ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଦର୍ଶକ ବନ୍ଧୁ ଶୁସାନ୍ତ ସିହଂ ରାଜ ପୁତ ଙ୍କ ଆତ୍ମହତ୍ୟା ର ଚାରି ଦିନ ବିତି ଗଲାଣୀ । ଏବଂ ଏହି ସମୟରେ ତାଙ୍କର ଆତ୍ମହତ୍ୟା କରିବାର ରହସ୍ୟ ଗୋଟେ ପରେ ଗୋଟେ ଖୋଲାସା ହେଉଛି । ଦର୍ଶକ ବନ୍ଧୁ ଶୁସାନ୍ତ ସିହଂ ରାଜ ପୁତ ଙ୍କ ସହିତ ବିଗତ ଦୁଇ ବର୍ଷ ରେ ଜାହା ସବୁ ହୋଇଛି ଆପଣ ମାନେ ସୁଣି ଆଶ୍ଚର୍ଯ୍ୟ ହୋଇ ଯିବେ ।
ପ୍ରଥମ ଫେକ୍ଟ ଟି ଥିଲା ତାଙ୍କର ସାରା ବଲିଉଡ ରେ କେହି ବି ଜଣେ ସାଙ୍ଗ ନ ଥିଲେ । ଏବଂ ଏହି କଥା ସେ ନିଜର ଗୋଟିଏ ଇଣ୍ଟରଭ୍ୟୁ ରେ କହି ଥିଲେ କି ତାଙ୍କର ଦୁଇ ବେଷ୍ଟ ଫ୍ରେଣ୍ଡ ରହି ଥିଲେ ଜାହାଙ୍କ ନାମ ତାଙ୍କର ବେଷ୍ଟ ଫ୍ରେଣ୍ଡ ମହେସ ସେଠୀ ଏବଂ ତାଙ୍କର ଗାର୍ଲ ଫ୍ରେଣ୍ଡ ରିଆ ଚକ୍ରବର୍ତି । ଏବଂ ଏମାନଙ୍କୁ ଛାଡି ତାଙ୍କର ଫୋନ କେହି ବି ପିକପ୍ କରୁ ନ ଥିଲେ । ଏବଂ ତାଙ୍କ ସହିତ କଥା ବାର୍ତା ହେବାକୁ ବି କେହି ପସନ୍ଦ କରୁ ନ ଥିଲେ । ଏବଂ ତାଙ୍କୁ ବଲିଉଡ ର ସବୁ ବଡ ବଡ କମ୍ପାନୀ ବ୍ୟାନ୍ କରି ଦେଇ ଥିଲେ ଏବଂ ଏହା ପରେ ତାଙ୍କ ପାଖକୁ କୈଣସି ବି ଫିଲ୍ମ ଆସିବାର ନ ଥିଲା ।
ସେମିତି ରେ ସେ ଏବେ କରିବେ ତ କଣ କରିବେ କଣ ସେ ଜାଇ ୱେବ ସିରିଜ୍ କରିବେ ନା ସେ ପୁଣି ସିରିଏଲ କୁ ଯିିବେ ତେବେ ସେହି ସବୁ ତାଙ୍କୁ ଇଚ୍ଛା ହେଉ ନ ଥିଲା । ଏବଂ ସେହିଥି ପାଇଁ ଡିଫରେସନ ରେ ରହି ଥିଲେ ଏବଂ ଏହି ମଧ୍ୟ ରୁ ଧର୍ମା ପ୍ରଡ୍କୋସନ , ୟସରାଜ ଫିଲ୍ମ , ଟି ସିରିଜ୍ , ମଧ୍ୟ ତାଙ୍କୁ ବ୍ୟନ କରି ଥିଲା । ଏହା ସହିତ ସଜିଦ ନଣ୍ଡିଆୱାଲେ , ଶ୍ରୀ ବାଲାଜୀ ଏବଂ ସଲମାନ ଖାନ ଙ୍କ ଫିଲ୍ମ ପ୍ରୋଡ୍କସନ ହାଉସ୍ ବି ତାଙ୍କୁ ପରିିବାସ କରି ଥିଲା ସେହିଥି ପାଇଁ ବର୍ତମାନ ସମୟରେ ବହୁତ ଲୋକ ମାନେ ସୋସିଆଲ ମିଡିଆ ରେ ଟ୍ରୋଲକରୁଛନ୍ତି
ଆଗକୁ ଆସୁ ଥିବା ସଲମାନ ଙ୍କ ଫିଲ୍ମ ରାଧେ କୁ କେହି ବି ଦେଖିବେ ନାହିଁ । ସେହି ପରି ସୋନମ କୋପୁର ତ କହିଛନ୍ତି ସୁଶାନ୍ତ ସିହଂ ରାଜପୁତ କିଏ ମୁଁ ଚିହ୍ନି ନାହିଁ । ଏବଂ ଆଲିଆ ଭଟ୍ଟ ବି କହି ଥିଲେ ସେ ସୁଶାନ୍ତ ଙ୍କୁ କିଲ୍ କରିବେ ବୋଲି ଏମିତି ବେଳେ ବର୍ତମାନ ସମୟ ରେ ଏହି ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ଫେନ୍ ମାନେ ସେମାନଙ୍କୁ ସୋସିଆଲ ମିଡିଆ ରେ ଆନଫୋଲ୍ଲ କରିବାରେ ଲାଗିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।