5 ଜୁଲାଇ କୁ ଭୟଙ୍କର ଚନ୍ଦ୍ରଗ୍ରହଣ ଏହିଁ 7 ରାଶିର ଲୋକ ମାନଙ୍କ ପାଇଁ ଭୟଙ୍କର କ୍ଷତି ରହିଛି ଏବେ ହିଁ ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ କହି ଦେବୁ କି 5 ଜୁଲାଇ କୁ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ଏହା ସହିତ ଏହି 5 ଜୁଲାଇ କୁ ଗୁରୁ ପୂର୍ଣିମା ବି ରହିଛି । ଏବଂ ଏହି ଦିନ ରେ ହିଁ ଲାଗିବା ପାଇଁ ଯାଉଛି ବର୍ଷ ର ତୃତୀୟ ଚନ୍ଦ୍ର ଗ୍ରହଣ । ଏବଂ ଏହି 5 ଜୁଲାଇ କୁ ଲାଗୁ ଥିବା ଗ୍ରହଣ ଉପଛାୟ ଚନ୍ଦ୍ର ଗ୍ରହଣଁ ବୋଲି ଜଣା ପଡ଼ିଛି । ଏବଂ ଏହା ଏହି ବର୍ଷ ର ସେଷ ଗ୍ରହଣ ଏହା ପରେ ଆଉ ଗୋଟିଏ ରହିଛି ଜାହା 30 ନଭେମ୍ବର କୁ ଲାଗିବାର ରହିଛି । ତେବେ ଆସନ୍ତୁ ଏହି ଗ୍ରହଣ ବିଷୟ ରେ ଆପଣ ମାନଙ୍କୁ ସବୁ କିଛି ସୂଚନା ଦେଉଛୁ । ତେବେ ବନ୍ଧୁଗଣ ଏହି ଚନ୍ଦ୍ର ଗ୍ରହଣ ଉପଛାୟା ଚନ୍ଦ୍ର ଗ୍ରହଣ ଅଟେ ମାନେ ସୂର୍ଯ୍ୟ ପୃଥିବୀ ମଧ୍ୟ ରେ ଚନ୍ଦ୍ର ତ ଆସେ ହେଲେ ତିନି ଜଣ ଗୋଟିଏ ଲାଇନ୍ ରେ ରହି ନ ଥାନ୍ତି ।ଏହି ଗ୍ରହଣ 5 ଜଜୁଲାଇ ସକାଳ 8.37 ମନିଟ୍ ରେ ଆରମ୍ଭ ହେବ । ଏହା ପରେ ଏହା 10 ଟା ସମୟ ରେ ନିଜର ଅଧିକ ପ୍ରଭାବ ରେ ରହିବ ।

ଏବଂ ସକାଳ 11.22 ରେ ଏହା ସଂମ୍ପର୍ଣ୍ଣ ସେଷ ମଧ୍ୟ ହୋଇ ଯିବ । ଏହା ପ୍ରାୟ 2 ଘଣ୍ଟା 43 ମିନିଟ୍ ଲାଗି ରହିବ । ନିଶ୍ଚିଚ ଭାବେ ଏହା ଉପଛାୟା ଚନ୍ଦ୍ର ଗ୍ରହଣ ହୋଇ ଥିବାରୁ ଏହାର ପାକ ତ୍ୟାଗ ମନା ନ ଗଲେ ବି ଏହା ଆମ ମାନଙ୍କ ରାଶି ଉପରେ ପ୍ରଭାବ ପକେଇବ । ଏବଂ ଏହା ସହିତ ଗର୍ଭବତୀ ଙ୍କ ଉପରେ ଏହାର ପ୍ରଭାବ ନିଶ୍ଚିତ ଭାବେ ଦେଖିବା ପାଇଁ ମିଳିବ । ତେବେ ଏହି ସମୟ ରେ ଆପଣ ମାନେ କୈଣସି ଲୋକ ଙ୍କୁ କ୍ଷୀର ର ଦାନ କରନ୍ତୁ ଆପଣ ମାନଙ୍କ ପାଇଁ ବହୁତ ଭଲ ହେବ । ଏମିତି ରେ ଏହି ସମୟ ରେ କିଛି ରାଶି ର ଲୋକ ମାନେ ମାନଶିକ ଚିନ୍ତା ରେ ରହି ପାରନ୍ତି ।

ପ୍ରେମ ସଂମ୍ପର୍କ ପାଇଁ ସମୟ ଭଲ ରହିବ । ଦେହ ର ଖାସ୍ ଯନ୍ତ୍ର ନେବାକୁ ପଡିବ । ଏବଂ ପ୍ରେମୀ ଙ୍କ ସହିତ ଅଚାନକ ଭାବେ କୈଣସି ଏକ ସ୍ଥାନ କୁ ଯିବାର ସମ୍ଭାବନା ବନିବ । ଏହି ଚନ୍ଦ୍ରଗ୍ରହଣ ସମୟ ରେ ଗର୍ଭବତୀ ମାନେ ଟିକିଏ ସାବଧାନତା ଅବଲମ୍ବନ କରନ୍ତୁ ଏବଂ ଆପଣ ମାନଙ୍କୁ ସୂଚନା ଦେବୁ ଏହି ରାଶି ମାନେ ହେଲେ କୁମ୍ବ ରାଶି, ମୀନ ରାଶି , କନ୍ୟା ରାଶି ଏବଂ ବିଛା ରାଶି ର ବ୍ୟକ୍ତି ବିଷେଶ ମାନଙ୍କୁ ଏହି ଶୁଭ ଫଳ ମିଳିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *