ଏସ. ଏସ . ବି ରେ ବାହାରିଲା ଚାକିରୀ ସୁଯୋଗ , 136 ପଦ ପାଇଁ କରି ପାରିବେ ଆବେଦନ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ତେବେ ନୋଟିଫିକେସନ ଟି ରହିଛି SSB ମାନେ state selection board ତରଫ ରୁ ରହିଛି । ଯେଉଁ ଥିରେ କି ଆପଣ ମାନଙ୍କୁ 136 ଟି ପଦବୀ ମିଳିବ । ତେବେ ପୋଷ୍ଟ ରହିଛି Junior Assistant & Stenographer Posts । ତେବେ ଏହି ଦୁଇଟି ପଦବୀ ରୁ ଆପଣ ମାନଙ୍କୁ 125 ପଦବୀ Junior Assistant ର ରହିଛି ଏବଂ ଏହା 6 ଟି ଇୟୁନିଭର୍ସିଟି ରେ ଡିଭାଇଡ ହୋଇଛି ।

jobb

  • 01 – Shree Jagannath Sanskrit Viswavidyalaya, Puri 15 ଟି
  • 02 –  Utkal University, Bhubaneswar 46 ଟି
  • 03 – Rama Devi Women’s University, Bhubaneswar 20 ଟି
  • 04 –  Ravenshaw University, Cuttack 19 ଟି
  • 05 – Khallikote University, Berhampur 08 ଟି
  • 06 – Berhampur, University 17 ଟି ପଦବୀ ରହିଛି ।

ସେହି ପରି ଆପଣ ମାନେ Stenographer Posts ପାଇଁ 11 ଟି ପଦବୀ ।

jobbb

  1. Shree Jagannath Sanskrit Viswavidyalaya, Puri ପାଇଁ ରହିଛି 1 ଟି ।
  2. Utkal University, Bhubaneswar ପାଇଁ ରହିଛି 5 ଟି ।
  3. Berhampur, University ପାଇଁ ରହିଛି 3 ଟି । ]
  4. Ravenshaw University, Cuttack ପାଇଁ ରହିଛି 2 ଟି ।

ଏହାକୁ ସବୁ ଓଡ଼ିଶା ର କେଣ୍ଡିଡେଟ୍ ମାନେ ଆପ୍ଲାୟ କରି ପାରିବେ । ପୁରୁଷ ଏବଂ ମହିଳା ଦୁହେଁ ଆପ୍ଲାୟ କରି ପାରିବେ । ଆପ୍ଲାୟ ମୋର୍ଡ ଆପଣ ମାନଙ୍କ ପାଇଁ ଅନ ଲାଇନ୍ ରହିଛି । ଆପ୍ଲାୟ ଆରମ୍ଭ ହେଉଛି 1/06/2020 ଠାରୁ ଏବଂ ସେଷ ତାରିଖ ହେଲା 30/06/2020 ସେହି ପରି ଆପ୍ଲାୟ ପାଇଁ ଆପଣ ମାନଙ୍କୁ ଫି ରହିଛି ମାନେ କବେଳ General/OBC ପାଇଁ 1000 ଟଙ୍କା ରହିଛି । ସେହି ପରି SC/ST/PwD ପାଇଁ ରହିଛି 500 ଟଙ୍କା । ସେହି ପରି ଆପଣ ମାନଙ୍କ ବୟସ ସୀମା 21 ରୁ 32 ବର୍ଷ ରହିବ । SC/ST/PwD ର 21 ରୁ 42 ହୋଇ ପାରିବ । ଏହା ପାଇଁ ଆପଣ ମାନଙ୍କୁ କ୍ୱାଲିଫି କେସନ କଣ ରହିଛି ନା Bachelor’s Degree in Any Discipline with Diploma in Computer Application.

jobb

ତେବେ ଆପଣ ମାନେ ଏହା ପାଇଁ ପ୍ରଥମେ 6 ବର୍ଷ କୋଣ୍ଟାକଚୁଆଲ ପୋଷ୍ଟ ରହିବ ଏହି ମଧ୍ୟ ରେ ଆପଣ ମାନଙ୍କୁ 8 ହଜର 800 ଦରମା ମିଳିବ । ସେହି ପରି ବେଳେ ଆପଣ ମାନଙ୍କୁ ଏହି ଥି୍ରେ ରିଟିନ୍ ଏବଂ ସ୍କିଲ ଟେଷ୍ଟ ବି ରହିଛି । ଜାହା ଆପଣ ମାନଙ୍କୁ ପାସ୍ କରିବା ପାଇଁ ପଡିବ । ତେବେ ଆପଣ ମାନେ ଯଦି ଏହି ପୋଷ୍ଟ କୁ ଆପ୍ଲାୟ କରିବା ପାଇଁ ଚାହାଁନ୍ତି ଏବଂ ଆପଣ ମାନେ ଏହାକୁ କେମିତି ଆପ୍ଲାୟ କରିବେ ବୋଲି ଭାବୁ ଥାନ୍ତି ତେବେ ଆପଣ ମାନେ https://www.ssbodisha.nic.in/instruction.php ରେ ଜାଇ ପାରିବେ ସେଠାରେ ଆପଣ ମାନେ instructioN ପଢିବା ସହିତ ଆପଣ ମାନେ ଆପ୍ଲାୟ ବି ତଳେ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *