ସୂର୍ଯ୍ୟ ପରାଗ – 21 ଜୁନରେ ହେବାକୁ ଜାଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ – ଭୁଲରେବି କରନ୍ତୁନି ଏହି ସବୁ କାମ

surya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ 21 ଜୁନ କୁ ସୂର୍ଯ୍ୟ ପରାଗ ଲାଗୁଛି ଏହା ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏବଂ ଏହାକୁ ଆମେ ଆମ ଦେଶ ରେ ଦେଖି ପାରିବା । ଏମିତି ରେ ଏହି ସମୟ ରେ ଆପଣ ମାନେ କେବେ ବି ଖାଲି ଆଖି ରେ ଆପଣ ମାନେ ସୂର୍ଯ୍ୟ ପରାଗ କୁ ଦେଖିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । କାରଣ ଏହା ସକାଳ 10.38 ମିନିଟ ରୁ ଆରମ୍ଭ ହେବ ଏବଂ 2.09 ମିନିଟ ଯାଏ ହେବ ଏବଂ ଏହାର ମଧ୍ୟ ବର୍ତି ସ୍ଥାନ 12.45 ରେ ହେବ । ଏହି ସୂର୍ଯ୍ୟ ପରାଗ ଭାରତ , ମଧ୍ୟ ଆଫ୍ରୀକା କୋଙ୍ଗ, ଇଥିୟ , ପାକିସ୍ତାନ , ଏବଂ ଚୀନ ରେ ଦେଖା ଦେବ ।

sollar-ecliipp

ସେହି ପରି ଭାରତ ର ଡେରାଡୁନ ଏବଂ ସିକ୍ମ୍ ଆଦି ସ୍ଥାନ ରେ ଅଧା ସୂର୍ଯ୍ୟ ଗ୍ରହଣ ଦେଖିବା ପାଇଁ ମିଳିବ । ହେଲେ ନୂଆ ଦିଲ୍ଲୀ , ଚଣ୍ଡିଗଢ , କଲିକତା , ମୁମ୍ବାଇ , ହାଇଦ୍ରାବାଦ , ବେଙ୍ଗାଲୋର , ଚେନ୍ନାଇ, ସିମ୍ଲା , ଓଡିଶା ରେ ଆମକୁ ଆଂଶିକ ସୂର୍ଯ୍ୟ ଗ୍ରହଣ ନଜର ଆସିବ । ସେହି ପରି ବୈଜ୍ଞ୍ୟାନିକ ମାନଙ୍କର ମାନିବା ତେବେ କେବେ ବି ସୂର୍ଯ୍ୟ ଗ୍ରହଣ ଖାଲି ଆଖିରେ ଦେଖନ୍ତୁ ନାହିଁ ଏହାକୁ କେବଳ ସୋଲାର ଫିଲ୍ଟର ଗ୍ଲାସ ରେ ହିଁ ଦେଖନ୍ତୁ । ଏହି ସମୟରେ ଠାକୁର ଙ୍କୁ ଛୁଇଁବା କଥା ନୁହେଁ ।

ଏହି ଗ୍ରହଣ ସମୟ ରେ କିଛି ବି ଖାଇବା ଏବଂ ପିଇବା ରୁ ବଞ୍ଚିତ ରହିବା ଦରକାର । ଅଧିକ ଜରୁରତ ହେଲେ ପାଣି ରେ ତୁଳସୀ ପକେଇ ଖାଇ ନେବା ଦରକାର । ଏମିତି ରେ ପିଲା ବୁଢା ଏବଂ ଗର୍ଭବତୀ ମାନଙ୍କ ପାଇଁ ଛୁଟ୍ ରହି ଥାଏ । ଏମିତି ରେ କୈଣସି ସ୍ଥାନ ରେ ଲେଖା ନାହିଁ କି ଏହି ଗ୍ରହଣ ରେ ଗର୍ଭବତୀ ମହିଳା ଙ୍କୁ ପ୍ରଭାବ ପଡେ ହେଲେ ଏହାକୁ ନେଇ ବହୁତ ଲୋକ ମାନେ ଭୟବିତ ଥାନ୍ତି । ଏହି କାରଣ ରୁ ଆଜି ବି ଗର୍ଭବତୀ ମହିଳା ଙ୍କୁ ଗ୍ରହଣ ସମୟରେ ବାହାରୁ କୁ ବାହାରିବା ମନା । ଏବଂ ଏହି ସମୟ ରେ ଏମିତି ବି ମାନ୍ୟତା ରହିଛି କି ଏହି ଗ୍ରହଣ ସମୟ ରେ ଗୋଟିଏ ନଡିଆ କୁ ପାଖରେ ରଖି ହିଁ ଗର୍ଭବତୀ ମାନେ ଶୋଇବା ଦରକାର ।

sollar-eclipsess

ଏହି ସମୟରେ ମହିଳା ଏବଂ ପୁରୁଷ ଙ୍କୁ ସଂଭୋଗ କରିବା ରୁ ବଞ୍ଚିବା ଦରକାର ଏହା ଅଶୁଭ ମନା ଯାଏ । ଏମିତି ମାନ୍ୟତା ରହିଛି ଗ୍ରହଣ ସମୟ ରେ ଅଜଣା ଶକ୍ତି ର ପ୍ରଭାବ ବଢେ ତେଣୁ କେବେ ବି ସେହି ସମୟରେ ସୁନ ସାନ ସ୍ଥାନ କୁ ଯିବା କଥା ନୁହେଁଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *