ଜାଇ ଥିଲା । ବର୍ତମାନ ସମୟ ରେ ଏହା ସୂର୍ଯ୍ୟ ଙ୍କର ଠାରୁ 31.2 କୋଟି କିଲୋ ମିଟର ଦୂର ରେ ରହି ଥିବା ବେଳେ ଏହା ପୂର୍ବ ରୁ ବି ଏମିତି ପୃଥିବୀ ନିକଟ କୁ ଏହି ପରି ଦୁଇଟି ଧୂମ କେତୁ ଆସି ଥିଲା ଏବଂ ଏମାନଙ୍କ ନାମ ହେଲା ଆଣ୍ଟଲାସ ଏବଂ ସ୍ୱାନ । ମାତ୍ର ଏହାକୁ କେବେ ବି ଖାଲି ଆଖି ରେ ଦେଖି ହେଉ ନ ଥିଲା ଏହାକୁ ବଡ ବଡ ଦୂର ବିକ୍ଷଣ ଯନ୍ତ୍ର ମାଧ୍ୟମ ରେ ଦେଖିବା ପାଇଁ ପଡୁ ଥିଲା ।

astroid

ହେଲେ ଚଳିତ ବର୍ଷ ର ଏହି ଧୂମମ କେତୁ କୁ C 2020 F3 କୁ ଖାଲି ଆଖି ରେ ଦେଖିି ହେବ । ଏବଂ ଆପଣ ମାନେ ଏହାକୁ 12 ତାରିଖ ଠାରୁ 30 ତାରିଖ ମଧ୍ୟ ରେ ନିଶ୍ଚିତ ଭାବେ ଦେଖି ପାରିବେ । ଏବଂ ଆପଣ ମାନ ଏହାକୁ ଖାଲି ଆଖି ରେ ଏହକୁ କେବଳ 1 ଘଣ୍ଟା ପର୍ଯ୍ୟନ୍ତ ହିଁ ଦେଖି ପରିବେ । ଏବଂ ଏହିC 2020 F3 30 ତାରିଖ ପରେ କ୍ରମଶ ଭାବେ ସୂର୍ଯ୍ୟ ଠାରୁ ଦୂରେଇ ଯିବ ସେହିଥି ପାଇଁ ଆପଣ ମାନେ ଆଉ ଏହାକୁ ଖାଲି ଆଖି ରେ ଦେଖି ପାରିବେ ନାହିଁ । ଏହା ପୂର୍ବ ରୁ 1997 ରେ ଆଲବବ୍ ଧୂମ କେତୁ ଖାଲି ଆଖି ରେ ଦେଖିବା ପାଇଁ ମିଳି ଥିଲା । ତେବେ ଆପଣ ମାନେ ବି ଏହାକୁ ଭାରତ ରୁ ଦେଖି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *