ସୂର୍ଯ୍ୟ ପରାଗ ( 21 june, ରବିବାର ) – 5ଟି ରାଶିରେ ହେବ ଧନର ବର୍ଷା |

surya-paraga

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚଳିତ ବର୍ଷର 21 ଜୁନ୍ ମାନେ ଆସନ୍ତା ରବିବାର ବିଜୟ ଅମାବାସ୍ୟା ଦିନ ହିଁ ସୂର୍ଯ୍ୟ ପରାଗ ଲାଗି ରହିବ । ତେବେ ଏଠାରେ ଖାସ୍ କଥା ହେଲା କି ଏହା ଭାରତ ସହିତ ଓଡ଼ିଶା ରେ ବି ଦୃଷ୍ୟ ମାନ ହେବ । ଯେତେ ବେଳେ ଚନ୍ଦ୍ରମା ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଆସି ଜାଇ ଥାଏ ତେବେ ସେହି ସମୟ ରେ ଏମିତି ସୂର୍ଯ୍ୟ ଗ୍ରହଣ ହୋଇ ଥାଏ । ସେମିତି ରେ ଧାର୍ମିକ ମାନ୍ୟତା ଅନୁସାରେ ସୂର୍ଯ୍ୟକୁ ଗ୍ରହଣ ଲାଗିବା ଅଶୁଭ ହୋଇ ଥାଏ । ଏହି ସୂର୍ଯ୍ୟ ପରାଗ 21 ଜୁନ ରବିବାର ସକାଳ 10.38 ମିନିଟ ରୁ ଆରମ୍ଭ ହେବ ଏବଂ 2.09 ମିନିଟ ଯାଏ ଏହା ଚାଲୁ ରହିବ । ଭିନ୍ନ ଭିନ୍ନ ସ୍ଥାନ ରେ ପରାଗ ସମୟ ଅଲଗା ରହି ଥାଏ । କିନ୍ତୁ ଏହି ସମୟ ସୀମା ମଧ୍ୟ ରେ ହିଁ ହେବ ।

sollar-ecliipp

ସେହି ପରି ଭାବେ ଆମେ ଯଦି ହାଣ୍ଡି ଛାଡ ବିଷୟ ରେ କହିବୁ ତେବେ ଏହା ଶନିବାର ଦିନ ରାତ୍ରୀ 10..38 ରୁ ଆରମ୍ଭ ହୋଇ ରିବିବାର ଦିନ ଅପରାହ୍ନ 2.09 ମିନିଟ ଯାଏ ହେବ । ସେମିତି ରେ ଜ୍ୟତିଷ ମାନଙ୍କ ମତରେ ଏହି ସୂର୍ଯ୍ୟ ଗ୍ରହଣର ପ୍ରଭାବ ବହୁତ ରାଶି ମାନଙ୍କ ଉପରେ ପଡେ ଏବଂ ଏହା ଭଲ ବି ହୋଇ ଥାଏ ଏବଂ ଖରାପ ବି ହୋଇ ଥାଏ ତେବେ ଆସନ୍ତୁ ଜାଣି ନେବା ଏହି ଠାରେ କେଉଁ ରାଶି ମାନଙ୍କ ଉପରେ କେଉଁ ପରି ପ୍ରଭାବ ପଡିବ ।

ପ୍ରଥମେ ରହିଛି ମେଷ ରାଶି ଏହି ରାଶି ଉପରେ ସୂର୍ଯ୍ୟ ପରାଗ ବହୁତ ଭଲରେ କିଟବ ଏବଂ ଏହି ଦିନରେ ଏମାନଙ୍କୁ କୈଣସି ଏକ ନୂତନ ବାଟର ସୁଭାରମ୍ଭ ହେବ । ଏହା ପରେ ରହିଛି ବୃଷ ରାଶି । ଏହି ରାଶି ର ଜାତକ ରେ ସୂର୍ଯ୍ୟ ପରାଗ ତୃତୀୟ ଭାଗରେ ପଡୁଛି । ଜାହା କିଛି ପରିମାଣ ରେ ଏମାନଙ୍କୁ ସାକାରାତ୍ମକ ପରିଣାମ ଦେଇ ପାରେ । ଏହି ସାକାରାତ୍ମକ ପରିଣାମ ବଢେଇବା ପାଇଁ ଓଁ ଦୁମ୍ ଦୂର୍ଗାୟ ନମଃ ଜପ କରିବା ପାଇଁ ପଡିବ ।

sollar-eclipsess

ମିଥୁନ ରାଶି । ଏହି ସୂର୍ଯ୍ୟ ପରାଗ ଆପଣ ମାନଙ୍କ ଭାଗ୍ୟ କୁ ପ୍ରଭାବିତ କରିବ । ତେବେ ଆପଣ ମାନେ ଏହାର ପ୍ରଭାବ କମେଇବା ପାଇଁ ନିଜର ଇଷ୍ଟ ଦେବ ଙ୍କୁ ପୂଜା କରନ୍ତୁ । କର୍କଟ ରାଶି । ଏହି ରାଶି ଉପରେ ସୂର୍ଯ୍ୟ ପରାଗ ର ପ୍ରଭାବ ବହୁତ ଅଶୁଭ ପଡିବ । ତେବେ ଆପଣ ମାନେ ସୂର୍ଯ୍ୟ ପରାଗ ଆରମ୍ଭ ହେବା ପୂର୍ବ ରୁ ହିଁ ଗଣେଷ ଙ୍କୁ ସିନ୍ଧୁର ଅର୍ପଣ କରିବା ପାଇଁ ପଡିବ । ସିହଂ ରାଶି ର ଲୋକ ମନଙ୍କ ପାଇଁ ପଞ୍ଚମ ଭାଗ ରେ ଲାଗି ରହି ଥିବା ବେଳେ ଏମାନଙ୍କ ପାଇଁ ଏହା ଶୁଭ ରହିବ ।

କନ୍ୟା ରାଶି । ଏହା ସୂର୍ଯ୍ୟ ପରାଗ ର ଷଷ୍ଠ ଭାଗ ରେ ରହିବ । ଆପଣଙ୍କ ପାଇଁ ସୂର୍ଯ୍ୟ ପରାଗ ବହୁତ ମାମଲା ରେ ଶୁଭ ପରିଣାମ ଦେବ । ସେହି ପରି ତୁଳା ରାଶି ର ସୂର୍ଯ୍ୟ ପରାଗ ସପ୍ତମ ଭାଗ ରେ ଲାଗିବ । ଜାହା ସେମାନଙ୍କ ବୈବାହିକ ଜିବନ ରେ ପ୍ରତିକୂଳ ପ୍ରଭାବ ପକେଇବ । ତେବେ ଏହି ସମୟ ରେ ଓଁ ନମଃ ଭଗବତେ ବାସୁ ଦେବାୟ ନମଃ ଜପ କରନ୍ତୁ ଶୁଭ ଫଳ ମିଳିବ ।

sollar-eclip

ବିଛା ରାଶି ର ଦ୍ୱାଦଶ ଭାଗ ରେ ପଡିବା ପାଇଁ ଥିବା ବେଳେ ଆପଣ ମାନଙ୍କ ଖର୍ଚ୍ଚ ବଢିବା ପାଇଁ ଯାଉଛି । ଧନୁ ରାଶି ର ଲୋକ ମାନଙ୍କର ଲାଭ ଭାଗ ଉପରେ ଏହି ସୂର୍ଯ୍ୟ ପରାଗ ପଡିବ ।ତେବେ କ୍ଷେତି ହେବାର ସମ୍ଭାବନା ରହିଛି । ମକର ରାଶି । ଏମାନଙ୍କୁ ସୂର୍ଯ୍ୟ ପରାଗ ଶୁଭ ପ୍ରାପ୍ତି କରିବା ସହିତ ଏମାନଙ୍କୁ ଅଧିକ ଉପାୟ ର ଆବଶ୍ୟକତା ନାହିଁ । କୁମ୍ଭ ରାଶି ଆପଣଙ୍କ ଉପରେ ଦ୍ୱତୀୟ ଭାଗ ରେ ପଡି ଥିବା ବେଳେ ଆପଣ ମାନଙ୍କୁ ଆଂଶୀକ ସମସ୍ୟା ର ସାମ୍ନା କରିବା ପାଇଁ ପଡିବ । ମୀନ ରାଶି ର ଦଶମ ସ୍ଥାନ ରେ ପଡୁ ଥିବା ବେଳେ ଏମାନଙ୍କ ପିତା ଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *