ଧୀରେ ଧୀରେ ଫିଟୁଛି ଆଦିତ୍ୟାଙ୍କ ମୃତ୍ୟୁ ରହସ୍ୟା , ଏହି ପୁଅ ପାଇଁ ବିଦ୍ୟାଶ୍ରୀ କରିଥିଲେ..

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ହେଲା ପରେ । ବିଦ୍ୟାଶ୍ରୀ ଏବଂ ଅନୁଭବ ଙ୍କର ଗୋଟିଏ ଫୋଟ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗି ଥିଲା । ଏହା ସହିତ ଆଉ ଗୋଟିଏ ଫୋଟ ବି ଭାଇରଲ ହେବାରେ ଲାଗି ଥିଲା । ତେବେ ଏହି ସବୁ ର ମୂଖ୍ୟ କାରଣ କଣ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା । ସେମିତି ରେ ଆପଣ ମାନଙ୍କୁ ଆମେ ବିଦ୍ୟାଶ୍ରୀ ଙ୍କ ଫେସବୁକ ଏକଉଣ୍ଟ କୁ ଚେକ୍ କରି ଦେଖିବା ପାଇଁ କହିବୁ । ଯେଉଁ ଥିରୁ ଆପଣ ମାନେ ଜାଣି ପାରିବେ ତାଙ୍କର ବୟଫ୍ରେଣ୍ଡ କେତୋଟି ଥିଲେ ଏବଂ ତାଙ୍କର କେଉଁ କେଉଁ ବଡ ଲୋକ ମାନଙ୍କ ସହିତ ସଂମ୍ପର୍କ ରହି ଥିଲା ସେହି ବିଷୟ ରେ ଜାଣି ନେବା ଆସନ୍ତୁ ।

ପ୍ରଥମେ ତ ଆପଣ ମାନେ ଏହି କଥା ଜାଣି ଆଶ୍ଚର୍ଯ୍ୟ ହେବେ କି ସେ ଜଣେ ଅଭିନେତ୍ରୀ ଅଟନ୍ତି ବୋଲି । ସେମିତି ରେ ସୋସିଆଲ ମିଡିଆ ରେ ତାଙ୍କର ବହୁତ ସାରା ଫୋଟ ରହିଛି ଏବଂ ସେ ବହୁତ ଅଭିନେତା ମାନଙ୍କ ମଧ୍ୟ ରେ ମିଶି ଫୋଟ ମଧ୍ୟ ଉଠେଇ ଛନ୍ତି । ସେମିତି ରେ ସେହି ମଧ୍ୟ ରୁ ବର୍ତମାନ ସମୟ ରେ ଅନୁଭବ ମହାନ୍ତି ଙ୍କ ସହିତ ଭାଇରଲ ହେଉ ଥିବା ଫୋଟ ଭାଇରଲ ହେଉଛି ହେଲେ ସେ ସବ୍ୟସଚୀ ଙ୍କ ସହିତ ବି ଫୋଟ ଏବଂ ଯେତେ ସବୁ ଓଲିଉଡ ଅଭିନେତା ଙ୍କ ସହିତ ଖାସ୍ କରି ଫୋଟ ଉଠେଇଛନ୍ତି । ସେମିତି ରେ ଏହି ମଧ୍ୟରେ ବିଦ୍ୟାଶ୍ରୀ ରକ୍ତଦାନ ଶିବୀର ବି କରୁ ଥିବାର ନଜର ଆସି ଥିଲେ

ଏବଂ ସେହି ଦିନ ଠାରୁ ଆମ ଅନୁସାରେ ଆଦିତ୍ୟ ଙ୍କ ସାମ୍ନା ସେ ଆସି ଥିଲେ । ବିଦ୍ୟାଶ୍ରୀ ETV ଜାହାକି ବର୍ତମାନ ସମୟ ରେ COLORS ODIA ହୋଇ ସାରିଛି ସେହି ଥିରେ ସେ ସେହି ସମୟ ରେ କାମ କରୁ ଥିଲେ ଏବଂ ତାଙ୍କ ପାଖରେ ଏହାର ପ୍ରାଇଜ୍ ମଧ୍ୟ ରହିଛି । ଏବଂ ସେ ବହୁତ ଫିଲ୍ମ ରେ ବି କାମ କରିଛନ୍ତି ତେବେ ଏହି ଠାରୁ ଜଣା ପଡୁଛି କି ତାଙ୍କର ବହୁତ ଲୋକ ସହିତ ହାତ ରହିଛି । ଏବଂ ବିଶେଷ ରୂପେ ବି ଜଣା ପଡିଛି କି ଅତିତ ରେ ବିଦ୍ୟାଶ୍ରୀ ଙ୍କର ପ୍ରେମ୍ ବୋଲି ପିଲା ସହିତ ପ୍ରେମ ସଂମ୍ପର୍କ ରହି ଥିଲା ଏବଂ ସେହି ର ଫୋଟ ବି ସେ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି

ତେବେ ଏମିତି ରେ ଏହି ଦିନ ରେ ସେ ଏମିତି ବହୁତ ସିକ୍ରେଟ ଫୋଟ କୁ ରିମୁଭ୍ ମଧ୍ୟ କରି ଦେଇଛନ୍ତି । ଜାହା ଲୋକଲୋଚନ କୁ ଆସି ନାହିଁ । ତେବେ ଏହାକୁ ନେଇ ଆପଣ ମାନଙ୍କର କଣ ରାୟ ରହିଛି ଆମକୁ ଜଣେଇବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *