ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିଲ୍ଲୀ ବିଚାରା ର ଡିରେକ୍ଟର ମୁକେସ ଛାବ୍ଡା ସୁଶାନ୍ତ ଙ୍କୁ ମନେ ପକାଇ ଥିବା ବେଳେ ଏହି ଦିନ ରେ ସେ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି କହିଲେ କି ଏହା ବହୁତ ଇମୋସ୍ନାଲ ପୋଷ୍ଟ ଅଟେ । ଏହି ପୋଷ୍ଟ ରେ ଯେଉଁ ଥିରେ ସେ ସୁସାନ୍ତ କୁ କିସ୍ କରୁ ଥିବାର ଦେଖିବା ପାଇଁ ମିଳିଛି । ତେବେ ବର୍ତମାନ ସମୟ ରେ ଏହି ଫିଲ୍ମ ଦିଲ୍ଲୀ ବିଚାରା ର ଟ୍ରେଲର ରିଲିଜ୍ ହୋଇ ସାରି ଥିବା ବେଳେ ଏହାର ଡାଇରେକ୍ଟରିଂ ମୁକେସ ଚାବ୍ଡା କରି ଥିଲେ । ଏବଂ ମୁକେସ ଙ୍କ କଥା କହିବା ତେବେ ମୁକେସ ବଲିଉଡ ରେ ସୁଶାନ୍ତ ଙ୍କ ବହୁତ ଭଲ ସାଙ୍ଗ ବୋଲି ଜଣା ଜାଇ ଥାନ୍ତି । ଏବଂ ଏହା ଏକ ଡିରେକ୍ଟର ଙ୍କ ପାଇଁ ଜାହା ପ୍ରଥମ ଫିଲ୍ମ ହେବ ଜାହାର ହିରୋ ହିଁ ଏବେ ଏହି ଦୁନିଆଁ ରେ ନାହିଁ ଏବଂ ଏହି ଫିଲ୍ମ ର ଟ୍ରେଲର କୁ ଦେଖି ସମସ୍ତ ଆଖି ରେ ଲୁହ ବି ଆସିବାର ଦେଖିବା ପାଇଁ ମିଳୁଛି ।
ଏହି ଦିନ ରେ ଡିରେକ୍ଟର ମୁକେସ ସୁଶାନ୍ତ ଙ୍କୁ ମନେ ପକେଇ ଥିଲେ ଏବଂ ସେ ପୋଷ୍ଟ ରେ ଲେଖି ଥିଲେ କି ସେଷ ରେ ଦୁଇ ବର୍ଷ ପରେ ମୋ ଜିବନ ରେ ସେହି ସମୟ ଆସିବା ପାଇଁ ଯାଉଛି । ଯେଉଁ ଥିରେ ବହୁତ ଖୁସୀ ର ସମୟ ରହିଛି ତ ଆଉ କିଛି ଉଠାଣୀ ପଡାଣୀ ରହିଛି । ହେଲେ ଏହି ଦିନ ରେ ମୋର ସ୍ୱପ୍ନ ଏବଂ ମୋ ଭାଇ ସୁଶାନ୍ତ ଙ୍କ ସ୍ୱପ୍ନ କୁ ଏବେ ପେସ୍ କରୁଛି ଜାହା ମୋ ମଧ୍ୟ ରେ ସେଷ ନିଶ୍ୱାସ ଯାଏ ରହିବ । ଏହା ହେଲା ମୋର ପ୍ରଥମ ଫିଲ୍ମ ଦିଲ୍ଲ ବିଚାରା ର ଟ୍ରେଲର । ଏହି କିଛି ବର୍ଷ ରେ ମୋ ଜିବନ ରେ ବହୁତ କିଛି ବଦଳୀ ସାରିଛି । ଏବଂ ମତେ ଖୁସୀ ଲାଗୁଛି କି ଏହା ସମସ୍ତ ଙ୍କ ପାଇଁ ମାଗଣା ରେ ରିଲିଜ୍ ହେଉଛି ।
କୈଣସି ବି ସବ୍ସକୃବସନ ରେ ଏହିଥି ପାଇଁ ଭାରତ ର ପ୍ରତ୍ୟେକ ବ୍ୟକ୍ତି ଏହାକୁ ଦେଖି ପାରିବ । ଏହି ଥିରେ ବହୁତ ଭାବନା ରହିଛି ତେବେ ମୁଁ ଆପଣ ମାନଙ୍କୁ ନିଜର ପରିବାର ସହିତ ଦେଖିବା ପାଇଁ ଅନୁରୋଧ କରିବି । ଏମିତି ରେ ଏହି ଫିଲ୍ମ ଟି ବହୁତ ପୂର୍ବ ରୁ ରିଲିଜ୍ ହେବାକୁ ଥିଲା ହେଲେ କୈଣସି କାରଣ ରୁ ଏହା ବନ୍ଦ ରହି ଥିଲା ହେଲେ ଏବେ ଏହା OTT ରେ ରିଲିଜ୍ ହେବାକୁ ଯାଉଛି । ଏବଂ ଟ୍ରେଲର ରିଲିଜ୍ ହେବା ପରେ ବହୁତ ଭଲ ରେସ୍ପନ୍ସ ବି ମିଳୁଛି ।
ତେବେ ଡାଇର୍କଟରଙ୍କର ଏଭଳି ପୋଷ୍ଟ ପରେ ବହୁତ ଲୋକ ସୁଶାନ୍ତଙ୍କୁ ମନେ ପକାଇ ମନ ଦୁଃଖ କରିଥିଲେ , ତେବେ ଆମକୁ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ କି ଆପଣ ଦିଲ ବିଚାରା ଫିଲ୍ମ ଦେଖିବାକୁ ପସନ୍ଦ କରିବା ନା ନାହିଁ , ଏହାକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚିବାରେ ଆମକୁ ସାହାର୍ଯ୍ୟ କରାନ୍ତୁ