ଆଦିତ୍ୟାଙ୍କ ମୃତ୍ୟୁ ବିଷୟରେ ଫିଠିଲା ସବୁଠୁ ବଡ ଗୁମର , ପ୍ରମାଣ ଦେଲା ଆଦିତ୍ୟାଙ୍କ ଚପଲ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଦିତ୍ୟ ଙ୍କର ମୃତ୍ୟୁ ମାମଲା ଦିନ କୁ ଦିନ ଆହୁରୀ ବି ରହସ୍ୟ ଘେର କୁ ଯିବାରେ ଲାଗିଛି । ଆତ୍ମହତ୍ୟା କରିବା ପାଇଁ କେହି କଣ ଅତେ ଦୂର ଏବଂ ଖାଲି ପାଦ ରେ ଜାଇ ପାରେ ବୋଲି୍  ପ୍ରଶ୍ନ ଉଠେଇଛନ୍ତି ଆଦିତ୍ୟ ଙ୍କ ଶୁଭେଛ୍ଛୁ ମାନେ । ସେହି ପରି ଆଦିତ୍ୟ ଙ୍କ ଚପଲ କୈଣସି ବି ରାସ୍ତା କଡ ରୁ ମିଳିଲା ନାହିଁ । ବରଂ ଆଦିତ୍ୟ ଙ୍କ ନିତି ଦିନ ପିନ୍ଧା ଚପଲ ମିଳିଛି ଆଦିତ୍ୟ ଙ୍କ ଘର ଠାରୁ । ଏହିଥି ପାଇଁ ବର୍ତମାନ ସମୟ ରେ ଏହା ବହୁତ ରହସ୍ୟ ସୃଷ୍ଟି କରୁଛି ଜଣେ କଣ ପାଇଁ ଖାଲି ପାଦ ରେ ଏତେ ବାଟ ଚାଲି ଚାଲି କରି ଯିବ ।

ଯଦିଓ ସେ ରାଗି କରି ଜାଇ ଥିଲେ ହେଲେ ଜଣେ ରାଗି କରି ଗଲେ ବି କଣ ନିଜର ଚପଲ କୁ ଘରେ ଭୁଲି ଜାଇ ପାରିବ । ସେହି ପରି ସୂଚନା ଅନୁସାରେ ଆଦିତ୍ୟ ଙ୍କ ମୃତ ଦେହ ପାଖରୁ ଗୋଟିଏ ଗାଢ ସବୁଜ ରଙ୍ଗ ର ଲୁଙ୍ଗି ବି ମିଳି ଥିଲା । ଏହା ଆଦିତ୍ୟ ଙ୍କର ଥିଲା ବୋଲି ପ୍ରଶ୍ନ ଉଠି ଥିବା ବେଳେ ଆଦିତ୍ୟ ଲୁଙ୍ଗି ପିନ୍ଧନ୍ତି ନାହିଁ । ସେମିତି ରେ ଆତ୍ମହତ୍ୟା କରିବା ପାଇଁ ସେ ଗୋଟିଏ ଢିଲା ଏବଂ ଟ୍ରାକ୍ ପ୍ୟଣ୍ଟ ପିନ୍ଧି କରି ଜାଇ ଥିଲେ । ହେଲେ ରହସ୍ୟ ର କଥା ହେଲା କି ସେ ଆତ୍ମହତ୍ୟା କରି ଥିଲେ ଯଦି ତେବେ ରେଳ ଧାରଣାରେ ମୁଣ୍ଡ ରଖି ଥିଲେ ବି ମୁଣ୍ଡ କଟି ଜାଇ ଥାନ୍ତି । ଏବଂ ଟ୍ରନ୍ ସାମ୍ନା ରେ ଛିଡା ହେଲେ ବି ତାଙ୍କର ପଞରା ହାଡ଼ ଭାଙ୍ଗି ଜାଇ ଥାନ୍ତି ହେଲେ ଏମିତି ବି ହୋଇ ନାହିଁ ।

ତେବେ ଏଠାରେ ଏକ୍ସପୋର୍ଟ ମାନଙ୍କ କହିବା ଅନୁସାରେ ହଠାତ୍ ଆଦିତ୍ୟ ସେହି ଟ୍ରାକ୍ ମଧ୍ୟ ରେ ପଡିଲେ କେମିତି । ସେହି ଦିନ ଆସି ଥିବା ପୁରୁଷତ୍ତମ ଏକ୍ସପ୍ରେସ୍ ବି ଏହି ଦୃଘଟଣା କରି ନାହିଁ । ଏବଂ ଏହି ସମୟ ମଧ୍ୟ ରେ ଅନ୍ୟ ଟ୍ରେନ୍ ବି କିଛି ଆସି ନାହିଁ ତେବେ ଏଠାରେ ପ୍ରଶ୍ନ ଉଠୁଛି କି ତେବେ ଆଦିତ୍ୟ ଙ୍କ ମୃତ୍ୟୁ ହେଲା କେମିତି । ଏହି ସବୁ କୁ ନେଇ ଜିଆର୍ପି ପୋଲିସ ବିଦ୍ୟାଶ୍ରୀ ଏବଂ ତାଙ୍କର ବାପା ମାଆ ଙ୍କୁ 4 ଘଣ୍ଟା ଜେରା କରି ଥିଲା ।

ତେବେ ସେହି ଥିରେ କଣ ସବୁ ଜଣ ପଡିଛି ସେହି ବିଷୟ ରେ ଆଗାମୀ ସମୟ ରେ ନଶ୍ଚିତ ଭାବେ ଜଣା ପଡିିବା ପାଇଁ ଯାଉଛି । ତେବେ ଆମେ ଆପଣ ମାନଙ୍କୁ ସେହି ବିଷୟ ରେ ମଧ୍ୟ ଆଗକୁ ଜଣେଇ ଦେବୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *