ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସତରେ ଏହି 2020 ମସିହା ଟି ବଲିଉଡ ସିନେମା ପାଇଁ କାଳ ପାଲଟିଛି । ପ୍ରଥମେ ଇମରାନ ଖାନ୍ ଏବଂ ପରେ ପରେ ରିସି କୋପୁର ଙ୍କ ମୃତ୍ୟୁ ହେବା ପରେ ଏବେ ପୁଣି ଖବର ଆସିଛି କି ଶୁସାନ୍ତ ସିହଂ ରାଜପୁତ ଆତ୍ମହତ୍ୟା କରିଛନ୍ତି । ତାଙ୍କର ସବୁଠୁ ସୁପର ହିଟ ଫିଲ୍ମ ଏମ୍ ଏସ୍ ଧୋନୀ, ଛିଛୋରେ , PK କୁ ଆପଣ ମାନେ ନିଶ୍ଚିତ ଭାବେ ଦେଖି ଥିବେ ।
ମୁମ୍ବାଇ ସହର ର ବାନ୍ଦ୍ରା ରେ ଗୋଟିଏ ଫ୍ଲାଟ ରେ ସେ ରହୁ ଥିଲେ । ତେବେ କହିବା ପାଇଁ ଗଲେ ସେଠାରେ ତାଙ୍କ ଭଉଣୀ ଙ୍କ ସହିତ ରହୁ ଥିଲେ ସକାଳ 9 ଟା ରେ ସେ ନିଜ ଭଉଣୀ ଙ୍କ ସହିଚ ଜୁସ୍ ପିଇ ଥିଲେ । ଏବଂ ପରେ ଭଉଣୀ ଘରୁ ବାହାରି ଜାଇ ଥିଲେ ଏବଂ ପରେ ସେ ଫୋନ ରେ ସାଙ୍ଗ ସହିତ କଥା ହୋଇ ଥିଲେ । ଏବଂ ପରେ ରୁମ୍ ରେ ସେ ନିଜକୁ ବନ୍ଧ କରି ଦେଇ ଥିଲେ ।
ତାଙ୍କ ଚାକର ଯେତେ ବେଳେ 10.30 ରେ କଣ ରୋଷେଇ ହେବ ସେହି ବିଷୟ ରେ ପଚାରିବା ପାଇଁ ଜାଇ ଥିଲା ସେହି ସମୟ ରମ୍ ରୁ କିଛି ଶବ୍ଦ ଆସି ନ ଥିଲା । ତା ପରେ ତାଙ୍କ ଭଉଣୀ ଏବଂ ତାଙ୍କର ସେହି ସାଙ୍ଗ ଏବଂ ତାଙ୍କର ଚାକର ଯେତେ ବେଳେ କବାଟ ଭାଙ୍ଗି ରୁମ୍ କୁ ପସିଲେ ସେହି ସମୟ ରେ ଗୋଟିଏ ସବୁଜ କପଡା ସେ ବେକ କୁ ବାନ୍ଧି ଦେଇ ପଙ୍ଖା ରେ ଝୁଲୁ ଥିଲେ ସେ ଆଜି ସାରା ଭାରତ ବିଶ୍ୱାସ ବି କରି ପାରୁ ନାହିଁ କି ଯିଏ କି ତାଙ୍କର ଫିଲ୍ମ ଛିଛୋରେ ମାଧ୍ୟମ ରେ ଲୋକ ମାନଙ୍କ ଆଦର୍ଶ ହୋଇ ଥିଲେ । ଏବଂ ସେଠାରେ ସେ ଆତ୍ମହତ୍ୟା କୁ ନିନ୍ଦ ନିୟ ବୋଲି କହି ଥିଲେ ଏହା ଗୋଟିଏ ଡରପୋକ ର କାମ ବୋଲି ସେହି ଥିରେ ସେ ମେସେଜ୍ ଦେଇ ଥିଲେ । ହେଲେ ସେ ଆଜି ନିଜେ ସୁଇସାଇଟ କରିଛନ୍ତି ।
ବର୍ତମାନ ସମୟ ରେ ତାଙ୍କର ପୋଷ୍ଟମଟମ୍ ହେଉଛି ତେବେ ଏବେ ଯାଏ ବି ଜଣା ପଡି ନାହିଁ କି ସେ କାହିଁକି ସୁଇସାଇଟ କରିଛନ୍ତି । ଏମିତି ମଧ୍ୟ ରେ ଖବର ବି ଆସିଛି କି ସେ ବିଗତ 6 ମାସ ହେବ ନିଜର ମାନସୀକ ସନ୍ତୁଳନ ହରେଇ ବସି ଥିବାରୁ ଡାକ୍ତର ଙ୍କ ପାଖରୁ ଚିକିତ୍ସା ହେଉ ଥିଲେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।