ରିଲାଆନ୍ସ ଜିଓ ଦେଉଛି ଏହି ସାନଦାର ଅଫର – ଜିଓ ସିମ ବ୍ୟବହାର କରୁଥିଲେ ଏବେ ହିଁ ପଢନ୍ତୁ

JIO-LI

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନଙ୍କ ପାଇଁ କିଛି ଦମଦାର୍ ଖୁସୀ ଖବର ରହିଛି ଯଦି ଆପଣ ଜଣେ ଜିଓ ଇୟୁଜର ଏବଂ ଆପଣ ମାନେ ଜଓ ବ୍ୟବହାର କରନ୍ତି । ତେବେ ଆପଣ ମାନଙ୍କ ପାଇଁ କିଛି ବଢିଆ ଅଫର ନେଇ ଆସିଛୁ ଜାହା ଏହି ସମୟ ରେ ଜିଓ ଲଞ୍ଚ କରିଛି । ଜାହାର ଆପଣ ମାନେ ବି ଫାଇଦା ଉଠେଇ ପାରିବେ ।

JIOO

ଯେମିତି କି ଆପଣ ମାନେ ବେନର ବି ଦେଖି ପାରୁ ଥିବେ Recharge This june and get 4X Benefit । ତେବେ ଏହା ପାଇଁ ଆପଣ ମାନଙ୍କୁ 249 ଟଙ୍କା ରୁ ଅଧିକ ରିଚାର୍ଜ କରିବା ପାଇଁ ପଡିବ ଯେଉଁ ଥିରେ ଆପଣ ମାନଙ୍କୁ 4 ପ୍ରକାରର ବେନିଫିଟ୍ ମିଳି ପାରିବ । ଏବଂ ଏହା ର ଶେଷ ତାରିଖ ଜୁନ୍ 31 ଯାଏ ରହିଛି । ତେବେ କଣ ଫାଇଦା ରହିଛି ନା ଆପଣ ମାନେ ଏହି ଜୁନ୍ ମାସ ରେ ରିଚାର୍ଜ କଲେ ଆପଣ ମାନଙ୍କୁ 56 GB ଡାଟା ମାନେ ପ୍ରତିଦିନ 2 GB ଡାଟା ମିଳୁଛି । ଏହା ସହିତ ଅଧିକ ଫାଇଦା କଣ ରହିଛି ନା ସେ ଆପଣ ମାନଙ୍କୁ ଏକ୍ସଟ୍ରା 4 ଟି ଭାଉଚର ଦେବ । ଜାହାକୁ ଆପଣ ମାନେ Reliance digital, Ajio.com, Trends, ଏବଂ Trends Footwear ରେ ବ୍ୟବହାର କରି ପାରିବେ ।

ମାନେ ଆପଣ ମାନେ 249 ଟଙ୍କା ରିଚାର୍ଜ କରିବା ପରେ ଆପଣ ମାନେ ମାଈ ଜିଓ ସେକ୍ସନ କୁ ଯିବେ ସେଠାରେ ଆପଣ ମାନେ ମାଈ ଭାଉଚର ଅଫସନ ରେ ଦେଖିଲେ ନିଶ୍ଚିତ ଭାବେ ଜାଣି ପାରିବେ । ତଥା ଆପଣ ମାନେ ଏହାକୁ ଅନ ଲାଇନ୍ ଏବଂ ଅଫଲାଇନ୍ ରେ ରହି ଥିବା ଏହି ସବୁ ସ୍ଥାନ ରେ ସପିଂ କରି ଆପଣ ମାନଙ୍କୁ ସେହି ଭାଉଚର ରେ ଜାହା ବି ମିଳି ଥିବ ଆପଣ ମାନେ ସେଠାରେ କଟ୍ କରି ପାରିବେ ।

JIO-DIG

ଏହି ପରି ଭାବେ ଆପଣ ମାନେ ଚାରୋଟି ବେନିଫିଟ୍ ପାଇ ପାରିବେ ତେବେ ଏଠାରେ ଆପଣ ମାନେ ଭାବୁ ଥିବେ ଆପଣଙ୍କର ରିଚାର୍ଜ ରହିଛି ହେଲେ ଏବେ ପୁଣି ରିଚାର୍ଜ କରି ପାରିବି କି ହଁ ତେବେ ଆପଣ ମାନେ କରି ପାରିବେ । ଏହା ଆପଣ ମାନଙ୍କ ଏଡିସନାଲ ପ୍ୟକ୍ ଭାବେ ଆପଣ ଙ୍କ ପାଖରେ ରହିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *