ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ।ବନ୍ଧୁଗଣ ଶୁସାନ୍ତ ସିହଂ ରାଜପୁତ ଙ୍କର ଆତ୍ମହତ୍ୟା ଆଜି ସାରା ଭାରତ କୁ ଦୁଃଖୀତ କରି ଦେଇଛି । ଆଜି ସାରା ଦୁନିଆଁ ଜାଣିବା ପାଇଁ ଚାହେଣଁ କି ତାଙ୍କର ଏହି ଆତ୍ମହତ୍ୟା ର ରହସ୍ୟ କଣ । ପୋଷ୍ଟମଟମ ରିପୋର୍ଟ ବି ଆସିଲା ସେହି ଥିରେ ସେମିତି କିଛି ଜଣା ପଡି ନାହିଁ । ଏବଂ ସେ ଆତ୍ମହତ୍ୟା କରିବା ପୂର୍ବ ରୁ ତିନି ଜଣଙ୍କ ସହିତ କଥା ବାର୍ତା କରି ଥିଲେ ତାଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବରର୍ତି ଏବଂ ତାଙ୍କର ବେଷ୍ଟ ଫ୍ରେଣ୍ଡ ମହେସ ସେଠୀ । ଏବଂ ତାଙ୍କର ଭଉଣୀ ଙ୍କ ସହିତ ଫୋନ ରେ କଥା ହୋଇ ଥିଲେ ।
ସେମିତି ରେ ଆମେ ଆଜି ତାଙ୍କର ସଫଳତା ର କାହାଣୀ ଏବଂ ତାଙ୍କର ସଂମ୍ପତୀ କେତେ ସେହି ସବୁ ବିଷୟରେ ଆମେ ଚର୍ଚି କରିବା । ବନ୍ଧୁଗଣ ତାଙ୍କର ଜନ୍ମ ପାଟନା , ବିହାର ରେ ଗୋଟିଏ ମିଡିଲ କ୍ଲାସ ଫେମିଲି ରେ ହୋଇ ଥିଲା । ଏବଂ ସେ ପ୍ରଥମେ କିସ ଦେଶ ମେ ହେ ମେରା ଦିଲ୍ଲୀ ରେ କାମ କରି ଥିଲେ ଏବଂ ତାଙ୍କ ଦ୍ୱତୀୟ ସିରିଏଲ ଥିଲା ପବିତ୍ର ରିସ୍ତା ଯେଉଁ ଥି୍ରୁ ସେ ନିଜର କରିଅର ଆରମ୍ଭ କରି ଥିଲେ । ଏବଂ ସେହି ସିରିଏଲ ଏତେ ହିଟ୍ ହେବା ପରେ ସେ ବଲିଉଡ ରେ ଏଣ୍ଟ୍ରୀ କରିଲେ । ଏବଂ ସେ 2013 ମସିହା ରେ କାଇ ପୋ ଚେ ବୋଲି ପ୍ରଥମ ଫିଲ୍ମ କରି ଥିଲେ । ସେହି ପରି ଏମ ଏସ ଧୋନୀ, କେଦାର ନାଥ ଏବଂ ଛିଛୋରେ ଭଳି ସେ ବହୁତ ହିଟ୍ ଫିଲ୍ମ ଦେଇ ଥିଲେ । ଏବଂ ସେ ଫିଲ୍ମ କୁ ଆସିବା ପରେ ଅଙ୍କିତା ଲଖଣ୍ଡେ ସହିତ ବ୍ରେକପ୍ କରି ଦେଇ ଥିଲେ ଏବଂ ରିଆ ଚକ୍ରବର୍ତି ଙ୍କ ସହିତ ପ୍ରେମ ଚଳେଇ ଥିଲେ ।
ଶୁସାନ୍ତ ସିହଂ ରାଜପୁତ ଗୋଟିଏ ଫିଲ୍ମ କରିବା ପାଇଁ 8 ରୁ 10 କୋଟି ନେଇ ଥାନ୍ତି । ଏବଂ ସେ ବହୁତ ଗୁଡିଏ ଏଣ୍ଡରସମ୍ୟଣ୍ଟ ବି କରି ଥାନ୍ତି । ଏବଂ ସେ ଏଡ୍ ସୁଟିଂ କରିଲେ 5 ରୁ 7 କୋଟି ନେଇ ଥାନ୍ତି । ବିହାର ର ପଟନା ରେ ଯେଉଁ ଠାରେ ତାଙ୍କର ବାପା ରହୁ ଥିଲେ ସେହି ଠାରେ ବହୁତ ବଡ ଘର ତିଆରି କରି ଥିଲେ । ତା ସହିତ ମୁମ୍ବାଇ ର ବେଣ୍ଡ୍ରା ରେ ବି ବହୁତ ବଡ ଫ୍ଲାଟ ଥିଲା । ଯେଉଁ ଠାରେ ସେ ଆତ୍ମହତ୍ୟା କରି ଥିଲେ ଏବଂ ତାଙ୍କ ପାଖରେ BMW K 13 ର ଗୋଟିଏ ବାଇକ୍ ରହି ଥିଲା । ଜାହାର ମୂଲ୍ୟ 45 ଲକ୍ଷ ଟଙ୍କା ସେହି ସବୁ ସହିତ ତାଙ୍କ ପାଖରେ ବହୁତ ଗୁଡିଏ ଏକ୍ସପେନ୍ସିଭ୍ କାର ଥିଲା ଜାହାର ମୂଲ୍ୟ 7 ରୁ 10 କୋଟି ମଧ୍ୟ ରେ ହେବ ।
ଦର୍ଶକ ବନ୍ଧୁ 2020 ରେ ତାଙ୍କର ଆଉ ଗୋଟିଏ ଫିଲ୍ମ ଆସିବାର ରହିଛି ଜାହାର ନାମ ହେଲା ଦିଲ୍ଲୀ ବିଚାରା ଜାହାର ସୁଟିଂ ସେ ସାରି ଦେଇ ଥିଲେ । ଏବଂ ବଲିଉଡ ରେ ତାଙ୍କର କେବଳ 7 ବର୍ଷ ହୋଇ ଥିଲା । ହେଲେ ଏବେ ସବୁ କିଛି ଛାଡି ଚାଲି ଗଲେ । ଏବଂ ତାଙ୍କର ମୋର୍ଟ ସଂମ୍ପତୀ 120 କୋଟି ଟଙ୍କା । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।