କ୍ୟାଟ୍ରିନାଙ୍କଠୁ ବି ସୁନ୍ଦର ଦେଖିବାକୁ ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ , ଏବେ ସୋସିଆଲ ମିଡିଆରେ ଫଟୋ ହେଉଛି ଭାଇରାଲ

sushants-sis

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଛୋଟ ପରଦା ରୁ ଅଭିନୟ ର ଆରମ୍ଭ କରି ଥିବା ସୁଶାନ୍ତ ସିହଂ ରାଜପୁତ 14 ଜୁନ୍ କୁ ଆତ୍ମହତ୍ୟା କରି ନେଇଛନ୍ତି । ଯେଉଁଥି ପାଇଁ ବର୍ତମାନ ସମୟ ରେ ବଲିଉଡ ଏବଂ ତାଙ୍କର ଫେନ୍ ମାନଙ୍କ ମଧ୍ୟ ରେ ସଂଙ୍ଗୀନ ର ମାହଲ ରହିଛି । ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ସୁଶାନ୍ତ ଙ୍କୁ ପ୍ରଥମମ ବ୍ରେକ୍ ଜି ଟିଭି ର ପବିତ୍ର ରିସ୍ତା ରୁ ମିଳି ଥିଲା । ଏହି ସିରିଏଲ ରୁ ସେ ଘରେ ଘରେ ଫେମସ୍ ହୋଇ ଜାଇ ଥିଲେ ।

suuu

ହେଲେ ସେହି ସିରିଏଲ ପୁର୍ବରୁ ସେ ଆଉ ଏକ ସିରିଏଲ କରିଥିଲେ , ଯାହାର ନାମ ଥିଲା କିସ ଦେଶ ମେ ହେ ମେରା ଦିଲ ଏବଂ ଏହା ପରେ ବଲିଉଡ ରେ ତାଙ୍କର ଏଣ୍ଟ୍ରୀ ଫିଲ୍ମ କାଇ ପଛେ ରୁ ହୋଇ ଥିଲା । ଏବଂ ଏହା ବଲିଉଡ ରେ ହିଟ୍ ସାବ୍ୟସ୍ତ ହୋଇ ଥିଲା ।

ସେହି ପରି ବେଳେ ଏହି ନିକଟ ରେ ରିଲିଜ୍ ହୋଇ ଥିବା ସୁଶାନ୍ତ ଙ୍କ ଫିଲ୍ମ ଛିଛୋରେ ବକ୍ସ ଅଫିସ୍ ରେ ବହୁତ ଭଲ କମାଉଛି । ଏହି ଫିଲ୍ମ ରେ ତାଙ୍କ ସହିତ ଶ୍ରଦ୍ଧା କୋପୁର ବି ନଜର ଆସି ଥିଲେ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସୁୁଶାନ୍ତ ସିହଂ ରାଜପୁତ ଙ୍କ ସୁନ୍ଦରୀ ଭଉଣୀ ଙ୍କ ସହିତ ମିଶେଇବା ପାଇଁ ଯାଉଛୁ । ସୁୁଶାନ୍ତ ସିହଂ ରାଜପୁତ ଙ୍କ ସୁନ୍ଦରୀ ଭଉଣୀ ଙ୍କ ସ୍ୱତା ସିହଂ କ୍ରିତି ଅଟେ । ଏବଂ ସେ କୈଣସି ବଲିଉଡ ଅଭିନେତ୍ରୀ ଙ୍କ ଠାରୁ କମ୍ ନୁହଁନ୍ତି । ଏବଂ ସ୍ୱେତା ସବୁ ବେଳେ ସୋସିଆଲ ମିଡ଼ିଆ ରେ ଆକ୍ଟିଭ୍ ରହି ଥାନ୍ତି ଏବଂ ସେ ନିଜର ସବୁ ବେଳେ ସୁନ୍ଦର ଫୋଟ ସବୁ ସେୟାର କରି ଥାନ୍ତି ।

sus

ସେ ବର୍ତମାନ ସମୟ ରେ ବିବାହିତ ଏବଂ ତାଙ୍କର ଗୋଟିଏ ଛୋଟ ପୁଅ ବି ରହିଛି । ସେମିତି ରେ ଆପଣ ମାନଙ୍କୁ ସୁଶାନ୍ତ ସିହଂ ରାଜପୁତ ଙ୍କ ଭଉଣୀ କେମିତି ଲାଗିଲେ ଆପଣ ଆମକୁ କମେଣ୍ଟ କରି ଜଣାନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *