ପ୍ରଭୁ ଜଗନ୍ନାଥ ଦେଲେ ବିପଦର ସଂକେତ , ସେବକ ଦେଲେ ସୂଚନା

jagaaa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଭଗବାନ ଦେଲେ ମହାପ୍ରଳୟ ର ବଡ ସଂଙ୍କେତ । ଜାଣନ୍ତୁ କଣ ପାଇଁ ଶ୍ରୀ ମନ୍ଦିର ରେ ବଦଳିଲା ବାନା । ଏହି ଦିନ ରେ ଶ୍ରୀମନ୍ଦିର ର ନିଳଚକ୍ର ରେ ଧଳା ବାନା ଉଡୁ ଥିବାର ଦେଖିବା ପାଇଁ ମିଳିଛି ତେବେ ଏହାର ପ୍ରକୃୃତ କାରଣ କଣ ରହିଛି ସେହି ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ କହିବୁ ।

jaganath-tem

ଆପଣ ମାନେ ଜାଣିଛନ୍ତି ଶ୍ରୀ ଠାକୁର ହେଲେ ଓଡ଼ିଆ ଜାତୀ ର ମଉଡ ମଣୀ । ବେଳେ ବେଳେ ଏମିତି କିଛି ବିପଦ ମାଡି ଆସେ ଜାହାକୁ ମଣିଷ ଯେତେ ପରିମାଣ ରେ ଚାହିଁଲେ ବି ଏଡାଇ ପାରେ ନାହିଁ । ହେଲେ ଏହି ଅଘଟଣ ବିଷୟ ରେ କାହାକୁ ବି ସୂଚନା ମିଳେ ନାହିଁ । ଏମିତି ରେ ପ୍ରଭୁ ଶ୍ରୀ ଜଗନ୍ନଥ ଏହି ସବୁ କୁ ନେଇ ପୂର୍ବ ରୁ କିଛି ସଂଙ୍କେତ ଦେଇ ଥାନ୍ତି । ସେହି ପରି ଏବେ ଶ୍ରୀ ମନ୍ଦିର ର ନିଳଚକ୍ର ରେ ଉଡିଲା ଧଳା ବାନା ଏହି ଧଳା ରଙ୍ଗ ବାତ୍ୟା ଏବଂ ବର୍ଷା ର ସଂଙ୍କେତ ହୋଇ ଥାଏ ବୋଲି କହିଛନ୍ତି ଶ୍ରୀ ମନ୍ଦିର ଚୂନ ର ମୂଖ୍ୟ ସରତ ମହାନ୍ତି ।

ଏମିତି ରେ ଭକ୍ତ ମାନେ ନାଲୀ , ହଳଦିଆ , ବାନା କୁ ମାନଶୀକ କରି ପ୍ରଦାନ କରନ୍ତି । କିନ୍ତୁ ବର୍ତମାନ ସମୟ ରେ ଜଳ ବାୟୁ ଏବଂ ପାଣିପାଗ ଜନିତ ସମସ୍ୟା ରହିଛି ବୋଲି କୁହା ଜାଉଛି । ଏମିତି ରେ ଏହି ସବୁ ଅଘଟଣ ବିଷୟ ରେ ମନ୍ଦିର ର ପୂଜକ କୈଣସି ଏକ ନିର୍ଦିଷ୍ଟ କାରଣ ରୁ ସେମାନେ ଆଗୁଆ ଏହି ସଂଙ୍କେତ କୁ ପାଇ ଥାନ୍ତି । ଏବଂ ସେହି ପରି କ୍ଷେତ୍ର ରେ ପ୍ରତ୍ୟେକ ଦିନ ର ବାନା ଚୟନ କରା ଜାଇ ଥାଏ ।

jaganath-temple

ଏମିତି ରେ ଏହି ବିଧି ଆଜିର ନୁହେଁ ବରଂ ଏହା ବହୁତ ପୂର୍ବ ରୁ ବି ହୋଇ ଆସୁଛି । ଏମିତି ବେଳେ ଚୂନ ର ମୂଖ୍ଯ କହିଛନ୍ତି ଯେତେ ବେଳେ ବି ପାଣିପାଗ ଜନିତ ସମସ୍ୟା ସମାଜ କୁ ହୋଇ ଥାଏ ସେହି ସମୟ ରେ ନିଶ୍ଚିତ ଭାବେ ଏହି ପରି ଭାବେ ଧଳା ବାନା ଶ୍ରୀମନ୍ଦିର ରେ ଉଡି ଥାଏ । ଅତି ଶୀଘ୍ର ଓଡ଼ିଶା ରେ ବର୍ଷା ର ସମ୍ଭାବନା ରହି ଥିବା ବେଳେ ପାଣିପାଗ ପର୍ବର୍ତନ ହେବାର ବି ରହି ଥିବାର ଜଣା ପଡ଼ିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *