ଏମିତି କେଉଁ ଜିନିଷ ଅଛି , ଯାହା କ୍ଷେତରେ ସବୁଜ , ବଜାରରେ କଳା ଓ ଘରେ ଲାଲ ହୋଇଯାଏ – ଉତ୍ତର ଜାଣନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜି ଆମେ ଆପଣ ମାନଙ୍କୁ ଏଠାରେ କିଛି GK ପ୍ରଶ୍ନ ଏବଂ ତାହାର ଉତ୍ତର ବିଷୟ ରେ କହିବା ପାଇଁ ଚାହିଁବୁ । ଏମିତି ରେ ଆଜିର ସମୟ ରେ ଆପଣ ମାନେ ନିଶ୍ଚିତ ଭାବେ କୈଣସି ଟିଭି ସୋ ବା କୈଣସି ବଡ ବଡ ଜବ୍ ଇଣ୍ଟରଭିୟୁ ରେ ଏମିତି କିଛି ସାଧାରଣ ପ୍ରଶ୍ନ ଗୁଡିକ କୁ ପଚାରୁ ଥିବା ବେଳେ ଆମ ପାଖରେ ସେହି ସବୁ ର ସଠିକ ଉତ୍ତର ମାନ ରହି ନ ଥାଏ । ସେମିତି କ୍ଷେତ୍ର ରେ ଆମେ ଆଜି୍ ଆପଣ ମାନଙ୍କ ପାଇଁ କିଛି ସେମିତି୍ ହିଁ ପ୍ରଶନ୍ନ ସହିତ ଉତ୍ତର ନେଇ କରି ଆସିଛୁ । ଜାହାକୁ ଆପଣ ମାନେ ଜାଣିଲେ ନିଶ୍ଚିତ କୈଣସି ସ୍ଥିତି ରେ ପରିକ୍ଷା ରେ ଉତିର୍ଣ୍ଣ ହୋଇ ପାରିବେ । ଆମେ ଆଜି ଆପଣ ମାନଙ୍କୁ ସାଧାରଣ ଞ୍ଗାନ ସମନ୍ଧିୟ କିଛି ପ୍ରଶ୍ନ ଏବଂ ଏହାର ଉତ୍ତର ଆପଣ ମାନଙ୍କ ପାଇଁ ନେଇ କରି ଆସିଛୁ ,  ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।

Qustion-mark

ଆସନ୍ତୁ ଜାଣିବା ପ୍ରଶ୍ନ

1: ଏମିତି କେଉଁ ବାର ରହିଛି ଜାହା ସାତ ବାର ଠାରୁ ଅଧିକ ହୋଇ ଥାଏ?  ଏହାର ସଠିକ୍ ଉତ୍ତର ହେଲା ପରିବାର ସାତ ବାର ଠାରୁ ଅଧିକ ହୋଇ ଥାଏ ।

2: ଭାରତ ର କେଉଁ ସହର କୁ ଆମେ ଖାଇ ଥାଉ ?  ଏହାର ସଠିକ୍ ଉତ୍ତର ହେଲା ଶିମ୍ଲା ।

3: ଏମିତି କେଉଁ ଜିନିଷ ଯେଉଁ ଥିରେ ସବୁ କିଛି ଲେଖା ହୋଇଛି କିନ୍ତୁ ଆଜି ପର୍ଯ୍ୟନ୍ତ କେହି ବି ପଢି ପାରନ୍ତି ନାହିଁ ?  ଏହାର ସଠିକ୍ ଉତ୍ତ ହେଲା ଭାଗ୍ୟ। ସବୁ କିଛି ଲେଖା ହୋଇଛି କିନ୍ତୁ ଆଜି ପର୍ଯ୍ୟନ୍ତ କେହି ବି ପଢି ପାରନ୍ତି ନାହିଁ ।

qustionnn

4: କେଉଁ ଜିନିଷ କ୍ଷେତ ରେ ସବୁଜ ବଜାର ରେ କଳା ଏବଂ ଘରେ ଲାଲ ହୋଇ ଥାଏ ??  ଏହାର ସଠିିକ୍ ଉତ୍ତର ହେଲା ଚା ପତି । ଏହା କ୍ଷେତ ବା ବିଲରେ ସବୁଜ ହୋଇଥାଏ , ବଜାରରେ କଳା ଦେଖାଯାଏ , ଏବଂ ଚା ପ୍ରସ୍ତୁତ ବେଳେ ନାଲି ହୋଇଯାଏ

5: ସେ କିଏ ହୋଇ ଥାଏ ଜାହାର ଗୋଡ ନାହିଁ ହେଲେ ସେ ଚାଲି ଥାଏ ?  ଏହାର ସଠିକ୍ ଉତ୍ତର ହେଲା ସମୟ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *