ସୁଶାନ୍ତ ସିଂ ରାଜପୁତ ଙ୍କ ପରିବାର ରେ କେଉଁ କେଉଁ ମାନେ ଅଛନ୍ତି , ଜାଣନ୍ତୁ ସବୁ କିଛି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଶୁସାନ୍ତ ସିହଂ ରାଜପୁତ କୁ ଆପଣ ମାନେ ସମସ୍ତେ ନିଶ୍ଚିତ ଭାବେ ଜାଣି ଥିବେ ଏହି ଦିନ ରେ ସୁସାଇଟ୍ କରି ନେଇଛନ୍ତି । ତେବେ ମିଳି ଥିବା ସୂଚନା ଅନୁସାରେ ତାଙ୍କର ସୁସାଇଟ କରିବାର କାରଣ ହେଲା ତାଙ୍କର ଅତ୍ୟାଧିକ ମାତ୍ରା ରେ ଟ୍ରେସ୍ ରହି ଥିଲା । ଜାହା ଦ୍ୱରା ସେ ଭିତରୁ ସଂମ୍ପର୍ଣ୍ଣ ଭାଙ୍ଗି ପଡି ଥିଲେ । ଏବଂ ସେଷ ରେ ସେ ସୁସାଇଟ୍ କରି ନେଇ ଥିଲେ ତେବେ ଆମେ ଆଜି ଏଠାରେ ଆପଣ ମାନଙ୍କୁ କହିବୁ କି ସୁଶାନ୍ତ ସିହଂ ରାଜପୁତ ଙ୍କ ପରିବାର ରେ ଆଉ କିଏ କିଏ ରହିଛନ୍ତି ।

susant

ସେମିତି ରେ ଗୋଟିଏ ମିଡିଲ କ୍ଲାସ ଫେମିଲୁ ରେ ରହୁ ଥିଲେ ମଧ୍ୟ 21 ଜାନୁଆରୀ 1986 କୁ ବିହାର ରେ ଜନ୍ମ ଗ୍ରହଣ କରି ଥିବା ଶୁସାନନ୍ତ ଙ୍କୁ ପ୍ରଥମ ରୁ ହିଁ ଅଭିନୟ ରେ ରୁଚକ ଥିଲା । ଏବଂ ଯଲ୍ଦି ହିଁ ମାଆ ଙ୍କ ମୃତ୍ୟୁ ପରେ ତାଙ୍କର ଏହି ରାସ୍ତା ବହୁତ କଠିନ ହୋଇ ଥିଲା । ହେଲେ ହାରିଲେ ନାହିଁ ସେ ପ୍ରଥମେ ସେଣ୍ଟନାର ପାଟାନା ହାଇସ୍କୁଲ ରୁ ପାଠ ପଢି ଥିଲେ । ଏବଂ ପରେ ସେ ଦିଲ୍ଲୀ କଲେଜ ଅଫ ଇଞିନିୟରିଂ ମେକାନିକାଲ ରେ ଆଡମିଶନ ନେଇ ଥିଲେ । ଏବଂ ସେହି ଥିରେ ସେ ଗୋଲ୍ଡ ମେଡାଲିଷ୍ଟ ବି ରହି ଥିଲେ । ଏମିତି ରେ ତାଙ୍କ ତିନୋଟି ସ୍ଥାନ ରେ ଘର ରହିଛି ମୁମ୍ବାଇ , ଦିଲ୍ଲୀ ଏବଂ ପାଟାନା ରେ ପାଟନା ରେ ତାଙ୍କର ସଂମ୍ପର୍ଣ୍ଣ ପରିବାରଲ ରହୁ ଥିବା ବେଳେ ବାପା  ଏବଂ ତାଙ୍କର ଆଉ ଗୋଟିଏ ଭଉଣୀ ଦିଲ୍ଲୀ ରେ ରହୁ ଥିଲେ ଏବଂ ମୁମ୍ବାଇ ରେ ତାଙ୍କ ସହିତ ତାଙ୍କର ଆଉ ଗୋଟିଏ ଭଉଣୀ ଏବଂ ସେ ନିଜେ ରହୁ ଥିଲେ ।

susa

ଏହା ସହିତ ପରିବାର ରେ ବଡବାପା ଖୁଡୀ ଦୁଇଟି ଭାଈ ଏବଂ ତାଙ୍କର ଅନ୍ୟ ସହବନ୍ଧୁ ମାନେ ବି ସେହି ଠାରେ ମିଶି କରି ରହୁ ଥିଲେ । ଏହି ସମୟ ରେ ତାଙ୍କର ମୃତ୍ୟୁ ପରେ ସେମାନେ ସଂମ୍ପର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି । ଏବଂ ସେମାନେ ଶୁସାନ୍ତ ମୃତ୍ୟୁ ଉପରେ ଇନଭେଷ୍ଟିକେସନ କରିବା ପାଇଁ କହୁଛନ୍ତି କାରଣ ଶୁସାନ୍ତ ଜଣେ ପଜେଟିଭ୍ ମାଇଣ୍ଡସେଟ ର ଲୋକ ଥିଲେ ତେବେ ସେ ଏମିତି କରିବେ ନାହିଁ ବୋଲି ସେମାନଙ୍କର ରାୟ ରହିଛି । ଏବଂ ଏହା ସଂମ୍ପର୍ଣ୍ଣ ମର୍ଡର ବୋଲି ସେମାନେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *