ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ମଝି ଆକାଶ ରେ ଆତଙ୍କ । ଆକାଶ ରେ ଦେଖିବା ପାଇଁ ମିଳିଲା ଏଲିଏନ ଜାହାଜ । ଜାପାନ ଆକାଶ ରେ ନଜର ଆସିଲା ରହସ୍ୟ ମୟ ବସ୍ତୁ । ଏହି ସବୁ ର କିଛି ଫୋଟ ଏବଂ ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି । ତେବେ ଏହି ସମୟ ରେ କିଏ ଏହାକୁ ପାଣିପାଗ ବିଭାଗ ର କହୁଛି ତ ଆଉ କିଏ ଏହାକୁ ଧଳା ରଙ୍ଗ ର ବେଲୁନ୍ ବୋଲି କହିଛି । ପୁଣ କିଏ ବି କହିଛି ଏହା ଏଲିଏନ ମାନଙ୍କ ଜାହାଜ ବୋଲି ।
ଏହା ଜାପାନ ର ସିନ୍ଧେଇ ନାମକ ଏକ ସହର ରେ ଧଳା ରଙ୍ଗ ର ବେଲୁନ ସଦୃଷ ଏକ ରହସ୍ୟ ମୟ ବସ୍ତୁ ଦେଖିବା ପାଇଁ ମିଳି ଥିଲା । ଏବଂ ଏହି ରହସ୍ୟ ମୟ ଦୃଷ୍ୟ ଜାପାନ ଆକାଶରେ ପ୍ରାୟ 1 ଘଣ୍ଟା ଧରି ନଜର ଆସିବା ପରେ । ଏବଂ ତାହା କିଛି ସମୟ ପରେ ଆପଣା ଛାୟା କୁଆଡେ ଗାୟେବ୍ ହୋଇ ଜାଇ ଥିଲା । ତେବେ ଏଠାରେ ସବୁଠୁ ବଡ କଥା ହେଲା କି ଏହି ଧଳା ବେଲୁନ ର ତଳେ ଦୁଇଟି କ୍ରାସ୍ ପ୍ରପେଲର ଲାଗି ଥିଲା । ଜାହା ତାକୁ ଉଡି ବାରେ ସାହାଯ୍ୟ କରୁ ଥିଲା ।
ଏହାକୁ ନେଇ ପ୍ରଥମେ ଜାପାନ ର ଲୋକ ମାନେ ଭାବି ଥିଲେ କି ଏହାକୁ ଜାପାନ ର ପାଣି ପାଗ ବିଭାଗ ପକ୍ଷ ରୁ ଛଡା ଜାଇ ପାରେ ହେଲେ ପରେ ଏହା ଉପରେ ପାଣି ପାଗ ବିଭାଗ ପକ୍ଷ ରୁ ଏହାକୁ ଖଣ୍ଡନ କରା ଜାଇ ଥିଲା । ସେହି ପରି ବର୍ତମାନ ସମୟ ରେ ଏହି ବେଲୁନ ଟି କେଉଁଠୁ ଆସିଲା ଏବଂ କେଉଁ ଆଡେ ଚାଲି ଗଲା ସେହି ବିଷୟ ରେ ଜାପାନ ପ୍ରଶାଶନ ପାଖରେ କୈଣସି ବି ସୂଚନା ନାହିଁ ।
ସେମିତି ରେ ବର୍ତମାନ ସମୟରେ ଏହି ବେଲୁନ ର ଫୋଟ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଜାହାକୁ ନେଇ ଲୋକ ମାନେ ଉତ୍ତର କୋରିଆ ର କୈଣସି ଏକ ଯନ୍ତ୍ର ବୋଲି ଲୋକ ମାନେ କହୁ ଥିବାର ଦେଖିବା ପାଇଁ ମିଳିଛି । ହେଲେ ଏହି ସଂଙ୍କ୍ରାନ୍ତ ରେ ସେହି ଭଳି ପ୍ରଷ୍ଟ ସୂଚନା କକିଛି ବି ମିଳି ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।