ମିଳିଲା ଆଦିତ୍ୟଙ୍କ ସୁଇସାଇଡ ନୋଟ , ଏହି କାରଣ ପାଇଁ କରିଛନ୍ତି ଆତ୍ମହତ୍ୟା

ଆଦିତ୍ୟ ଦାସଙ୍କ ସୁଇସାଇଡ୍‌ ନୋଟ ଜବତ, ଡାଏରିରେ ଲେଖା ୪ ପୃଷ୍ଠାର ସୁଇସାଇଡ୍‌ ନୋଟ ଜବତ କଲା GRP,

ମୃତ୍ୟୁ ଯେତେବେଳେ ଆସେ , ବହୁତ୍ ଧୀରେ ଧୀରେ ଆସେ , କେହି ଜାଣି ପାରନ୍ତି ନାହିଁ । ଏମିତି କିଛି ଶେଷ ବାର୍ତା ଦେଇ ତାଙ୍କ ପ୍ରଶଂସକଙ୍କୁ ସୋକ ଶାଗରରେ ଭସେଇ ଦେଇ ମୃତ୍ୟୁ ବରଣ କଲେ ସମାଜ ସେବୀ ତଥା ମୋଟିଭେସନାଲ ସ୍ପିକର ଆଦିତ୍ୟ ଦାସ ,କିଛି ଲୋକ ଏହାକୁ ଆତ୍ମହତ୍ୟା କହୁଛନ୍ତି ତ କିଛି ଲୋକ ଏହାକୁ ପ୍ରି ପ୍ଲାନ ମଡର କହୁଛନ୍ତି , ହେଲେ ସତ୍ୟ ଏହାକି ଲକ୍ଷ ଲକ୍ଷ ଓଡିଆଙ୍କୁ ମୋଟି ଭେଟ କରି ବଞ୍ଚିବାର ରାହା ଦେଖାଇ ଥିବା ବ୍ୟକ୍ତି ନିଜ ଜୀବନଠୁ ଚାଲି ଜାଇଛନ୍ତି ବହୁତ ଦୁରକୁ , ହେଲେ ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ଜଣେଇବୁ ଆଦିତ୍ୟାଙ୍କ ମୃତର ରହସ୍ୟ କଣ

ପଢନ୍ତୁ ସୁଇସାଇଡ ନୋଟ

Page 1 

page1

 

ପୁଲିସ ପାଖେ ଏବେ ଆସି ପହଞ୍ଚିଛି ଆଦିତ୍ୟଙ୍କ ସୁଇସାଇଡ ନୋଟ , ଯେଉଁଥିରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ସ୍ପଷ୍ଟ ଜଣା ପଡୁଛି , ନିଜର ସୁଇସାଇଡ ନୋଟରେ ସେ ଲେଖିଛନ୍ତି କି ତାଙ୍କ ମୃତ୍ୟୁ ପାଇଁ କେହି ଦାୟି ନୁହଁନ୍ତି , ହେଲେ ନୋଟର ଶେଷ ଭାଗରେ ସେ ଚିନ୍ତିତ କଲା ଭଳି କଥା ଲେଖିଛନ୍ତି , ଯେଉଁଥିରେ ସେ ଲେଖିଛନ୍ତି କି ଆପଣଙ୍କୁ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ କରିବାକୁ ହେଲେ ସେତିକ ଷ୍ଟ୍ରଙ୍ଗ ହେବାକୁ ପଡିବ , ଏହା ଲେଖି ସେ କଣ କହିବାକୁ ଚେଷ୍ଟା କରୁଛନ୍ତି

Page 2

page2

page3

page3

ହେଲେ ଆଦିତ୍ୟଙ୍କ ପରିଜନଙ୍କ କଥା ଆନୁସାରେ ସେ କେବେବି ଆତ୍ମହତ୍ୟା କରି ନଥିବେ , ତାଙ୍କୁ ମର୍ଡର କରା ଜାଇଛି ବୋଲି ଦାବି କରା ଜାଇଛି , ପିପୁଲ ଫର ସେଭାର ପ୍ରତିଷ୍ଠାତା ତଥା ଅତି କମ ଦିନରେ ନିଜର ମିଠା ମିଠା ନିତି ଶିକ୍ଷା ଦ୍ୱାରା ଲୋକ ମାନଙ୍କୁ ମୋଟିଭେଟ କରୁଥିବା ଲୋକ ଆଦିତ୍ୟ ଦାସ ସମସ୍ତଙ୍କୁ ଛାଡି ଏ ଦୁନିଆରୁ ଚାଲି ଯାଇଛନ୍ତି ,7 ତାରିଖ ସକାଳୁ ସକାଳୁ ତାଙ୍କ ମୃତ ଦେହକୁ ଭୁବନେଶ୍ୱରର ଲିଙ୍ଗରାଜ ଷ୍ଟେସନ ଟ୍ରେନ ଲାଇନ ପାଖରୁ ପୋଲିସ ଉର୍ଧାର କରିଛି ,

Page 4

page4

ତାଙ୍କ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରି ନାହାନ୍ତି ଆଦିତ୍ୟ, ମୃତ୍ୟୁ ପରେ ବି ପିପୁଲ ଫର ସେବାକୁ ଚଳାଇ ରଖିବାକୁ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି ଆଦିତ୍ୟ , ପତ୍ନୀଙ୍କ ପାଇଁ ମଧ୍ୟ ଡାଏରିରେ ବାର୍ତ୍ତା ଦେଇଛନ୍ତି ଆଦିତ୍ୟ ଦାସ, ପତ୍ନୀଙ୍କୁ ବେଶ୍‌ ଭଲ ପାଆନ୍ତି ଓ ମିସ୍‌ କରିବେ ବୋଲି ଲେଖିଛନ୍ତି, ଓଡ଼ିଶାରେ ମଦ ବନ୍ଦ ହେଲେ ଆତ୍ମାକୁ ଶାନ୍ତି ମିଳିବ ବୋଲି ଚିଠିରେ ଉଲ୍ଲେଖ , ତେବେ ଦେଖା ଯାଉ ତାଙ୍କ ମୃତ୍ୟୁର ରହସ୍ୟ ଏବେ କେଉଁ ମୋଡ ନେଉଛି ,

ଏହି ଭଳି ପ୍ରତିଟି ଖବର ସର୍ବ ପ୍ରଥମେ ପଢିବା ପାଇଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖ ପହଞ୍ଚାଇବାରେ ସାହାର୍ଯ୍ୟ କରନ୍ତୁ ,

Leave a Reply

Your email address will not be published. Required fields are marked *