ମୁକେଶ ଅମ୍ବାନିଙ୍କ ସମ୍ପତ୍ତି କେତେ ଜାଣି ଆଶ୍ଚର୍ଯ୍ୟ ହେବେ | ବାପରେ ଏତେ ଅଧିକ ସମ୍ପତ୍ତି

mukesh-ambaaa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଆଉ ସମସ୍ତେ ଜାଣିଛନ୍ତି କି ସାରା ଭାରତରେ ରେ ମୁକେସ ଆମ୍ବାନୀ ସବୁଠୁ ଧନୀ ବ୍ୟକ୍ତି । ତଥା ତାଙ୍କର ଲଭ ଷ୍ଟୋରୀ ଏବଂ ସେ କେମିତି ଗୋଟିଏ ସାଧାରଣ ଭାରତନାଟ୍ୟମ ନର୍ତକୀ ଙ୍କୁ ବିବାହ କରି ଥିଲେ । ଏବଂ ତାଙ୍କ ସଂମ୍ପର୍ଣ୍ଣ ସଂମ୍ପତୀ ବିଷୟ ରେ ବି ଆମେ ଏହି ଠାରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବୁ । ଆମ୍ବାନୀ ଙ୍କ ଜନ୍ମ ୟାମାନ୍ ଦେଶ ରେ ହୋଇ ଥିଲା ତାଙ୍କ ପିଲା ବେଳ ସେଠାରେ କଟିି ଥିଲା ସେ ଲଣ୍ଡନ ରେ ପାଠ ପଢିଛନ୍ତି । ତାଙ୍କ ଭାଈ ଙ୍କ ନାମ ଅନିଲ ଆମ୍ବାନୀ ତାଙ୍କର ଦୁଇଟି ଭଉଣୀ ବି ରହିଛନ୍ତି ।

mukesh-amba

ସେମିତି ରେ ମୁକେସ ଦିନେ ଗୋଟିଏ ନୃତ୍ୟ ସୋ କୁ ଗ୍ୟଷ୍ଟ ହୋଇ ଜାଇ ଥିବା ବେଳେ ସେଠାରେ ତାଙ୍କର ନିତା ଆମ୍ବାନୀ ଙ୍କ ସହିତ ଦେଖା ହୋଇ ଥିଲା ଏବଂ ଗୋଟିଏ ବର୍ଷ ପରେ ସେମାନଙ୍କ ବିବାହ ବି ହୋଇ ଥିଲା ।ଏବେ ଚାଲନ୍ତୁ ତାଙ୍କର ସଂମ୍ପତୀ ବିଷୟ ରେ ଆଲୋଚନା କରିିବା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମୁକେସ ଅମ୍ବାନୀ ଙ୍କ ଘର ପୃଥିବୀ ର ସବୁଠୁ ଦାମୀ ଘର ଘର ର ମୂଲ୍ୟ 2 ବିଲିୟନ ଡଲାର୍ । ମାନେ 14 ହଜାର କୋଟି ଟଙ୍କା ।

ସେହି ଘର ମଧ୍ୟ ରେ ବହୁତ ବଡ ସିନେମା ହଲ ସହିତ ତିନୋଟି ହେଲିକେପ୍ଟର ରଖିବା ପାଇଁ ବି ସ୍ଥାନ ରହିଛି ତଥା ସେହି ଠାରେ 600 ଚାକର ସବୁ ବେଳେ 24 ଘଣ୍ଟା କାମ କରି ଥାନ୍ତି । ସେ ଧନୀ ବ୍ୟକ୍ତି ଙ୍କ ଲିଷ୍ଟ ରେ 17 ନମ୍ବର ର ଆସନ୍ତି । ଏବଂ ସେ ପ୍ରତି ଘଣ୍ଟା ରେ 5 କୋଟି ଏବଂ ପ୍ରତି ମିନିଟ୍ ରେ 8 ଲକ୍ଷ ଟଙ୍କା ଏବଂ ସେକେଣ୍ଡ ରେ ସେ 60 ହଜାର ଟଙ୍କା ଆୟ କରି ଥାନ୍ତି ।

mukesh

ତାଙ୍କର ସବୁଠୁ ବଡ ଆୟ ହେଲା ପେଟ୍ରୋଲ ରିଫାଇନାରୀ ରହିଛି ପୃଥିବୀର ସବୁଠୁ ବଡ । ଏବଂ ମୁକେସ ଦେଶ ର କିଛି ବି ଅସୁବିଧା ହେଲେ ସେ କୋଟି କୋଟି ଟଙ୍କା ଦାନ କରନ୍ତି । ସେ ବର୍ଷ କୁ 70 ହଜାର କୋଟି ଟଙ୍କା GST ଦିଅନ୍ତି ।ଏବଂ ତାଙ୍କ ବର୍ତମାନ ର ମୋର୍ଟ ସଂମ୍ପତୀ 3 ଲକ୍ଷ 75 ହଜାର 300 ଶହ କୋଟି ଟଙ୍କା ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *