ସବୁ ମହିଳାଙ୍କ ଭିତରେ ଥାଏ ଏହି ଖରାପ ଅଭ୍ୟାସ ଜାଣିଲେ ମୁଣ୍ଡରେ ହାତ ଦେଇ ବସିବେ ।

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଦୁନିଆଁ ର ସବୁ ମହିଳା ମାନଙ୍କର ଏହି ପାଞ୍ଚଟି ଖରାପ୍ ଅଭ୍ୟାସ ଥାଏ ବଡ ଲୋକ ମାନେ ଏହାକୁ ନେଇ କହି ଥାନ୍ତି କି କେବେ ବି କୈଣସି ମହିଳା ଙ୍କୁ ବୁଝି ପାରିବା ଆଦୁ ସହଜ ନୁହେଁ । ଏମାନଙ୍କୁ ସ୍ୱାୟଂ ବ୍ରହ୍ମା ମଧ୍ୟ ବୁଝି ପାରନ୍ତି ନାହିଁ । ତେବେ ମହିଳା ଗୁଣ ବତୀ ହେଲେ ସମସ୍ତ ଙ୍କର ପ୍ରିୟ ହୋଇ ଥାନ୍ତି । ହେଲେ ସେମାନେ ଖରାପ ଚରିତ୍ର ର ହୋଇ ଥିଲେ ସେମାନେ ସବୁ ବେଳେ ଖରାପ ନଜର ରେ ସମସ୍ତ ଙ୍କ ନଜର ରେ ରହି ଥାନ୍ତି । ଯଦି ଆମେ ଚାଣକ୍ୟ ଙ୍କ କଥା କହିବା ତେବେ ଏହି ମହିଳା ମାନଙ୍କ ମଧ୍ୟ ରେ ରହି ଥିବା ଖରାପ୍ ପ୍ରବୃତି ଏବଂ ଖରାପ ଗୁଣ ଯୋଗୁଁ ଏମାନଙ୍କୁ ବିପଦ ରେ ପକେଇ ଥାଏ । ସମସ୍ତେ ନ ହେଲେ ବି ପ୍ରାୟ ମହିଳା ମାନେ ମିଛ କହି ଥାନ୍ତି । ଏବଂ ସେମାନେ ଗୋଟିଏ ମିଛ କୁ ଲୁଚେଇବା କୁ ଜାଇ ସହେ ମିଛ ମଧ୍ୟ କହିବା ପାଇଁ ପଛାନ୍ତି ନାହିଁ । ଏବଂ ଯତେ ବେଳେ ସତ ବାହାର କୁ ଆସେ ସେତେ ବେଳେ ମହିଳା ବହୁତ ନିନ୍ଧିତ ଏବଂ ଅପ ମାନିତ ହୋଇ ଥାନ୍ତି ।

ସାଧାରଣ ଭାବେ ମହିଳା ମାନେ ପର ର କଥା ରେ ଅତି ସହଜ ରେ ଫସି ଜାଇ ଥାନ୍ତି । ଏବଂ ବହୁତ ସମୟ ରେ ମହିଳା ମାନେ ବାହାର ଲୋକ ମାନଙ୍କ କଥା ରେ ପଡି ନିଜ ଘର ର ଅସୁବିଧା ତିଆରି କରି ଥାନ୍ତି । ମହିଳା ମାନେ ସବୁ ବେଳେ ବିନା ଭାବି ଚିନ୍ତି ହିଁ କାମ କରି ଥାନ୍ତି । ଏହି ପରି ସ୍ୱଭାବ ପାଇଁ ସେମାନଙ୍କୁ ପରେ ପସ୍ତେଇବା ପାଇଁ ପଡେ । ନାରୀ ସବୁୂ ବେଳେ ବହୁତ କ୍ଷେତ୍ର ରେ ନିଜ ମନ ଇଚ୍ଛା ରେ ସେମାନେ ଡିସିସନ କୁ ନେଇ ଥାନ୍ତି ଏମାନଙ୍କର ଏହି ଗୁଣ ପାଇଁ ଏମାନେ ବହୁତ ଗୁଡିଏ ଅସୁବିଧା ରେ ପଡି ଥାନ୍ତି ।

ଏବଂ ଏମାନେ ସବୁ ସମୟ ରେ ନିଜର କାମ କରି ନେବା ପାଇଁ ବହୁତ ନଖରା ବାହାର କରି ଥାନ୍ତି । ଏବଂ ସେହି କାମ କୁ କରିବାରେ ସେମାନଙ୍କର କେବେ କେବେ ଫାଇଦା ହୋଇ ଥାଏ ତ କେବେ ବି ଏମାନଙ୍କୁ ହିଁ ଅସୁବିଧା ହୋଇ ଥାଏ । ତେଣୁ ମହିଳା ମାନଙ୍କୁ ଏହି ପରି ଅଭ୍ୟାସ କୁ ସବୁ ସମୟ ରେ ଛାଡିବା ଦରକାର ଅଟେ । ଏମିତି କଲେ ସେମାନେ ବହୁତ ଭଲ ରେ ପରିବାର ସହିତ ଚଳି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *