ପୋଲିସକୁ ସୁଶାନ୍ତଙ୍କ ଡାଇରିରୁ ମିଳିଲା ଆତ୍ମହତ୍ୟାର ଏହି ସବୁ ପ୍ରମାଣ

dairyyy

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଗତ ରବିବାର ଦିନ ସୁଶାନ୍ତ ସିହଂ ରାଜ ପୁତ ଫାସୀ ଲଗେଇ ଆତ୍ମ ହତ୍ୟା କରି ଥିଲେ । ତେବେ ସୁଶାନ୍ତ ସିହଂ ରାଜ ପୁତ କଣ ପାଇଁ ଆତ୍ମ ହତ୍ୟା କରିଲେ ସେହି ବିଷୟ ରେ ଜଣା ପଡି ନାହିଁ ହେଲେ ପୋଲିସ୍ ଏହାର ତଦନ୍ତ ଜାରୀ ରଖିଛି । ତେବେ ଏହି ଦିନ ରେ ସୁଶାନ୍ତ ଙ୍କ ରୁମ୍ ରୁ ତାଙ୍କର ପର୍ସନାଲ ଡାଇରୀ ପାଇଛି । ଏବଂ ସେହି ଡାଇରୀ ରେ ସେ ନିଜର 50 ଟି ଡ୍ରୀମ୍ ଲେଖି ରଖିଛନ୍ତି ।

susa

ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସୁଶାନ୍ତ ସିହଂ ରାଜ ପୁତ ଙ୍କର ର ସେହି ସବୁ ଡ୍ରୀମ୍ ବିଷୟ ରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ । ପ୍ରଥମେ ହେଲା ସେ ସ୍କୁଲ ରେ ମାଷ୍ଟର ହୋଇ ସ୍କୁଲ ପିଲା ଙ୍କୁ ପାଠ ପଢେଇବେ । ଦୁଇ ରେ ସେ ନିଜେ ଫ୍ଲାଇଟ୍ କିଣି ନିଜେ ସେହି ସିଟ୍ ରେ ବସି ଉଢେଇବେ । ଏବଂ ତିନି ରେ ତାଙ୍କ ବାପା ମାଆ ଙ୍କୁ ଗୋଟିଏ ବଡ ଘରେ ରଖିବେ । ସେହି ପରି ମୁମ୍ବାଇ ରେ ରହୁ ଥିବା ଲୋକ ଙ୍କୁ ସବୁ ଦିନ ଖାଇବା ପାଇଁ ଦେବେ । ଏହି ପରି ଅନେକ ଡ୍ରୀମ୍ ର ଅଧିକାରୀ ଥିଲେ ସୁଶାନ୍ତ ସିହଂ ରାଜପୁତ ।

ସେ ନିଜର ଜିବନ କାଳ ମଧ୍ୟ ରେ କିଛିଟା ଡ୍ରୀମ୍ ପୂରଣ କରି ପାରିଛନ୍ତି । ଏବଂ କିଛି ଡ୍ରୀମ୍ କୁ ସେ ପୂରଣ କରି ପାରି ନାହାଁନ୍ତି ।ତେବେ ତାଙ୍କର ଡାକ୍ତର ବି କହିଛି ସେ ବହୁତ ଦିନ ଧରି ଡିଫରେସନ ରେ ରହି ଥିଲେ । ସୁଶାନ୍ତ ସିହଂ ରାଜ ପୁତ ବଲିଉଡ ରେ 5 ରୁ 6 ଟି ସୁପର ହିଟ୍ ଫିଲ୍ମ ଦେଲା ପରେ  ବି ତାଙ୍କୁ କେହି ବଲିଉଡ ର ଫେମିଲି ବୋଲି ଭାବୁ ନ ଥିଲେ ।

susan

ତେବେ ବର୍ତମାନ ସମୟ ରେ ସୁଶାନ୍ତ ସିହଂ ରାଜ ପୁତ କଣ ପାଇଁ ଆତ୍ମ ହତ୍ୟା କଲେ ସେହି ବିଷୟ ରେ ପୋଲିସ ତଦନ୍ତ ଜାରୀ ରଖିଛି । ତେବେ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ କଣ ଲାଗୁଚି ସୁଶାନ୍ତ ସିହଂ ରାଜ ପୁତ କଣ ପାଇଁ ଆତ୍ମହତ୍ୟା କରିଲେ ଆମକୁ ନିଶ୍ଚିତ ଭାବେ କମେଣ୍ଟ ରେ ଜଣାନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *