5 ଜୁଲାଇରେ ହେବାକୁ ଜାଉଛି ଭୟଙ୍କର ଚନ୍ଦ୍ର ଗ୍ରହଣ – ବଦଳିଯିବ ଏହି ସବୁ ରାଶିଙ୍କ ଭାଗ୍ୟ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୂର୍ଯ୍ୟ ଗ୍ରହଣ ପରେ ପରେ ଏବେ ଆଗାମୀ ଗ୍ରହଣ ଚନ୍ଦ୍ର ଗ୍ରହଣ ହିଁ ହେବ । ଜାହାକି 5 ଜୁଲାଇ ହେବ । ଜୁଲାଇ ର ପ୍ରଥ ସପ୍ତାହ ରୁ ଲାଗୁ ଥିବା ଚନ୍ଦ୍ର ଗ୍ରହଣ ଏହି ବର୍ଷ ର ତୃୃତୀୟ ଚନ୍ଦ୍ର ଗ୍ରହଣ ହେବ । ଏହା ପୂର୍ବ ରୁ 10 ଜାନୁଆରୀ ଏବଂ 5 ଜୁନ ରେ ଚନ୍ଦ୍ର ଗ୍ରହଣ ହୋଇ ଥିଲା । ଏହି ବର୍ଷ ସଂମ୍ପର୍ଣ୍ଣ ଚାରୋଟି ଗ୍ରହଣ ଲାଗିବ ଏବଂ ଏହି ବର୍ଷ ର ଶେଷ ଗ୍ରହଣ 30 ନଭେମ୍ବର କୁ ଲାଗିବ । ସେହି ପରି ବେଳେ ଏହି ବର୍ଷ ଦୁଇଟି ସୂର୍ଯ୍ୟ ଗ୍ରହଣ ଜାହା କି 21 ଜୁନ କୁ ଲାଗି ସାରି ଥିବା ବେଳେ ଦ୍ୱତୀୟ ଟି 14 ଡିସେମ୍ବର କୁ ରହିଛି । ଏବଂ ଏହା ପୂର୍ଣ୍ଣ ସୂର୍ଯ୍ୟ ଗ୍ରହଣ ହେବ ।

sollar-ecliipp

ତେବେ ଆପଣ ମାନଙ୍କୁ କହି ଦେବୁ କି ଏହି 5 ଜୁଲାଇ କୁ ଲାଗୁ ଥିବା ଚନ୍ଦ୍ର ଗ୍ରହଣ ସକାଳେ 8.40 ରେ ଆରମ୍ଭ ହେବ । ଏବଂ ସକାଳେ 10 ଟା ବେଳେ ଗ୍ରହଣ ସଂମ୍ପର୍ଣ୍ଣ ହେବ ଏବଂ ଏହା ସଂମ୍ପର୍ଣ୍ଣ ଛାଡିବ 11.20 ରେ ମାନେ ଏହି ଗ୍ରହଣ ର ଅବଧି 2 ଘଣ୍ଟା 42 ମିନିଟ୍ ହେବ । ସେହି ପରି ଆମେ ଯଦି ପାକ ତ୍ୟାଗ ବିଷୟ ରେ ଆପଣ ମାନଙ୍କୁ କହିବା ସବୁ ଗ୍ରହଣ ର ଲାଗିବାର 9 ଘଣ୍ଟା ପୂର୍ବ ରୁ ହିଁ ପାକ ତ୍ୟାଗ ହୋଇ ଥାଏ । ହେଲେ ଏହା ଉପଛାୟା ଚନ୍ଦ୍ର ଗ୍ରହଣ ହୋଇ ଥିବାରୁ ଏହା ର ପାକତ୍ୟାକ ମନା ଯିବ ନାହିଁ ।

ନିଶ୍ଚିଚ ଭାବେ ଏହା ଉପଛାୟା ଚନ୍ଦ୍ର ଗ୍ରହଣ ହୋଇ ଥିବାରୁ ଏହାର ପାକ ତ୍ୟାଗ ମନା ନ ଗଲେ ବି ଏହା ଆମ ମାନଙ୍କ ରାଶି ଉପରେ ପ୍ରଭାବ ପକେଇବ । ଏବଂ ଏହା ସହିତ ଗର୍ଭବତୀ ଙ୍କ ଉପରେ ଏହାର ପ୍ରଭାବ ନିଶ୍ଚିତ ଭାବେ ଦେଖିବା ପାଇଁ ମିଳିବ । ତେବେ ଏହି ସମୟ ରେ ଆପଣ ମାନେ କୈଣସି ଲୋକ ଙ୍କୁ କ୍ଷୀର ର ଦାନ କରନ୍ତୁ ଆପଣ ମାନଙ୍କ ପାଇଁ ବହୁତ ଭଲ ହେବ । ସେହି ପରି ବେଳେ ଆପଣ ମାନେ ଏହି କ୍ଷୀର କୁ ଶିବ ଲିଙ୍ଗ ରେ ଚଢେଇଲେ ବି ଆପଣ ମାନଙ୍କୁ ଲାଭ ମିଳି ପାରିବ ।

sollar-eclipsess

ହଁ ଏହି ସମୟରେ ସମସ୍ତ ରାଶି ର ଲୋକ ମାନଙ୍କର ଘର ର କଳହ ଏବଂ ପରିବାର ବିବାଦ ଦୂର ହେବାକୁ ଯାଉଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *