କେମିତି ଥିଲା ଶୁସାନ୍ତଙ୍କ ଶେସ 24 ଘଣ୍ଟା , ପୋଲିସ କଲା ଖୁଲାସା

sushanta-singh

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବଲିଉଡ ର ଅଭିନେତା ଶୁସାନ୍ତ ସିହଂ ରାଜ ପୁତ ରବିବାର ଦିନ ଆତ୍ମହତ୍ୟା କରି ଥିଲେ । ତାଙ୍କର ଏହି ନିସ୍ପତି ପରିବାର ବନ୍ଧୁ ଏବଂ ପ୍ରଶଂସକ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଶୁସାନ୍ତ ଆଉ ଏହି ଦୁନିଆ ରେ ରହି ନାହାଁନ୍ତି ଏହି କଥା କୁ କେହି ବି ବିଶ୍ୱାସ କରି ପାରୁ ନାହାଁନ୍ତି । ଶୁସାନ୍ତ କଣ ପାଇଁ ଏହି ପରି ପଦକ୍ଷେପ ନେଲେ ସେହି ବିଷୟ ରେ କେବଳ କଲ୍ପନା ହିଁ ହେଉଛି । ସେମିତି ରେ ଆତ୍ମହତ୍ୟା କରିବା ପୂର୍ବ ରୁ କେମିତି କଟି ଥିଲା ତାଙ୍କର ପୂର୍ବ 24 ଘଣ୍ଟା ଆସନ୍ତୁ ଜାଣିବା ।

susa

ତେବେ ସେ ନିଜର ବେଣ୍ଡ୍ରା ସ୍ଥିତ ବାସ ଭବନ ରେ ଥିଲେ। ଏବଂ ତାଙ୍କ ସହିତ ସାଙ୍ଗ ରେ ତାଙ୍କର ଭଉଣୀ ଏବଂ ଚାକର ରହି ଥିଲେ । ସେହି ସମୟ ଯାଏ ସବୁ ଠିକ୍ ଠାକ୍ ଥିଲା ହେଲେ ତାଙ୍କ ମନ ମଧ୍ୟ ରେ କଣ ଚାଲିଛି ସେହି ବିଷୟ ରେ ଜଣା ପଡି ନ ଥିଲା । 14 ଜୁନ 2020 ରାତ୍ରୀ 12 ରେ ସୁଶାନ୍ତ ତାଙ୍କ ର ସାଙ୍ଗ ଏବଂ ଜଣେ ଅଭିନେତ୍ରୀ ଙ୍କୁ କଲ କରି ଥିଲେ । କିନ୍ତୁ ସେମାନେ କେହି ତାଙ୍କର ଫୋନ ରିସିଭ କରି ନ ଥିଲେ । ସେହି ପରି 14 ଜୁନ ସକାଳ 6.30 ରେ ସେ ଉଠି ଥିଲେ । ଏବଂ ସକାଳ 9 ଟାରେ ସେ ନିଜର ଭଉଣୀ ଙ୍କ ସହିତ କଥା ହୋଇ ଥିଲେ । ଏବଂ ପ୍ରାୟ ସୁଶାନ୍ତ 9.30 ବେଳେ ଶୁସାନ୍ତ ଜୁସ୍ ନେଇ ନିଜର ରୁମ କୁ ଜାଇ ଥିଲେ ।

ହେଲେ କିଛି ସମୟ ମଧ୍ୟ ରେ ଯେତେ ବେଳେ ଚାକର ମଧ୍ୟାନ ଭୋଜନ କଣ କରିବେ ବୋଲି ପଚାରିବା ପାଇଁ ଜାଇ ଥିଲେ ତେବେ ସେହି ସମୟ ରେ ସୁଶାନ୍ତ ଆଉ ଜବାବ୍ ଦେଇ ନ ଥିଲେ । ଏବଂ ସେହି ବିଲ୍ଡିଂ ରେ ରହୁ ଥିବା ଅନ୍ୟ ଚାରି ଜଣ ସୁଶାନ୍ତ କୁ ଡାକି ଥିଲେ । ଏବଂ ସେହି ସମୟ ରେ ସୁଶାନ୍ତ କବାଟ ନ ଖୋଲିବା ରୁ ସେମାନେ ଡରି ଜାଇ ଥିଲେ । ଏବଂ ପ୍ରାୟ 12.30 ପରେ ସୁଶାନ୍ତ ଙ୍କ ରୁମ କବାଟ ଖୋଲା ଜାଇ ଥିଲା । ଏବଂ ଖୋଲିବା ପରେ ସେଠାରେ ଜାହା ଦୃଷ୍ୟ ରହି ଥିଲା ତାହା ସମସ୍ତ ଙ୍କ ଗୋଡ ତଳୁ ମାଟି ଖସି ଦେଇ ଥିଲା । ଏବଂ ସେଠାରେ ସୁଶାନ୍ତ ଫ୍ୟନ ରେ ଫାସୀ ଦେଇ ଥିବାର ଦେଖିବା ପାଇଁ ମିଳି ଥିଲା ।

susant

ଏବଂ ଏହା ପରେ ପୋଲିସ ଏବଂ ଡାକ୍ତର ଙ୍କୁ ଡକା ଜାଇ ଥିଲା ଜାହା ପରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରି ଥିଲେ । ଏବଂ ପରେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରି ଥିଲା । ଏବଂ ଏହା ପରେ ସୁଶାନ୍ତ ବିଗତ 6 ମାସ ହେବ ଡିଫରେସନ ର ଶୀକାର ହୋଇ ଥିଲେ ସେହିଥି ପାଇଁ ଏମିତି ଗୋଟିଏ ନିସ୍ପତି ନେଇ ଥିବାର କୁହା ଜାଇଛି । ତେବେ ସେ ଜାହାବି ହେଉ ସୁଶାନ୍ତ ଙ୍କ ବିଦାୟ ଇଣ୍ଡଷ୍ଟ୍ରୀ କୁ ସଂମ୍ପର୍ଣ୍ଣ ଦୋହଲି ଦେଇ ଥିବା ବେଳେ ଲୋକ ମାନଙ୍କୁ ଚକିତ କରିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *