ଆତ୍ମହତ୍ୟା କଲା ବେଳେ ସୁଶାନ୍ତଙ୍କ ଆକାଉଣ୍ଟରେ ଥିଲା ଏତେ ଟଙ୍କା , ବାପରେ ଏତେ !

sushant-singh-raj

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଟିଏ ପରେ ଗୋଟିଏ ବଲିଉଡ ର ଖରାପ ଖବର ମଧ୍ୟ ରେ ଏବେ ଆଉ ଗୋଟିଏ ଖରାପ ଖବର ଯୋଡି ଜାଇଛି । ତେବେ ଖବର ଅନୁସାରେ ରବିବାର ଦିନ ଶୁସାନ୍ତ ସିହଂ ରାଜ ପୁତ ଆତ୍ମହତ୍ୟା କରି ନେଇଛନ୍ତି । ସେ ମୁମ୍ବାଇ ରେ ବେଣ୍ଡ୍ରା ସ୍ଥିତ ନିଜର ବାସଭବନ ରେ ଫାସୀ ଲେଗଇ କରି ଆତ୍ମହତ୍ୟା କରିଛନ୍ତି । ଏବଂ ତାଙ୍କର ଚାକର ହିଁ ଏହି ସବୁ ର ଖବର ପୋଲିସ ଯାଏ ପହଁଚାଇଛି ।

susant

ବାନ୍ଦ୍ରାସ୍ଥିତ ନିଜ ଆପାର୍ଟମେଣ୍ଟରେ ଫାଶୀ ଲଗାଇ ସୁଶାନ୍ତ ଆତ୍ମହତ୍ୟା କରିଥିଲେ, କିନ୍ତୁ ଆତ୍ମହତ୍ୟା ପଛରେ ଅନେକ ପ୍ରଶ୍ନ ଉଠିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାର ଅନୁସନ୍ଧାନ କରୁଥିବା ସୂତ୍ର ଅନୁଯାୟୀ, ନିକଟରେ ମୁମ୍ବାଇ ପୋଲିସ୍ ଅଭିନେତାଙ୍କ ବ୍ରେକ୍ ଅପ୍ ଅଭିନେତାଙ୍କ ଆତ୍ମହତ୍ୟା କାରଣରୁ ହୋଇଛି। ସୁଶାନ୍ତ ଜଣେ ଅଭିନେତ୍ରୀଙ୍କ ସହ ଲfଭ-ଇନ୍ ସମ୍ପର୍କରେ ଥିଲେ | ଗତ 1 ବର୍ଷ ଧରି ଏହି ଅଭିନେତ୍ରୀଙ୍କ ସହ ସୁଶାନ୍ତଙ୍କୁ ବହୁତ ଦେଖିବାକୁ ମିଳିଥିଲା ​​| ଯଦିଓ ଦୁହେଁ ନିଜ ସମ୍ପର୍କକୁ ଖୋଲାଖୋଲି ଭାବେ ଗ୍ରହଣ କରିନଥିଲେ | ତେବେ ସେମାନେ ଗୋଟିଏ ଆପାଟମେଣ୍ଟରେ ରହୁଥିଲେ , ତେବେ ଏହି କାରଣ ପାଇଁ ଆତ୍ମ ହତ୍ୟା କରିଛନ୍ତି କି କାରଣ ଆଉ କଣ ରହିଛି ତାହା ଏବେ ଯାଏ ସ୍ପଷ୍ଟ ହୋଇ ନାହିଁ ,

ଆକାଉଣ୍ଟରେ ଅଛି 33 କୋଟି

ପୋଲିସ ସ୍ପଷ୍ଟ କରିଛି କି ଆର୍ଥିକ ମାନ୍ଦାବସ୍ତା ସୁଶାନ୍ତଙ୍କ ମୃତ୍ୟୁର କାରଣ ନୁହେଁ , କାରଣ ମୃତ୍ୟୁ ପରେ ବି ଏବେ ଯାଏ ସୁଶାନଙ୍କ ବ୍ୟାଙ୍କ ଆକାଉଣ୍ଟରେ 33 କୋଟି ରୁ ଉର୍ଦ୍ଧ ଟଙ୍କା ଅଛି ,

susant

2013 ରେ କାଇ ପେଛେ ରୁ ନିଜର ଡେଭ୍ୟୁ କରି ଥିଲେ । ଏହା ପରେ ସୁଦ୍ଧ ଦେଶୀ ରୋମାନ୍ସ PK ଏହା ପରେ ଏମ ଏସ୍ ଧୋନୀ , ରାବତା , କେଦାର ନାଥ , କୋଞ୍ଚି ରେଇଆ ଏବଂ ଛିଛୋରେ ଯେମିତି ଫିଲ୍ମ ଭେଟି ଦେଇ ଥିଲେ । ହେଲେ ତାଙ୍କର ସମୟ ଏହି ସମୟ ଯାଏ ଥିଲା । ସୁଶାନ୍ତଙ୍କ ବିୟୋଗ ବଲି ଉଡ ଜଗତ ପାଇଁ ଗୋଟିଏ ଦୁ ସୋପ୍ନ ଭଳି ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *