ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ କିଛି ବର୍ଷ ତଳେ ଓଡ଼ିଆ ଇଣ୍ଡଷ୍ଚ୍ରୀ ର ଲୋକପ୍ରିୟ ଅଭିନେତା ରାଜା ପଟ୍ଟନାୟକ ମୃତ୍ୟୁ ବରଣ କରି ଥିଲେ । ସେମିତି ରେ ତାଙ୍କର ମୃତ୍ୟୁ କୁ ନେଇ ବର୍ତମାନ ସମୟ ରେ ବି ସସ୍ପେନ୍ସ ଲାଗି ରହିଛି କି ସେ କେମିତି ମୃତ୍ୟୁ ବରଣ କରି ଥିଲେ ହେଲେ ଆମେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ କି ରାଜା ପଟ୍ଟନାୟକ କେମିତି ଭାବେ ମୃତ୍ୟୁ ବରଣ କରି ଥିଲେ । ସେମିତି ରେ ଆପଣ ମାନେ ଜାଣି ଥିବେ ରାଜା ପଟ୍ଟନାୟକ ଅନେକ ଗୁଡିଏ ସୁପର ହିଟ୍ ଆଲବମ୍ ଅନେକ ଫିଲ୍ମ ରେ ଅଭିନୟ କରି ସାରି ଥିଲେ । ଏବଂତାଙ୍କ ଅଭିନୟ କୁ ଲୋକ ମାନେ ବହୁତ ମାତ୍ରା ରେ ପସନ୍ଦ ବି କରୁ ଥିଲେ ।
ସେହି ସମୟ ରେ ଜାହା ସୁଣିବା ପାଇଁ ମିଳି ଥିଲା କି ରାଜା ପଟ୍ଟନାୟକ ଏବଂ ଜେସୀ ଦୁହେଁ ଦୁହିଁଙ୍କୁ ଭଲ ପାଉ ଥିଲେ। ହେଲେ କୈଣସି ଏକ କାରଣ ରୁ ରାଜା ପଟ୍ଟନାୟକ ଏବଂ ଜେସୀ ଙ୍କ ମଧ୍ୟରେ ଝଗଡା ହୋଇ ଥିଲା । ଏବଂ ଗୋଟିଏ ଦିନ ଜେସୀ ଏବଂ ରାଜା ଷ୍ଟେଜ୍ ସୋ କରିବା ପାଇଁ ଜାଇ ଥିଲେ । ଏବଂ ସେମାନେ ଯେତେ ବେଳେ ଘରକୁ ଫେରୁ ଥିଲେ ସେହି ସମୟ ରେ ରାଜା ପଟ୍ଟନାୟକ ଙ୍କ ଜେସୀ ଙ୍କ ମଧ୍ୟ ରେ ଝଗଡା ହୋଇ ଥିଲା ।
ଏହା ପରେ ରାଜା ପଟ୍ଟନାୟକ ଗାଡି ଅଟକେଇ ଦେଇ ଥିଲେ ଏବଂ ପରିଶ୍ରା କରିବେ ବୋଲି କହି ଗାଡି ବାହାର କୁ ଚାଲି ଜାଇ ଥିଲେ । ଏହାର କିଛି ସମୟ ପରେ ରାଜା ପଟ୍ଟନାୟକ ନ ଆସିବାରୁ ଜେସୀ ଏବଂ ତାଙ୍କର ଗାଡି ଡ୍ରାଇଭର ତାଙ୍କୁ ଖୋଜା ଖୋଜି କରି ଥିଲେ । ଏବଂ ବହୁତ ଖୋଜା ଖୋଜି ପରେ ରାଜା ପଟ୍ଟନାୟକ ଙ୍କ ମୃତ ଦେହ ବ୍ରିଜ୍ ତଳୁ ଉଦ୍ଧାର କରା ଜାଇ ଥିଲା । ଏବଂ ଏହା ପରେ ପରେ ରାଜା ପଟ୍ଟନାୟକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ମାରି ପୋଲ ତଳକୁ ଫିଙ୍ଗି ଦେଇଛି ସେହି ଉପରେ ପୋଲିସ୍ ତଦନ୍ତ କରୁ ଥିଲା ।
ସେହି ପରି ଭାବେ ଏଠାରେ ଗାଡି ଡ୍ରାଇଭର ଙ୍କ ସହିତ ଜେସୀ ଙ୍କୁ ବି ପଚରା ଉଚୁରା କରି ଥିଲା । ହେଲେ ଜେସୀ ଏବଂ ଡ୍ରାଇଭର ଙ୍କ ପାଖରୁ ପୋଲିସ୍ ସୋନ୍ତଷ ଜନକ ଉତ୍ତର ପାଇ ନ ଥିଲା । ସେଷ ରେ ପୋଲିସ୍ ଜେସୀ ଏବଂ ଗାଡି ଡ୍ରାଇଭର ଙ୍କୁ ପୋଲିସ୍ ଛାଡି ଦେଇ ଥିଲା । ଏବଂ ଏହି ପର୍ଯ୍ୟନ୍ତ ବି ଜଣା ପଡି ନାହିଁ କି ରାଜା ପଟ୍ଟନାୟକ ଙ୍କ ମୃତ୍ୟୁ କେମମିତି ହୋଇ ଥିଲା । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।