ଏହି ୨ ଟି ଜିନିଷକୁ ମାସରେ ୪ ଥର ସେବନ କରନ୍ତୁ, ଲିଭର ହୋଇଯିବ ସମ୍ପୁର୍ଣ୍ଣ ସଫା |

livverr

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଯେଉଁ ପରି ଭାବେ ପରିବେଶ ରେ ବାସ କରୁଛି ତାହା ଆମର ଅସ୍ୱାସ୍ଥ କର ଜିବନ ପାଇଁ ସଂମ୍ପର୍ଣ୍ଣ ଦାୟୀ । ହେଲେ ଆମେ ଏହି ପରିବେଶ ରେ ରହିବା ବନ୍ଦ କରି ପାରିବୁ ନାହିଁ । ହେଲେ ଆମେ ନିଶ୍ଚିତ ଭାବେ ଶରୀର ର ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ କୁ ଭଲ ରେ ରଖି ପାରିବୁ । ଆମେ ଅନେକ ଉପାୟ ରେ ଲିଭର ର କ୍ଷେତି ଘଟେଇ ଥାଉ । ଯେଉଁ ଥିରେ ତୈଳାକ୍ତ ଖାଦ୍ୟ ପରିବେଶ ପଦ୍ୟୁଷଣ ସହିତ ଏମିତି ଅନେକ କିଛି ରହିଛି । ଆମେ ଆଜି ଏଠାରେ ଏମିତି ଦୁଇଟି ଜିନଷ ବିଷୟ ରେ ଆଲୋଚନା କରିବୁ ଜାହା ଆପଣ ମାନଙ୍କ ଲିଭର କୁ ସଂମ୍ପର୍ଣ୍ଣ ଭାବେ ସୁସ୍ଥ ରଖିବ ।

liverr

ଜକୃତ ହେଉଛି ମାନବ ଶରୀର ଦ୍ୱତୀୟ ବୃହତମ ଅଙ୍ଗ । ଏବଂ ଏହା ଗୋଟିଏ ବହୁତ ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ କାରଣ ଏହା ରକ୍ତ ରୁ ବିଶାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରି ଥାଏ । ଏହି ଲିଭର କୁ ସଫା ରଖିବା ପାଇଁ ଅନେକ ଡାକ୍ତରୀ ଉପାୟ ରହିଛି ଏମିତି ରେ ଅନେକ ଘୋରଇ ଉପଚାର ବି ରହିଛି । ଆମେ ଆଜି ଆପଣ ମାନଙ୍କୁ ପ୍ରାକୃତିକ ଉପାୟ ବିଷୟ ରେ କହିବୁ ।

ପ୍ରଥମ ଉପାୟ ଯଦି ଆପଣ ମାନେ ନିଜର ଲିଭର କୁ ସୁସ୍ଥ ରଖିବା ପାଇଁ ଚାହାଁନ୍ତି । ତେବେ ନିୟମିତ ଭାବେ ଆପଣ ମାନେ ଗୋଟିଏ ରଷୁଣ ର ପାଖୁଡା ସେବନ କରନ୍ତୁ । ଏହା ଶରୀର ରେ ଥିବା କ୍ଷେତି କାରକ ପଦାର୍ଥ କୁ ବାହାର କରିବାରେ ସାହାଯ୍ୟ କରି ଥାଏ । କେବଳ ଆପଣ ମାନଙ୍କୁ ସପ୍ତାହ ରେ ଦୁଇ ଥର ଏହି ରଷୁଣ ର ପାଖୁଡା କୁ ସେବନ କରିବା ପାଇଁ ପଡିବ ।

liverrrr

ସେହି ପରି ବେଳେ ଆପଣ ମାନେ ଦ୍ୱତୀୟ ଉପାୟ ବି ଆପଣେଇ ପାରିବେ ଯଦି ଆପଣ ମାନେ ନିଜ ଜକୃତ କୁ ସୁସ୍ଥ ରଖିବା ପାଇଁ ଚାହାଁନ୍ତି ତେବେ ଲେମ୍ବୁ ର ସେବନ କରନ୍ତୁ । ଏହାବି ଆପଣ ମାନଙ୍କ ଶରୀର ରୁ କ୍ଷେତି କାରକ ପଦାର୍ଥ କୁ ବାହାର କରିବାରେ ସାହାଯ୍ୟ କରେ ମାନେ ଆପଣ ମାନଙ୍କ ଲିଭର କୁ ସଂମ୍ପର୍ଣ୍ଣ ଭାବେ ସୁସ୍ଥ ରଖେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *