ପଙ୍ଗପାଳ କାମୁଡ଼ିଲେ କଣ ହୁଏ ଜାଣି ଆଶ୍ଚର୍ଯ୍ୟ ହେବେ |

pangaaaaaaaa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କ ସହିତ ପଙ୍ଗ ପାଳଙ୍କ ବିଷୟ ରେ କଥା ହେବା ଯେମିତି କି ପଙ୍ଗପାଳ ମଣିଷକୁ କୀମୁଡିଲେ କଣ ହୁଏ ଏବଂ ସେମାନେ ଦିନରେ କେତୋଟି ଅଣ୍ଡା ଦିଏ ଏବଂ ସେମାନେ ଙ୍କ ବଞ୍ଚିବାର ସୀମା କେତେ ଦିନ । ତେବେ ଆପଣ ମାନଙ୍କୁ କହିବୁ କି ପଙ୍ଗପାଳ ଯେତେ ବେଳେ ଏକା ଥାନ୍ତି ସେମାନେ ଏକ ଗ୍ରାମ୍ ଏବଂ ସେମାନେ ଦଳ ରେ ରହିଲେ ଦୁଇ ଗ୍ରାମ ର ହୋଇ ଜାଇ ଥାନ୍ତି ।

pangapala

ଏବଂ ଏମାନଙ୍କୁ ବୁଡିଆଣୀ , ଝିଟିପିଟି , କୋକିଶୀଆଳୀ ଏବଂ ମୂଖ୍ୟତଃ ଭାବେ ପକ୍ଷୀ ମାନେ ସେମାନଙ୍କୁ ଖାଇ ଥାନ୍ତି । ଏବଂ ଏମାନେ ଗୋଟିଏ ଦିନ ରେ 150 ଶହ ରୁ 220 କୋଡିଏ କିଲୋମିଟର ଅତିକ୍ରମ କରି ପାରିବେ । ମାନେ ଏମାନେ ଦିନ ବେଳ ଉଡନ୍ତି ଏବଂ ରାତି ରେ ବିଶ୍ରାମ କରନ୍ତି । ଆଉ ଏମାନେ 10 ସପ୍ତାହ ମାନେ ଅଢେଇ ମାସ ଯାଏ ବଞ୍ଚି କରି ରହି ଥାନ୍ତି ।

କଣ ମଣିଷ ମାନେ ପଙ୍ଗପାଳ ଙ୍କୁ ଖାଇ ପାରିବେ । ନା ହେଲେ ବୈଜ୍ଞ୍ୟାନିକ ମତ ରେ ଏମାନଙ୍କୁ ଖାଇ ହେବ ଏମାନଙ୍କ ଠାରେ 70 ରୁ 80 ପ୍ରତିଶତ ପୃଷ୍ଟିଶାର ରହି ଥାଏ । ଏମାନଙ୍କ ଗୋଟିଏ ଦଳ ରେ କେତୋଟି ପଙ୍ଗପାଳ ରହି ଥାନ୍ତି । ଦର୍ଶକ ବନ୍ଧୁ ଗୋଟିଏ ଦଳ ରେ ଏମାନଙ୍କର 8 କୋଟି ପଙ୍ଗପାଳ ଥାନ୍ତି । ଏବଂ ବର୍ତମାନ ସମୟ ରେ ଆମ ଭାରତ ରେ 10 ରୁ 15 ଟି ପଙ୍ଗପାଳ ଙ୍କ ଦଳ ରହିଛି । ଏମାନେ ପ୍ରତ୍ୟୋକ 10 ରୁ 15 ଦିନ ରେ ଥରେ ଅଣ୍ଡା ଦିଅନ୍ତି ଏମାନେ ମାଟି ତଳେ ଅଣ୍ଡା ଦିଅନ୍ତି ।

pangaa

ଏମାନେ ଗୋଟିଏ ଥର ରେ 100 ରୁ 150 ଟି ଅଣ୍ଡା ଦିଅନ୍ତି । ଏମାନେ ଗୋଟିଏ ଦିନ ରେ ଆମ ଭାରତ ରେ 50 ହଜାର ଲୋକ ମାନେ ଯେତେ ଖାଦ୍ୟ ଖାଇବେ ସେତିକି ପରିମାଣ ରେ ଏମାନେ ଖାଦ୍ୟ ଖାଇବା ରେ ଲାଗିଛନ୍ତି । ଏମାନେ ମଣିଷ କୁ କେବେ ବି କାମୁଡନ୍ତି ନାହିଁ କି ଏମାନେ କୈଣସି ପଶୁ ଙ୍କୁ ବି ଖାଇ ନ ଥାନ୍ତି । ତେବେ ଏମାନେ ଏବେ ପୂର୍ବ ଦିନ କୁ ବଢୁଛନ୍ତି ଏବଂ ପାକିସ୍ତାନ ର ଏମାନେ 4 ହଜାର କୋଟି ର ଜିନିଷ ନଷ୍ଟ କରିଛନ୍ତି ।।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *