ଆଦିତ୍ୟଙ୍କ ମୃତ୍ୟୁ ବିଷୟରେ ପୋଲିସ ହାତରେ ଲାଗିଲା ସାଙ୍ଘାତିକ ତଥ୍ୟ

papu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ କିଛି ଦିନ ତଳେ ସମାଜ ସେବୀ ଆଦିତ୍ୟ ଦାସ୍ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରି ଥିଲେ । କିନ୍ତୁ ପିପୁଲ ଫର ସେବାର ଅନେକ ସଦସ୍ୟ ମାନେ ଆଦିତ୍ୟ ଦାସ୍ ଆତ୍ମହତ୍ୟା କରି ନାହାଁନ୍ତି ବୋଲି କହି ଥିଲେ । ତାଙ୍କୁ ହତ୍ୟା କରା ଜାଇଛି ବୋଲି ସେମାନେ ଲିଖିତ ଭାବେ ଅଭିଯୋଗ କରି ଥିଲେ । ଏବଂ ଏହା ପରେ ରେଳ ବାୟୀ ପୋଲିସ୍ ଏହାର ତଦନ୍ତ ଜାରୀ ରଖିଛି । ଗତ କାଲି ଏହି ବିଷୟ ରେ ଆଦିତ୍ୟ ଦାସ୍ ଙ୍କର ବନ୍ଧୁ ପପୁ ଙ୍କୁ ପୋଲିସ ଷ୍ଟେସନ ଡକେଇ ଥିଲେ । ଏବଂ ସେଠାରେ ପପୁ ଙ୍କ ଏକ ଘଣ୍ଟା ଧରି ଜେରା କରା ଜାଇ ଥିଲା ।

ସେହି ଠାରେ ପପୁ ଆଦିତ୍ୟ ଦାସ୍ ଙ୍କ ଠାରୁ 1 ଲକ୍ଷ ଟଙ୍କା ନେଇ ଥିବା ବାବଦ ରେ ବି କହି ଥିଲେ । ଏବଂ ଏହା ସହିତକ ଆଦିତ୍ୟ ଦାସ୍ ଙ୍କ ସହିତ ତାଙ୍କର କଣ ସଂମ୍ପର୍କ ରହିଛି ସେହି ବିଷୟ ରେ ବି ସେ ସଂମ୍ପର୍ଣ୍ଣ ଭାବେ କହି ଥିଲେ । ଏପଟେ ରେଳବାୟୀ ପୋଲିସ ଆଦିତ୍ୟ ଙ୍କର ସୁସାଇଟ ନୋର୍ଟ କୁ ଫରେନସିକ୍ ଲେବ୍ କୁ ପଠେଇଛି । ଏବଂ ଏହା ସହିତ ଆଦିତ୍ୟ ଦାସ୍ ଙ୍କ ଚେକ୍ ଏବଂ ତାଙ୍କର କିଛି ପୂର୍ବ ହାତ ଲେଖା ବି କିଛି ଫରେନସିକ୍ ଲେବ୍ କୁ ମଧ୍ୟ ପଠା ଜାଇଛି । ସେଠାରେ ଆଦିତ୍ୟ ଦାସ୍ ଙ୍କ ପୂର୍ବ ହାତ ଲେଖା ଏବଂ ତାଙ୍କର ସୁସାଇଟ୍ ନୋର୍ଟ କୁ ମେଚ୍ କରା ଯିବ ।

ସେଠାରେ ଜାଞ୍ଚ ହେବା ପରେ ଏହି ବିଷୟ ରେ ଜଣା ପଡିବ କି ଆଦିତ୍ୟ ଦାସ୍ ଙ୍କ ସୁସାଇଟ ନୋର୍ଟ ସେ ନିଜେ ଲେଖିଛନ୍ତି କି ଆଉ କିଏ ଲେଖି ଦେଇଛି । ଏହି ସବୁ ରିପୋର୍ଟ ଆସିବା ପରେ ଆଦିତ୍ୟ ଦାସ୍ ଙ୍କ ପତ୍ନୀ ଏବଂ ବିକାସ ଙ୍କୁ ପୋଲିସ୍ ଜେରା କରିବ । ଏହା ପରେ ରେଲବାୟୀ ପୋଲିସ୍ ତିନି ଜଣଙ୍କ ସାମ୍ନା ସାମ୍ନୀ ଜେରା କରିବ ବୋଲି କହି ଥିବାର ଜଣା ପଡିଛି ।

ସେହି ପରି ବେଳେ ବର୍ତମାନ ସମୟ ରେ ଆଦିତ୍ୟ ଦାସ୍ ଙ୍କ ଦୁଇ ସାଙ୍ଗ ପପୁ ଏବଂ ବିକାସ ଙ୍କର କଲ୍ ହିଷ୍ଟ୍ରୀ ବର୍ତମାନ ସମୟ ରେ ପୋଲିସ୍ ଜାଞ୍ଚ କରୁ ଥିବାର ଜଣା ପଡିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *