ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବୁ ଚରିତ୍ରହୀନ ନାରୀ ଙ୍କି ଚିହ୍ନୀ ବାର 6 ଟି ସଂଙ୍କେତ । ଆମ ସମାଜ ରେ ମହିଳା ମାନଙ୍କୁ ମାଆ ସମାନ କୁହା ଜାଇ ଥାଏ । କାରଣ ମାଆ ର ମମତା ର ମୃତି ହୋଇ ଥାନ୍ତି ଏହି ମହିଳା ମାନେ । ହେଲେ ଏହି ମାନଙ୍କ ମଧ୍ୟ ରୁ ପ୍ରତ୍ଯେକ ମହିଳା ମାନେ କେବେ ବି ସମାନ ହୋଇ ନ ଥାନ୍ତି । ଏମିତି କୁହା ଜାଇ ଥାଏ କି ଆଜିର ମହି୍ଳା ମାନଙ୍କୁ ବୁଝିବା ବହୁତ କଷ୍ଟ ହୋଇ ଥାଏ । ହେଲେ ଆପଣ ମାନେ କୈଣସି ବି ମହିଳା ମାନଙ୍କ ଲକ୍ଷ୍ୟଣ ଦେଖି ଆପଣ ମାନେ ଜାଣି ପାରିବେ ସେ କେମିତି ହୋଇ ଥିବେ । ଏହି ଚରିତ୍ରହୀନ ମହିଳା ମାନଙ୍କ ବିଷୟ ରେ ଆଚାର୍ଯ୍ୟ ଚାଣକ୍ୟ ବହୁତ କିଛି କହି ଜାଇଛନ୍ତି । ଯଦି ଆପଣ ମାନେ ସେହି ସବୁ କଥା କୁ ଜାଣି ଯିବେ ତେବେ ଆପଣ ମାନଙ୍କୁ କେବେ ବି ଜିବନ ରେ ଚରିତ୍ରହୀନ ଏବଂ ଭଲ ନାରୀ ମାନଙ୍କୁ ଚିହ୍ନିବା ରେ ଅସୁବିଧା ହେବ ନାହିଁ । ଏବଂ ଏହି କଥା କୁ ଜାଣିବା ପରେ ଆପଣ ମାନେ ସେହି ମହିଳା ଙ୍କ ପ୍ରେମ ରେ କେବେ ବି ପଡିବେ ନାହିଁ । ଏମିତି ରେ ଚରିତ୍ରହୀନ ନାରୀ ଙ୍କ ସଂମ୍ପର୍କ ରେ ଆସୁ ଥିବା ଲୋକ ମାନଙ୍କ ସଂମ୍ପର୍କ ରେ ବହୁତ ବିଘ୍ନ ହୋଇ ଥାଏ ।
ତେବେ ଆସନ୍ତୁ ସେହି ସବୁ ସଂଙ୍କେତ ବିଷୟ ରେ ଜାଣି ନେବା । ପ୍ରଥମେ ରହିଛି ଯେଉଁ ମହିଳା ମାନେ ସବୁ ସମୟରେ ରାଗି ସ୍ୱଭାବ ର ହୋଇ ଥାନ୍ତି ଏବଂ ସବୁ ବେଳେ ଅନ୍ୟ ଉପରେ ଚିଡ ଚିଡ୍ ହୋଇ ଥାନ୍ତି ଏମାନଙ୍କ ଉପରେ କେବେ ବି ବିଶ୍ୱାସ କରନ୍ତୁ ନାହିଁ । ଏମାନେ ବିଶ୍ୱାସ ଏବଂ ଭରଷା ର ଯୈଗ୍ୟ ହୋଇ ନ ଥାନ୍ତି । ସେହି ପରି ଦୁଇ ରେ ଯେଉଁ ମହିଳା ମାନଙ୍କ ପାଦ ର ପଛ ପଟ ମୋଟା ହୋଇ ଥାଏ ଏମାନଙ୍କ ସ୍ୱଭାବ ଭଲ ହୋଇ ନ ଥାଏ ଏମାନେ ଚରିତ୍ରହୀନ ହୋଇ ଥାନ୍ତି । ସେହି ପରି ଯେଉଁ ମହିଳା ମାନଙ୍କର ପାଦ ର କାନୀ ଆଙ୍ଗୁଠୀ ତଳେ ଛୁଇଁ ନ ଥିଲେ ସେମାନେ ନିଜର ରଙ୍ଗ ବଦଳେଇ ଥାନ୍ତି ଏବଂ ଏମାନେ ସବୁ ସମୟରେ ଧୋକା ଦେଇ ଥାନ୍ତି । ସେହି ପରି ଯେଉଁ ନାରୀ ମାନଙ୍କର ପେଟ ର ଆକାର ଅଧିକ ହୋଇ ଥାଏ ସେମାନେ ନିଶ୍ଚିତ ଭାବେ ଅଶୁଭ ହୋଇ ଥାନ୍ତି ଏମାନେ କେବେ ବି ନିଜର ଜିବନ ରେ ଧନୀ ହୋଇ ପାରନ୍ତି ନାହିଁ ।
ସେହି ପରି ଯେଉଁ ମହିଳା ମାନଙ୍କ ଦାନ୍ତ ଅଧିକ ଚୈଡା ହୋଇ ଥାଏ ସେମାନଙ୍କୁ ଦୁର୍ଭାଗ୍ୟ ଶାଳୀ ମନା ଜାଇ ଥାଏ ଏବଂ ଏମାନଙ୍କୁ ଚରିତ୍ର ହୀନ ବୋଲି କୁ ତକୁହା ଯାଏ । ସେହି ପରି ଆପଣ ମାନେ ଦେଖି ଥିଲେ ବହୁତ ମହିଳା ମାନଙ୍କ ଓଠ ଉପରେ ଋମ ଥାଏ ସେମାନେ କେବେ ବି ନିଜ ସ୍ୱାମୀ ପାଇଁ ଶୁଭ ହୋଇ ନ ଥାନ୍ତି । ସେହି ପରି ଯେଉଁ ମହିଳା ମାନଙ୍କ ମଥା ଚୈଡା ହୋଇ ଥାଏ ସେମାନେ ବି ସ୍ୱାମୀ ଙ୍କୁ ସନ୍ତୁଷ୍ଟି କରି ପାରନ୍ତି ନାହିଁ । ଏବଂ ପରିବାର ରେ କେବେ ବି ସେମାନେ ଶାନ୍ତି ରେ ରହି ନ ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।