ଏମିତି ୩ ଟି ଲକ୍ଷଣ ଯାହା ଆପଣଙ୍କୁ ସଙ୍କେତ ଦିଏ ଯେ ଆପଣଙ୍କର କିଡନୀ ଖରାପ ଅଛି ,

kidney-failiour

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜି ଆମେ ଆପଣ ମାନଙ୍କୁ କହିବୁ ଯଦି ଆପଣ ମାନଙ୍କ ଶରୀରରେ ଏହି ତିନୋଟି ଜିନିଷ ଖରାପ ହୋଇଛି ତେବେ ବୁଝି ଜାଆନ୍ତୁ ଆପଣ ମାନଙ୍କ କିଡ୍ନୀ ଖରାପ ହୋଇଛି । କିମ୍ଭା ଖରାପ ହେବାକୁ ଯାଉଛି । ଏମିତି ରେ କିଡ୍ନୀ ବିଫଳତା ଚିିହ୍ନଟ କରିବାର ଏକ ମାତ୍ର ଉପାୟ ହେଲା ଡାକ୍ତର । ହେଲେ ଏମିତି କିଛି ଲକ୍ଷ୍ୟଣ ବି ରହିଛି ଯେଉଁ ଠାରେ ଆପଣ ମାନେ ଜାଣି ପାରିବେ ଆପଣ ମାନଙ୍କ କିଡ୍ନୀ ଖରାପ ହୋଇଛି କି ନାହିଁ । ଏବେ ଆସନ୍ତୁ ଜାଣିବା କିଡ୍ନୀ ବିଫଳତା ହେଲେ କଣ ସବୁ ଲକ୍ଷ୍ୟଣ ଦେଖା ଦିଏ ।

kidneyy

ପ୍ରଥମେ ହେଲା ହାତ କିମ୍ଭା ଗୋଡରେ ଫୁଲା । କିଡ୍ନୀ ଯେତେ ବେଳେ କାମ କରେ ସେତେ ବେଳେ ସେ ଶରୀର କୁ ସୋଡିୟମ ହିଁ ଯୋଗେଇ ଥାଏ । ଯଦି ଆପ ମାନଙ୍କ କିଡ୍ନୀ ଖରାପ ହୋଇ ଥାଏ ତେବେ ଆପଣ ମାନଙ୍କ ହାତ , ପାଦ ଏବଂ ମୁହଁରେ ଫୁଲା ବହୁତ ପରିମାଣ ରେ ବଢି ଯାଏ । ଯେଉଁ ଥିରେ ଆପଣ ମାନେ ଜାଣି ପାରିବେ କି ଆପଣ ମାନଙ୍କ କିଡ୍ନୀ ଖରାପ ହୋଇଛି ।

ଦୁଇ ରେ ହେଲା ଦୂର୍ବଳତା , ଥକାପଣ କିମ୍ବା ଭୋକ ରେ ହ୍ରାସ , ତଥା ହିମୋଗ୍ଲବିନ ସ୍ଥର ରେ ହ୍ରାସ । ଅତ୍ୟାଧିକ ଭାବେ ପରିଶ୍ରା ଲାଗିିବା । ପରିଶ୍ରା ରେ ଫେଣ କିମ୍ବା ରକ୍ତ ଆସିବା । ଚର୍ମ ସୁଖି କୁଣ୍ଡେଇ ହେବା । ପିଠି ଯନ୍ତ୍ରଣା ତଳି ପେଟ ରେ ଯନ୍ତ୍ରଣା । ଯଦି ଏହି ପରି ସମସ୍ୟା ଆପଣ ମାନଙ୍କୁ ଦେଖିବା ପାଇଁ ମିଳେ ତେବେ ବୁଝି ଜାଆନ୍ତୁ ଆପଣ ମାନଙ୍କ କିଡ୍ନୀ ଖରାପ ହେବାକୁ ଲାଗିଛି ।

kidneyyy

ଏମିତି ପରିସ୍ଥିତି ରେ ଆପଣ ମାନେ ଅବହେଳା କରନ୍ତୁ ନାହିଁ । ଏବେ ଜାଣିବା ଏହି ଥିରୁ ସମାଧାନ ର ବାଟ । ଯଦି ଆପଣ ମାନଙ୍କ କିଡ୍ନୀ ଖରାପ ହେଉଛି ତେବେ ଏହି ଥିରୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ରହିବା ପାଇଁ ସରଳ ଉପାୟ ହେଲା ଆପଣ ମାନେ ପ୍ରଚୁର ପରିମାଣ ରେ ପାଣି ର ସେବନ କରନ୍ତୁ । ଜାହା ଦ୍ୱାରା ସୋଡିୟମ୍ , ଟୋକସିନ୍ , ଏବଂ ମଇଳା ପଦାର୍ଥ ଆପଣ ମାନଙ୍କ କିଡ୍ନୀ ରୁ ସଂମ୍ପର୍ଣ୍ଣ ଭାବେ ବାହାରି ଯିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *