ଓଡିଶା ପୋଲିସ ମାନଙ୍କର ଦରମା କେତେ ଜାଣି ଆଶ୍ଚର୍ଯ୍ୟ ହେବେ |

odisha-poliice

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କ ସହିତ ଆମ ଓଡ଼ିଶା ର ପୋଲିସ ଏବଂ ତାଙ୍କର ରେଙ୍କ ବିଷୟ ରେ ଏବଂ ସେମାନଙ୍କ ସେଲାରୀ କେତେ ସେହି ବିଷୟ ରେ ଜାଣିବା । ଏହି ପୋଷ୍ଟ କୁ ପଢି ସାରିବା ପରେ ଆପଣ ମାନେ ସେହି ପୋଲିସ ର ପୋଷାକ କୁ ଦେଖି ଆପଣ ମାନେ ସେହି ପୋଲିସ ର ଡିଭିଜନ ଏବଂ ସେମାନଙ୍କ ରେଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ପାରିବେ ।

odisha-police

ଓଡିଶା ପୋଲିସ ର ସବୁଠୁ ତଳ ରେଙ୍କ ରେ ଥାନ୍ତିି କନେଷ୍ଟବଲ । ସେମାନଙ୍କର କୈଣସି ଷ୍ଟ୍ରୀପ ନ ଥାଏ ସେମାନଙ୍କର କୈଣସି ଷ୍ଟାର ମଧ୍ୟ ନ ଥାଏ । ସେମାନଙ୍କ ଡ୍ରେସ ରେ OP ଲେଖା ହୋଇ ଥାଏ । ତା ଉପର ଷ୍ଟେଜ୍ ହେଲା ହେଡ୍ କନେଷ୍ଟବଲ । ସେମାନଙ୍କ ହାତ ଉପରେ ଗୋଟିଏ ଧଳା ଷ୍ଟ୍ରପ୍ ଥାଏ । ଆଉ ତା ଉପର ପଦ ଟି ହେଲା ହାବିଲଦାର । ସେମାନଙ୍କ ସାର୍ଟ ଉପରେ ତିନୋଟି ଷ୍ଟ୍ରପ୍ ଥାଏ । ହେଲେ ଅନ୍ୟ ରାଜ୍ୟ ରେ ଏହା ଅଲଗା ହୋଇ ଥାଏ ।

ସେହି ପରି ବେଳେ ଯଦି କୈଣସି ପୋଲିସ ଙ୍କ ସାର୍ଟ ଉପରେ ଗୋଟିଏ ଷ୍ଟାର ଥାଏ ସେମାନେ ହେଲେ ଆସିଷ୍ଟାଣ୍ଟ ଇନ୍ସପେକ୍ଟର । ଏବଂ ତା ଉପର ପଦ ହେଲା ସବ ଇନ୍ସପେକ୍ଟର ସେମାନଙ୍କର ଦୁଇଟି ଷ୍ଟାର ଥାଏ । ଏବଂ ତା ଉପର କୁ ତିନୋଟି ଷ୍ଟାର ଥିଲେ ସେମାନେ ଇନ୍ସପେକ୍ଟର ଅଫ ପୋଲିସ । ଏବଂ ତା ଉପର କୁ ଥାନ୍ତି DSP ସେମାନଙ୍କର ବି ତିନୋଟି ଷ୍ଟାର ଥାଏ ଏବଂ ସେମାନଙ୍କର OPS ଲେଖା ହୋଇ ଥାଏ ।

odisha-pol

ଏହା ଉପରେ ଥାନ୍ତି ASP ମାନେ ଆଡିସନାଲ ସୁପରିଟେଣ୍ଡର ଅଫ ପୋଲିସ । ସେମାନଙ୍କର ଗୋଟିଏ ଅଶୋକ ସ୍ତମ୍ଭ ଥାଏ ଏବଂ ତା ଉପର କୁ ଲେଖା ଥାଏ OPS ଏବଂ ଏହା ଉପର କୁ ଆସୁଛନ୍ତି IPS ବ୍ରାଞ୍ଚ ମାନେ ସେମାନେ ଇଣ୍ଡିିଆ ପୋଲିସ ସର୍ଭିସ ଉପର କୁ ଆସି ଥାନ୍ତି । ଏମାନଙ୍କ ପ୍ରଥମ ସେଲେରୀ 60 ହଜାର ଟଙ୍କା ରହି ଥାଏ । ଏହା ବଢି 2 ଲକ୍ଷ ଯାଏ ଜାଇ ଥାଏ । ଏବଂ ସବୁଠୁ ତଳ କେଟାଗରୀ ରେ ରହିଲେ ମାନେ କେନେଷ୍ଟବଲ ଏବଂ ହାବିଲଦାର ଇତ୍ୟାଦି ଙ୍କର 12 ହଜାର ରୁ ଆରମ୍ଭ ହୋଇ ଥାଏ । ସେହି ପରି ଭାବେ IS ମାନଙ୍କର ସେଲେରୀ ରହି ଥାଏ 35 ହଜାର ରୁ 40 ହଜାର ମଧ୍ୟରେ ।

ଏହା ପରେ ଆପଣ ମାନେ ଯଦି IPS ମାନଙ୍କ ଦରମା ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଚାହାଁନ୍ତି ତେବେ ଆପଣ ମାନେ କମେଣ୍ଟ କରି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *