ଆସିଲା ଆଦିତ୍ୟ ଦାସଙ୍କ ପୋଷ୍ଟ ମଟମ ରିପୋଟ – ଦେଖନ୍ତୁ ହତ୍ୟା ନା ଆତ୍ମହତ୍ୟା

addii

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଦିତ୍ୟ ଦାସ୍ ଙ୍କ ଆତ୍ମହତ୍ୟା ଘଟଣା ତେବେ ପୋଷ୍ଟମଟମ୍ ପରେ ଜଣା ପଡିବ କି ହତ୍ୟା କି ଆତ୍ମହତ୍ୟା । ଅନ୍ୟ କୁ ବଞ୍ଚିବାର ଏବଂ ଜିବନ ର ମାନେ ବୁଝାଉ ଥିଲେ । ଭାଙ୍ଗି ପଡି ଥିବା ମଣିଷ କୁ ଭରଷା ର ଆଶା ବାଡୀ ଧରାଉ ଥିଲେ । ସେହିଥି ପାଇଁ ଖୁବ୍ କମ୍ ବୟସ ରୁ ସେ ଲୋକ ମାନଙ୍କ ପାଇଁ ପ୍ରେରଣା ପାଲଟି ଥିଲେ । ସେହି ପରି ଫେସବୁକ୍ ରେ ତାଙ୍କର 80 ହଜାର ରୁ ଅଧିକ ଅନୁଗାମୀ ରହି ଥିବା ବେଳେ ଗୋଟିଏ ପ୍ରଶଙ୍ଗ ରେ ତାଙ୍କର ଗୋଟିଏ ଗୋଟିଏ ଭିଡ଼ିଓ 1 ଲକ୍ଷ କୁ 5 ଲକ୍ଷ ଲୋକ ମାନେ ଦେଖୁ ଥିଲେ । ସେମିତି ରେ ସେ ଗତ ମାସ ମାନେ ଜୁନ୍ 9 ତାରିଖ ରେ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ । ଆଉ ମାତ୍ର ଦୁଇ ଦିନ ପରେ ସେମାନଙ୍କ ବାହାଘର କୁ ମାସେ ପୂରଣ ହୋଇ ଥାନ୍ତା ।

adi

ତେବେ ହଠାତ୍ ଭାବେ ତାଙ୍କର ବିଳମ୍ବୀତ ରାତ୍ରୀ ରେ ତାଙ୍କର ମୃତ୍ୟୁ ହୋଇଛି । ଏହି କଥା ପ୍ରଶାରିତ ହେବା ପରେ ତାଙ୍କର ସୁଭେଚ୍ଛୁ ଏବଂ ଅନୁଗାମୀ ଙ୍କ ମଧ୍ୟ ରେ ଶୋକ ର ଛାୟା ଖେଳି ଜାଇଛି । ବର୍ତମାନ ସମୟ ରେ କେହି ବି ଏହି ଖବର କୁ ସହଜ ରେ ଗ୍ରହଣ କରି ପାରୁ ନାହାଁନ୍ତି । ଏମିତି ରେ ଆଦିତ୍ୟ ଅନୁସାରେ ସେ ଆତ୍ମହତ୍ୟା କୁ ବହୁତ ବିରୋଧ କରୁ ଥିଲେ ଏବଂ ଏମିତି ବେଳେ ସୁଶାନ୍ତ ସିହଂ ରାଜ ପୁତ ଙ୍କ ଆତ୍ମହତ୍ୟା କୁ ନେଇ ସେ ଗୋଟିଏ ପୋଷ୍ଟ କରି ଥିଲେ । ସେ ସେହି ଥିଲେ ଲେଖି ଥିଲେ କି ସୁଶାନ୍ତ ଙ୍କ ଠାରୁ ଏହି ପରି ଆଶା କରା ଜାଉ ନ ଥିଲା । ଏହା ବିଚଳିତ କରି ଦେବା ପରି କଥା ଅଟେ ।

ହେଲେ ବାରମ୍ବାର ଏମିତି ବଚନିକା ବାଣ୍ଟ ଥିବା ବ୍ୟକ୍ତି ଙ୍କ ଠାରୁ ଏମିତି ଆତ୍ମହତ୍ୟା କେହି ବି ଆଶା କରୁ ନ ଥିଲେ । ବର୍ତମାନ ସମୟରେ ଏହା ପଛର କାରଣ ଜଣା ପଡି ନାହିଁ । ତେବେ ଏହା ଆତ୍ମ ହତ୍ୟା ନ ଯୋଜନା ବଦ୍ଧ ହତ୍ୟା କାଣ୍ଡ ତାହା ଜଣା ପଡି ନାହିଁ ଗତ କାଲି ସେ ପତ୍ନୀ ବିଦ୍ୟାଶ୍ରୀ ଙ୍କ ସହିତ ନିଜର ସେଷ ଭିଡ଼ିଓ ଛାଡି ଥିଲେ । ଏହି ଥିରେ ସେମାନେ ଉଭୟ ଙ୍କ ମଧ୍ୟ ରେ ଉତ୍ତମ ସଂମ୍ପର୍କ ରେ ଭୁଲ ବୁଝା ମଣା ଉପରେ କଥା ହୋଇ ଥିଲେ । ଏବଂ ତାଙ୍କର ସେଷ ପୋଷ୍ଟ ରାତି 9 ଟା ସମୟ ରେ ଗତ କାଲି ଆସି ଥିଲା ସେହି ଥିରେ ଲେଖା ଥିଲା କି ମୃତ୍ୟୁ ଯେତେ ବେଳେ ବି ଆସେ ବହୁତ ଧିରେ ଧିରେ ଆସେ । ଏହାକୁ କେହି ବି ଜାଣି ପାରନ୍ତି ନାହିଁ । ଏବଂ ସତ ରେ ବି କେହି ଜାଣି ପାରିଲେ ନାହିଁ ଏହି ପୋଷ୍ଟ ର କିଛି ସମୟ ପରେ ସେ ସେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

adityaaa

ଭୁବନେଶ୍ୱର ର ଲିଙ୍ଗରାଜ ରେଳ ଷ୍ଟେସନ ଠାରୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇ ଥିଲା । ଏହି ଉପରେ ପୋଲିସ୍ ଏବେ ତଦନ୍ତ କରୁ ଥିବା ବେଳେ କେପିଟାଲ ହସ୍ପିଟାଲ କୁ ମର ଶରୀର ଏବେ ପଠା ଜାଇଛି । ତାଙ୍କର ଅସଲ ଘର ବାଲେଶ୍ୱର ହେଲେ ସେ ଭୁବନେଶ୍ୱର ର ସୁନ୍ଦର ପଦା ରେ ରହୁ ଥିଲେ । ହେଲେ ତାଙ୍କର ସହିତ ଏମିତି ଘଟଣା ବହୁତ ହୃଦୟ ବିଦାରକ ଅଟେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *