ଖୋଲିଲା ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ – ଏବେ ସାମ୍ମାନାକୁ ଆସିଲା ସତ

adia

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସମାଜ ସେବୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ମାମଲା ରେ ବନ୍ଧୁ ପପୁ ଙ୍କୁ 2 ଘଣ୍ଟା ଧରି ଜେରା କରିଲା ପୋଲିସ୍ ଏବଂ ସେହି ପରି କ୍ଷେତ୍ର ରେ ଅନ୍ୟ ତିନି ଜଣଙ୍କୁ କେବଳ ପଚରା ଉଚୁରା କରା ଜାଇଛି । ବର୍ତମାନ ସମୟରେ ଚାଲିଛି ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ରହସ୍ୟ ଖୋଜା । ବର୍ତମାନ ସମୟରେ ଜିଆର୍ପି ପୋଲିସ୍ ଏହି ଘଟଣା ର ସଂମ୍ପର୍ଣ୍ଣ ତନା ଘନା କରୁଛି । ଏମାନଙ୍କ ମଧ୍ୟ ରେ ରହିଛନ୍ତି ଆଦିତ୍ୟ ଙ୍କ ବନ୍ଧୁ ପୁପୁ । ତେବେ ଏହି ପୁପୁ ଆଦିତ୍ୟ ଦାସ୍ ଙ୍କ ଟ୍ରଷ୍ଟ ସେବା ର ଡ୍ରାଗରର ଥିଲେ । ଏବଂ ଆଦିତ୍ୟ ଙ୍କ ପାରିବାରିକ କଳହ ନେଇ ସେ କେମିତି ଜାଣିଲେ ସେହି ବିଷୟ ରେ ପ୍ରଶ୍ନ କରିଛି ପୋଲିସ୍ ।

ଏହା ସହିତ ସେ ଧଆର୍ ନେଇ ଥିବା ଟଙ୍କା କୁ ନେଇ ବି ସଂମ୍ପର୍ଣ୍ଣ ଭାବେ ତନା ଘନା କରିଛି ପୋଲିସ୍ । ତେବେ ମୃତ୍ୟୁ ପୂର୍ବ ରୁ ଆଦିତ୍ୟ ଏହି ମାନଙ୍କ ସହିତ କଥା ହୋଇ ଥିଲେ । ବର୍ତମାନ ସମୟ ରେ ପୋଲିସ୍ ତରଫ ରୁ ଏମାନଙ୍କୁ ଭୁବନେଶ୍ୱର ନଛା଼ଡି ଯିବାକୁ ନିର୍ଦେଶ ଦିଆ ଜାଇଛି । ସେମିତି ରେ ଆପଣ ମାନେ ଜାଣି ଥିବେ ମଙ୍ଗଳ ବାର ଆଦିତ୍ୟ ଦାସ୍ ଙ୍କ କ୍ଷେତ ବିକ୍ଷ୍ୟାତ ମୃତ ଦେହ ଲିଙ୍ଗ ରାଜ ଷ୍ଟେସନ ସ୍ଥିତ ରେଳ ଲାଇନ୍ ରୁ ମିଳି ଥିଲା । ଏହା କୁ ନେଇ ବର୍ତମାନ ସମୟ ରେ ସଂନ୍ଧେହ ରହିଛି କି ପୁରୁଷତ୍ତମ ଏକ୍ସପ୍ରେସ୍ ବା ମାଲବାହୀ ଗାଡି ତାଙ୍କୁ ଧକ୍କ୍କା ଦେଇ ଥାଇ ପାରେ ବୋଲି ।

ସେହି ଦିନ ଏହି ଦୁଇଟି ଟ୍ରେନ୍ ଏହି ବାଟ ଦେଇ ଜାଇ ଥିଲା ଏବଂ ସେହି ଦୁଇ ଟ୍ରେନ୍ ର ଡ୍ରାଇଭର ଙ୍କୁ ମଧ୍ୟ ବର୍ତମାନ ସମୟ ରେ ପୋଲିସ୍ ପଚରା ଉଛୁରା କରିଛି କି ସେହି ଦିନ ଲିଙ୍ଗରାଜ ଷ୍ଟେସନ ଠାରେ କୈଣସି ବି ସେମାନଙ୍କର ଏକ୍ସିଡେଣ୍ଟ ହୋଇ ଥିଲା କି । ଏମିତି ରେ କୈଣସି ଏକ୍ସି ଡେଣ୍ଟ କେଉଁ ଠାରେ ବି ହେଲେ ବି ଲୋକ ପାଇଲଟ ମାନେ ତା ପର ଷ୍ଟେସନ ରେ ସୂଚନା ଦେଇ କରି ଜାଇ ଥାନ୍ତି ।

ହେଲେ ସେହି ଟ୍ରେନ୍ ର ଲୋକ ପାଇଲଟ ମାନେ କୈଣସି ବି ସେମିତି ସୂଚନା ଦେଇ ନ ଥିଲେ । ଏହାକୁ ନେଇ ବର୍ତମାନ ସମୟରେ ସଂମ୍ପର୍ଣ୍ଣ ସଂନ୍ଧେହ ଘେର ରେ ଏହି କେସ୍ ରହିଛି । ତେବେ ଆଜକୁ 19 ଦିନ ହୋଇ ସାରି ଥିବା ବେଳେ ପୋଲିସ୍ କେମିତି ନ୍ୟାୟ ଦେଉଛି କେବଳ ଦେଖିବା କଥା । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *