ପଙ୍ଗପାଳ ଠୁ ବଞ୍ଚିବା ପାଇଁ ଲୋକ କଣ କଣ କରୁ ଛନ୍ତି ଜାଣି ଆଶ୍ଚର୍ଯ୍ୟ ହେବେ

pangaaa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେଶରେ ଆଉ ଗୋଟିଏ ମହାମାରୀ ସାମ୍ନା କୁ ଆସିଛି ତାହା ହେଲା ପଙ୍ଗପାଳ ଏମାନେ ଚାହିଁଲେ ଦେଶ ର ସବୁ ଲୋକ ମାନଙ୍କୁ ଓପାସ ର ରଖି ଦେଇ ପାରିବେ । ଏମାନେ ଯେତେ ବେଳେ ଏକା ଥାନ୍ତି ଏମାନେ ସଲିଟାରୀ ଷ୍ଟେଜ୍ ରେ ରହି ଥାନ୍ତି ଏମାନେ କିଛି କରି ପାରନ୍ତି ନାହିଁ । ଏମାନଙ୍କ ଉଡିବା ଶକ୍ତି ମଧ୍ୟ ବହୁତ କମ୍ ଥାଏ । ହେଲେ ଏମାନେ ଯେତେ ବେଳେ ଦଳ ବଦ୍ଧ ହୋଇ ଥାନ୍ତି ଏମାନଙ୍କ ସବୁ ପାୱାର ବଢି ଯାଏ ଖାଇବା ଶକ୍ତି ଉଡିବା ଶକ୍ତି ଏମିତି ବହୁତ ଜିନିଷ ଏମାନ ଙ୍କ ଗୋଟିଏ ଦଳ ରେ 8 କୋଟି ପଙ୍ଗପାଳ ଥାନ୍ତି ଏବଂ ଏବେ ଦେଶ ରେ ତାଙ୍କର 9 ରୁ 10 ଟି ପଙ୍ଗପାଳ ଗୃପ୍ ରହିଛନ୍ତି ଯଦି ସେମାନଙ୍କ ସଂଖ୍ଯା ଗଣିବା ତେବେ 90 ରୁ 110 କୋଟି ହେବ ।

pangaa

ଏମାନଙ୍କ ଗୋଟିଏ ଦଳ 35 ଶହ ଲୋକ ମାନଙ୍କ ଖାଦ୍ୟ ଖାଇ ଥାନ୍ତି । ସବୁ ଦଳ ମାନେ 50 ହଜାର ଲୋକ ମାନଙ୍କ ଖାଦ୍ୟ ଖାଇ ଦେଇ ଥାନ୍ତି । ଏମାନେ ପ୍ରତ୍ୟେକ ଦିନ 150ଶହ ରୁ 200 କିଲୋମିଟର ଜାଇ ଥାନ୍ତି । ଏବେ ଜାଣିବା ଏମାନଙ୍କ ଉଦ୍ଗମ ସ୍ଥାନ କେଉଁ ଠାରୁ ହୋଇଛି । ଆଫ୍ରୀକା ର ପୂର୍ବ ତଟ ରେ ରହି ଥିବା ଦେଶ ମାନଙ୍କ ରେ 2019 ଡିସେମ୍ବର ରେ ପ୍ରବଳ ମାତ୍ରା ରେ ବର୍ଷା ହୋଇ ଥିଲା ଏବଂ ସେଠାରେ ବର୍ଷା ଯୋଗୁଁ ଏଠାରେ ବନ୍ୟାା ହୋଇ ଥିବା ମାଟି ସଂମ୍ପର୍ଣ୍ଣ ଓଦା ସହିତ ସସ୍ୟ ନଷ୍ଟ ହୋଇ ଥିଲା । ଯେଉଁ ଥି୍ରେ ଗୋଟିଏ ଭଲ ପରିବେଶ ସୃଷ୍ଟି ହୋଇ ଥିଲା ସେମାନଙ୍କ ସୃଷ୍ଟି ପାଇଁ ଏବଂ ସେମାନେ ସେହି ଠାରେ ହିଁ କୋଟି କୋଟି ମାତ୍ରା ରେ ଜାତ ହୋଇ ଜାଇ ଥିଲେ ।

pangapala

ସେଠାରେ ସେମାନେ ସବୁ ସଶ୍ୟ ଖାଇ ଜାଇ ଥିଲେ ଏହା ଫେବୃଆରୀ ରେ ଘଟି ଥିଲା । ଏବଂ ଏହା ପରେ ଶୀକାର ହୋଇ ଥିଲା ଇରାନ ଦେଶ ଏବଂ ପରେ ପୂର୍ବ ରେ ଥିବା ପାକିସ୍ତାନ ଦେଶ ଏହା ପରେ ଏହି କିଛି ଦିନ ତଳେ ବାତ୍ୟା ଆସିବା ପରେ ଏହି ଡିରେକ୍ସନ ରେ ପବନ ବହି ଥିଲା ଜାହା ପାଇଁ ବହୁତଜଲ୍ଦି ଏମାନେ ଭାରତ ମଧ୍ୟ କୁ ପସି ଆସି ଥିଲେ । ଏମିତି ରେ ଏହାକୁ ପାକିସ୍ତାନ ସରକାର କୁକୁଡା ଖାଦ୍ୟ ରୂପେ ବ୍ୟବହାର କରି ଥିଲା ଏବଂ ଏହା ଠାରୁ ବଞ୍ଚିବା ପାଇଁ ବହୁତ ଜୋର ରେ ଡିଜେ ଏବଂ କୀଟନାଶକ ର ସ୍ପ୍ରେ କରି ପାରିବେ ହେଲେ ଏମିତି କଲେ ଜଲଲ ବାୟୁ ପ୍ରଦୁଶିତ ହୋଇ ଥାନ୍ତି ।

ଏମିତି ରେ ଏମିତି ରେ ଆଫ୍ରୀକାର ଲୋକ ମାନେ ଏହାକୁ ଖାଦ୍ୟ ରୂପେ ବି ଖାଇ ଥାନ୍ତି । ଏମିତିରେ ଏମାନଙ୍କ ଦେହ ରେ ବହୁତ ପରିମାଣ ରେ ପୃଷ୍ଟି ସାର ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *