ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ ଏହି ଦିନ ରେ ଜୁନ 30 ଯାଏ ଲକଡାଉନ୍ ର ଅବଧି କୁ ବଢେଇ ଦିଆ ଜାଇଛି । ଏବଂ ଏହି ସମୟ ରେ ଆପଣ ମାନଙ୍କୁ ସୂଚନା ଦେବୁ କି । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ସୁପର ଷ୍ଟାର ବାବୁସାନ ମହାନ୍ତି ଏହି ଲକଡାଉନ୍ ସମୟ ରେ ନିଜର ଗ୍ରାମ ରେ ଆସି ପହଁଚିଛନ୍ତି । ସେମିତି ରେ ସେ କେବଳ ନୁହେଁ ବରଂ ତାଙ୍କ ସହିତ ତାଙ୍କର ପରିବାର ମାନେ ବାପା ଉତ୍ତମ ମହାନ୍ତି ଏବଂ ମାଆ ଅପରାଜିତା ମହାନ୍ତି ବି ଆସି ପହଁଚିଛନ୍ତି ।
ତେବେ ଏମିତି କ୍ଷେତ୍ରରେ ଆମେ ଆଜି ଆପଣ ମାନଙ୍କୁ କହିବୁ କି ଏହି ସମୟ ରେ ବାବୁ ସାନ୍ ଙ୍କ ମାଆ ଅପରାଜିତା ମହାନ୍ତି ଘରେ ରହି କଣ କରୁଛନ୍ତି ସେହି ବିଷୟ ରେ ଆମେ ଆପଣ ମାନଙ୍କୁ କହିବୁ । ଏମିତି ରେ ବହୁତ ଅଭିନେତା ଏବଂ ଅଭିନେତ୍ରୀ ମାନେ ଏହି ଦିନ ରେ ଘରେ ରହି ଥିବାର ଆପଣ ମାନେ ସୋସିଆଲ ମିଡ଼ିଆ ରେ ଘୂରି ବୁଲି ଥିବା ଭିଡ଼ିଓ ରେ ନିଶ୍ଚିତ ଭାବେ ଦେଖି ପାରୁ ଥିବେ ସେମିତି ବେଳେ ଏହି ଦିନ ରେ ସୋସିଆଲ ମିଡ଼ିଆ ରେ ଅପରାଜିତା ମହାନ୍ତି ଙ୍କର ବି ଗୋଟିଏ ଭିଡ଼ିଓ ଭାଇରଲ ହୋଇଛି ଯେଉଁ ଠାରେ ସେ ନିଜ ହାତରେ ବେଲ ପଣା ତିଆରି କରି ଉତ୍ତମ ମହାନ୍ତି ଙ୍କୁ ଦେଇଛନ୍ତି ।
ଏବଂ ଏହା ସହିତ ସେ କୋରନା ସଂମ୍ପର୍କ ରେ ବହୁତ ତଥ୍ୟ ମଧ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଏହି କୋରନା ଆମ ପାଇଁ ଯେତେ ବି ବିପଦ ହେଉ ଏହାକୁ ହରେଇବା ପାଇଁ ଆମେ ପ୍ରସ୍ତୁତ ରହିବା ଉଚିତ୍ । ତେବେ କୋରନା ଆପଣ ମାନଙ୍କୁ ନ ହରାଉ ବରଂ ଆପଣ ତାଙ୍କୁ ହରାନ୍ତୁ ଏବଂ ଏହା ସହିତ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ବୋଲି ସେ କହିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।