ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶରୀର ଏବଂ ନିଜ କୁ ଖରାପ ଅଭ୍ୟାସ ରେ ପକେଇବା ଏବଂ ବାରମ୍ବାର ଧାତୁ ଶକ୍ତି ର ନଷ୍ଟ କରିବା ଯୋଗୁଁ ଆମର ଶାରୀରିକ ଶକ୍ତି ନଷ୍ଟ ହୋଇ ଥାଏ । ଏବଂ ଏଠାରେ ବ୍ୟକ୍ତି ଶକ୍ତି ହୀନ ଏବଂ ଅଜ ହୀନ ହୋଇ ସୂନ୍ୟ ହୋଇ ଥାଏ । ଏବଂ ଏହି ଥିରେ ମଣିଷ ର ଧାତୁ ଶକ୍ତି ପତଳା ହେବାରେ ଲାଗେ । ଏହି ବିଷୟ ରେ ପୂର୍ବ ରୁ ଯଦି ସତର୍କ ରୁହନ୍ତି ନାହିଁ । ତେବେ ଧାତୁ ପତଳା ହେବା ସହିତ ଆପଣ ମାନଙ୍କ ଧାତୁ ପାଣି ପରି ହୋଇ ଥାଏ । ଏବଂ ଏହି ଥିରେ ପିଲା ଜନ୍ମ କରିବାର କ୍ଷେମତା ରହି ନ ଥାଏ ।
ସେହି ସମୟରେ ମଣିଷ ବଞ୍ଚି ଥାଉ ଥାଉ ମୃତକ ପ୍ରାୟ ହୋଇ ଥାଏ । ଏବଂ ସବୁ ପ୍ରକାରର ରୋଗ ତାକୁ ଘେରୀ ରହି ଥାଏ । ଏଠାରେ କୈଣସି ଔଷଧ କାମ କରେ ନାହିଁ ସେହି ବ୍ୟକ୍ତି ମାନେ ବଞ୍ଚି ଥାଉ ଥାଉ ନର୍କ ର ଯନ୍ତ୍ରଣା ଅନୁଭବ କରନ୍ତି । ସେହିଥି ପାଇଁ ଶାସ୍ତ୍ର କାର ମାନେ କହିଛନ୍ତି କି ଏହି ଧାତୁ ଶକ୍ତି ର ନଷ୍ଟ କରିବା ଦ୍ୱାରା ଆମର 8 ଟି ଶକ୍ତି ନଷ୍ଟ ହୋଇ ଥାଏ । ପ୍ରଥମେ ହେଲା ଆୟୁ । ଏବଂ ଦ୍ୱତୀୟ ରେ ହେଲା ତେଜ । ସେହି ପରି ତୃତୀୟରେ ବଳ ଆମର ନଷ୍ଟ ହୋଇ ଥାଏ ।
ସେହି ପରି ଧାତୁ ନଷ୍ଟ କରିବା ଦ୍ୱାରା ବୁଦ୍ଧି ଉପରେ ପ୍ରଭାବ ପଡେ ଏବଂ ନଷ୍ଟ ହୋଇ ଯାଏ । ସେହି ପରି ଆପଣ ମାନେ ଏମିତି କଲେ ଆପଣ ମାନଙ୍କ ମନ ସଫା ସୁତୁରା ରହେ ନାହିଁ ଏବଂ ଆପଣ ମାନଙ୍କ ଘରକୁ ଲକ୍ଷ୍ମୀ ପ୍ରେବଶ କରନ୍ତି ନାହିଁ । ସେହି ପରି କିର୍ତ୍ତି ଖରାପ କାମ ରେ ଲିପ୍ତ ରହି ଥିବା ମଣିଷ ତା ଜିବନ ରେ କେବେ ବି କିର୍ତ୍ତି ହାସଲ କରି ପାରେ ନାହିଁ । ସେହି ପରି ଯଶ ବି କେବେ ଏହି ପରି ଲୋକ ମାନେ ହାସଲ କରି ପାରନ୍ତି ନାହିଁ । ଏମାନେ ସବୁ ବେଳେ ତଳେ ରହି ଥାନ୍ତି । ଏବଂ ଏହି ଧାତୁ ନଷ୍ଟ କରିବା ପରେ ଆପଣ ମାନଙ୍କ ପୁଣ୍ୟ ନଷ୍ଟ ହୋଇ ଥାଏ ।
ତେବେ ଏହି ଧାତୁ ଶକ୍ତି କୁ ନଷ୍ଟ କରିବା ପୂର୍ବ ରୁ ଆପଣ ମାନଙ୍କୁ ଶହେ ଥର ଭାବିବା ଦରକାର । ତେବେ ନିଶ୍ଚିତ ଭାବେ ଆପଣ ମାନେ ଜାଣି ପାରି ଥିବେ ଧାତୁ ଶକ୍ତି ର ନଷ୍ଟ କରିବା ଦ୍ୱାରା କଣ ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।