ଆଜିର 3 ଟି ବଡ ଖବର – ନିଶ୍ଚୟ ଜାଣି ନିଅନ୍ତୁ ଏବେ ହିଁ

big-n

ପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ଗୋଟିଏ ବଡ ଖବର ରହିଛି ଯଦି ଆପଣ ମାନଙ୍କ ପାଖରେ ରାସନ କାର୍ଡ ରହିଛି ତେବେ ଆପଣ ମାନଙ୍କୁ ରାସନ ମିଳିବା ପାଇଁ ଯାଉଛି ତଥା ଏହି ସମୟ ରେ ପେଟ୍ରୋଲ ଏବଂ ଡିଜେଲ ର ବଢତି କେତେ ପରିମାଣ ରେ ହୋଇଛି ସେହି ବିଷୟ ରେ ବି ଆମେ ଆପଣ ମାନଙ୍କୁ କହିବୁ ଏବଂ ଏମିତି ଅନେକ ଆପଡେଟ୍ ଦେବୁ । ତେବେ ଆସନ୍ତୁ ଜାଣିବା ପ୍ରଥମ ରୁ ବି ଏମ୍ ସି ଅଞ୍ଚଳ ରେ ରାସନ ସାମଗ୍ରୀ ବଣ୍ଟନ ଏବଂ ଏହି ସାମଗ୍ରୀ ବଣ୍ଟନ ପାଇଁ 108 ଟି ସ୍କୁଲ କୁ ଚିହ୍ନଟ ହୋଇଛି ।

ତେବେ ଏହି ଦିନ ରେ ଭୁବନେଶ୍ୱର ମହାନଗର ନିଗମ ଅଂଞ୍ଚଳ ରେ ଖାଦ୍ୟ ସୁରକ୍ଷା ଯୋଜନାରେ ଏଏଫ୍ଏସ୍ଏ ଏବଂ ଏସ୍ଏଫ୍ଏସ୍‌ଏ ହିତାଧୁକାରୀଙ୍କୁ 2 ମାସର ପିଡ଼ିଏସ୍ ସାମଗ୍ରୀ ବଣ୍ଟନ କରାଯିବ। 1 ଲକ୍ଷ 1 ହଜାର 385 ପରିବାରଙ୍କୁ 105ଟି ସୁଲଭ ଦୋକାନ ଜରିଆରେ ରାସନ୍ ସାମଗ୍ରୀ ବଣ୍ଟନ କରିବା ପାଇଁ 108 ଟି ସ୍କୁଲ ଓ କଲେଜ୍ ଚିହ୍ନଟ କରାଯାଇଛି।

naveen

ଏବଂ ପରବର୍ତି ଖବର ଟି ହେଲା 21 ଦିନ ରେ ଡିଜେଲ 11 ଟଙ୍କା ମହଙ୍ଗା ଦିର୍ଘ 21 ଦିନ ଧରି ପୋଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଦି । ଚଳିତ ମାସ ର 7 ରୁ ଏହି ଦର ବୃଦ୍ଦି ଆରମ୍ଭ ହୋଇ ଥିଲା । ଏବଂ ତିନି ସପ୍ତାହ ମଧ୍ୟ ରେ ପେଟ୍ରୋଲ 9 ଟଙ୍କା 12 ପଇସା ଏବଂ ଡିଜେଲ ଦାମ୍ 11 ଟଙ୍କା 12 ପଇସା ବଢି ଥିବାର ଦେଖିବା ପାଇଁ ମିଳିଛି । ତେବେ ଗତ କାଲି ପେଟ୍ରୋଲ ଦର 21 ପଇସା ଏବଂ ଡିଜେଲ ଦର 25 ପଇସା ବଢି ଥିଲା ।

naveen

ଆଉ ପରବର୍ତି ଖବର ଟି ହେଲା 9 ତାରିଖ ରୁ BPUT ଫାଇନାଲ ସେମିଷ୍ଟର ବିଜୁ ପଟ୍ଟନାୟକ ବୈଶୟକ ବିଶ୍ୱ ବିଦ୍ୟାଳୟ ଫାଇନାଲ ସେମିଷ୍ଟର ପାଇଁ ସାମ୍ଭାବ୍ୟ ତାଲିକା ପ୍ରକାଶ ପାଇଛି । ଜୁଲାଇ 9 ରୁ ଅନ ଲାଇନ ପରିକ୍ଷା ହେବା ନେଇ ତାରିଖ ଘୋଷଣା ହୋଇଛି । ଏହି ପରିକ୍ଷା 29 ପର୍ଯ୍ୟନ୍ତ ଚାଲିବ । ଦୁଇଟି ସିପ୍ଟ ରେ ପରିକ୍।ା ହେବ ଏବଂ ଏହି ପରିକ୍ଷା ପାଇଁ ଛାତ୍ର ଛାତ୍ରୀ ଙ୍କୁ ଆବେଦନ କରିବା ପାଇଁ ପଡିବ ତେବେ ଏହିଥି ପାଇଁ ସେମାନଙ୍କୁ ଜୁଲାଇ 5 ଆବେଦନ ର ସେଷ ତାରିଖ ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *