ଆଦିତ୍ୟାଙ୍କ ମୃତ୍ୟୁରେ ଖୋଲିଲା ବଡ ରହସ୍ୟ – ଏହି ବ୍ୟକ୍ତି ମରିଛି ଆଦିତ୍ୟଙ୍କୁ , ପୋଲିସ କଲା ଖୁଲାସା

aditya-das

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ ସମାଜ ସେବୀ ଆଦିତ୍ୟ ଦାସ୍ ଜଣେ ବହୁତ ଭଳ ମଣିଷ ଅଟନ୍ତି । ଏବଂ ସେ ସବୁ ସମୟ ରେ ଲୋକ ମାନଙ୍କୁ ବଞ୍ଚିବାର ବାଟ ଦେଖାଉ ଥିଲେ ଏବଂ ସେ ଗୋଟିଏ ଭଲ ମୋଟିଭେସ୍ନାଲ ସ୍ପିକର ମଧ୍ୟ ରହି ଥିଲେ । ଏବେ ସେ ଆଉ ଏହି ଦୁନିଆଁ ରେ ନାହାଁନ୍ତି ହେଲେ ବର୍ତମାନ ସମୟ ରେ ତାଙ୍କର ସୁସାଇଟ୍ ନୋଟ୍ କୁ ନେଇ ବିବାଦ ବଢିବାରେ ଲାଗିଛି । ତାଙ୍କର ମୃତ୍ୟୁ ପରେ ପୋଲିସ ତାଙ୍କ ଘରୁ ଏକ ଡାୟେରୀ ଜବଦ୍ କରିଛି ଏବଂ ସେହି ଥିରୁ ଜଣା ପଡିଛି କି ସେ ଆତ୍ମହତ୍ୟା କରିଛନ୍ତି ବୋଲି ।

ହେଲେ ଏହା ଆଦିତ୍ୟ ଙ୍କର ଲେଖା ନୁହଁ ବୋଲି ପିପୁଲ ଫର ସେବା ର ସଦସ୍ୟ ମାନେ କହିଛନ୍ତି । ଏହା ଉପରେ ଅଧିକ ଜାଞ୍ଚ ପାଇଁ ବି ସେମାନେ ଦାବୀ କରିଛନ୍ତି । ଏବଂ ସେମାନେ କହିଛନ୍ତି କି ଆଦିତ୍ୟ ଙ୍କ ପରି ଲୋକ କେବେ ବି ଆତ୍ମହତ୍ୟା କରିବ ନାହିଁ । ଯିଏ ଦୁନିଆଁ କୁ ବଞ୍ଚିବାକୁ ସିଖାଉ ଥିଲେ ସେ କେମିତି ଭାବେ ଆତ୍ମହତ୍ୟା କରି ପାରିବ ବୋଲି ପିପିଲ ଫର ସେବା ର ସଦସ୍ୟ ମାନେ କହିଛନ୍ତି । ସେହି ପରି ଏହି ଉପରେ ତାଙ୍କର ସ୍ତ୍ରୀ ବି କହିଛନ୍ତି କି ତାଙ୍କ ସ୍ୱାମୀ ବି କେବେ ଆତ୍ମହତ୍ୟା କରି ନ ଥିବେ । ତାଙ୍କୁ ହତ୍ୟା କରା ଜାଇଛି । ଏବଂ ସେ ମଧ୍ୟ ଏହି କଥା କୁ କହିଛନ୍ତି ତାଙ୍କୁ ଏମିତି ଭାବେ ସଫେଇ ଦେଇ କରି ଜୋର ଜବର୍ଦୋସ୍ତି କରି ଆତ୍ମହତ୍ୟା ନୋଟ୍ ଲେଖା ହୋଇଛି । ଏବଂ ପରେ ତାଙ୍କୁ ତାଙ୍କ ପଛ ପଟି ମାଡ ମାରି ମରା ଜାଇଛି ।

page1

 

କାରଣ କେବେ ବି କୈଣସି ମଣିଷ ରେଳ ଧାରଣା ରେ ମୁଣ୍ଡ ରଖି ଆତ୍ମହତ୍ୟା କରେ ନାହିଁ ବରଂ ସେ ବେକ ରଖି ଆତ୍ମହତ୍ୟା କରେ । ହେଲେ ଏଠାରେ ଓଲଟା ହୋଇ ଥିବାରୁ ଏଠାରେ ସନ୍ଧେହ କରିବାରେ ଲାଗିଛି ପୋଲିସ ବି ମଧ୍ୟ। ହେଲେ ପତ୍ନୀ ଙ୍କ ଠାରୁ ଏହି ଖବର ବି ମିଳିଛି କି ସେ କୁଆଡେ ବିଭିନ୍ନ ଷ୍ଟାଇଲ୍ ରେ ଲେଖି ପାରନ୍ତି । ସେହିଥି ପାଇଁ ପତ୍ନୀ ବର୍ତମାନ ସମୟ ରେ ସଠିକ୍ ଭାବେ କହି ପାରୁ ନାହାଁନ୍ତି କି ବାସ୍ତବ ରେ ଏହି ଲେଖା ଟି କିଏ ଲେଖିଛି ବୋଲି । ହେଲେ ପୋଲିସି ଆଗରେ ବିଦ୍ୟାଶ୍ରୀ ସ୍ୱୀକାର କରିଛନ୍ତି କି ଡାଏରିର ଶେଷ ଦୁଇ ପୃଷ୍ଟା ସେ ଲେଖିଥିଲେ ବୋଲି , ତେବେ ବିଦ୍ୟାଶ୍ରୀ କଣ ପାଇଁ ଶେଷ ଦୁଇ ପୃଷ୍ଟା ଲେଖିଲେ ଏଥିରେ ଅନେକ ଲୋକଙ୍କର ତାଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି

page3

ସେହି ପରି ଆଦିତ୍ୟ ଙ୍କ ମୃତ୍ୟୁ ପରେ ସେ ଆଦିତ୍ୟ ଙ୍କ ରୁମ୍ କୁ ଜାଇ ନ ଥିଲେ ପରେ ବିକାସ ଯେତେ ବେଳେ ଜାଇ ଖୋଜି ଥିଲେ ସେହି ସମୟ ରେ ତାଙ୍କୁ ସେହି ରୁମ୍ ରୁ ଡାୟେରୀ ମିଳି ଥିଲା ଏବଂ ସେହି ଡାୟେରୀ ମଧ୍ୟ ରେ ହିଁ ଚାରି ପୃଷ୍ଟା ର ସୁସାଇଟି ନୋର୍ଟ ବି ମିଳି ଥିଲା । ଏବଂ ପରେ ବିକାସ ସେହି ଡାୟେରୀ କୁ ପୋଲିସ କୁ ଦେଇ ଥିଲେ । ତେବେ ଏହି ସବୁ କୁ ନେଇ ବର୍ତମାନ ସମୟ ରେ ପ୍ରଶ୍ନ ବାଚୀ ଉଠିବାରେ ଲାଗିଛି କି ଏହି ସୁସାଇଟି ନୋର୍ଟ କୁ କିଏ ଲେଖିଛି । ତେବେ ବର୍ତମାନ ସମୟ ରେ ପୋଲିସ ତାର କାମ କରୁଛି ଆଗାୀମୀ ସମୟ ରେ ଏହାର ରହସ୍ୟ ଫିଟିବ ।

ଏହି ଭଳି ଖବର ପ୍ରତିଦିନ ପଢିବା ପାଇଁ ଏବେ ହିଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବାରେ ସାହାର୍ଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *