ରାସ୍ତା ମଝିରେ ୨୨ ଫୁଟ ଲମ୍ବା ଆନାକୋଣ୍ଡା ସାପ ଦେଖି ଆଶ୍ଚର୍ଯ୍ୟ ହେବେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆନ୍ନାକୋଣ୍ଡା ଏହି ନାମ ଟି ସୁଣିଲେ ସମସ୍ତ ଙ୍କ ମନ ରେ ନିଶ୍ଚିତ ଭାବେ ଭୟ ର ବବାତାବରଣ ସୃଷ୍ଟି ହୋଇ ଥାଏ । ତେବେ ଏଠାରେ ଆପଣ ମାନେ କଳ୍ପନା କରନ୍ତୁ କି ରାସ୍ତା ରେ ଆପଣ ମାନେ ଯାଉ ଥିବେ ଏବଂ ଆପଣ ମାନଙ୍କ ସାମ୍ନା କୁ ପଳେଇଇ ଆସିବ ଏକ ଆନ୍ନାକୋଣ୍ଡା । ଏବଂ ତାହା ପୁଣି 23 ଫୁଟ ଲମ୍ବା ର ଆନ୍ନାକୋଣ୍ଡା । ତା ପରେ କଣ ଆପଣ ମାନେ ନିଜର ମୋବାଇଲ ବାହାର କରି ସେଲ୍ଫି ନେବେ ନା ଆପଣ ମାନେ ସେଠାରୁ ଦୈଡିବା ଆରମ୍ଭ କରି ଦେବେ ଦର୍ଶକ ବନ୍ଧୁ ଏମିତି ଗୋଟିଏ ଘଟଣା ବ୍ରାଜିଲ୍ ରେ ଘଟିଛି । ଲୋକ ମାନେ ସବୁ ଦିନ ଜିବା ଆସିବା କରୁ ଥିଲେ ଗାଡ ମଟର ରେ କିନ୍ତି ସେହି ଦିନ ରାସ୍ତା ଖାଲି ନ ଥିଲା । ରାସ୍ତା ମଝି ରେ ଶୋଇ ଥିଲା ଏକ ଆନ୍ନାକୋଣ୍ଡା ତେବେ ଏଠାରେ ଆମେ ଆପଣ ମାନଙ୍କୁ ଆନ୍ନାକୋଣ୍ଡା ବିଷୟ ରେ ଅଧିକ କିଛି କହିବୁ ।

ଆପଣ ମାନେ ଭାବୁ ଥିବେ ଆନ୍ନାକୋଣ୍ଡା ର ବିଷ ଥାଏ ହେଲେ ଏହାର ବିଷ ନ ଥାଏ । ଏହାର ମୁହଁ ଏତେ ବଡ ହୋଇ ଥାଏ କି ଏହା କୈଣସି ଜିବ ଯନ୍ତୁ କୁ ନିଜର ମୁହଁ ରେ ଧରି ଗିଳି ପାରିବ । ତେବେ ଆଜି ପର୍ଯ୍ୟନ୍ତ ର ସବୁଠୁ ବଡ ଆନ୍ନାକୋଣ୍ଡା ହେଲା 30 ଫୁଟ ର ଏବଂ ଏହା ପୃଥିବୀ ର ସବୁଠୁ ବୃହତମ ସର୍ପ ଭାବେ ପରିଚିତ ମଧ୍ୟ । ଏବଂ ଏହାର ଓଜନ 450 କେଜି ରୁ 500 ମଧ୍ୟ ରେ ହୋଇ ଥାଏ । ଏହା ମୂଖ୍ୟତଃ ଆଫ୍ରିକା ମହାଦେଶ ରେ ଦେଖା ଦିଅନ୍ତି । ତେବେ ଏହି ଦିନ ରେ ବ୍ରାଜିଲ ର ଗୋଟିଏ ରାସ୍ତା ରେ ଦେଖା ଜାଇ ଥିବା ଆନ୍ନାକୋଣ୍ଡା ର ଲମ୍ବ 22 ଫୁଟ ରହି ଥିବା ବେଳେ ଲୋକ ମାନେ ତା ଆଗରେ ସେଲ୍ଫି ନେଉ ଥିବାର ଦେଖିବା ପାଇଁ ମିଳି ଥିଲା ।

ତେବେ ବନ୍ଧୁଗଣ ଆପଣ ମାନେ କୁହନ୍ତି ଯଦି ଏହି ଆନ୍ନାକୋଣ୍ଡା ଆମ ଓଡ଼ିଶା ରେ ଦେଖା ଜାଆନ୍ତି ତେବେ କଣ ହୋଇ ଥାନ୍ତି । ଆପଣ ମାନେ କମେଣ୍ଟ କରନ୍ତୁ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *