କ୍ୟାନ୍ସର ପିଡିତ ଦୀପା ସାହୁଙ୍କୁ ଏତେ ଟଙ୍କାର ସାହାର୍ଯ୍ୟର ହାତ ଭଢେଇଲେ ରାନୀ ପଣ୍ଡା

rani-panda

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବିଗତ ଦିନରେ ଦିପା ସାହୁ କ୍ୟନସର ରୋଗ ରେ ପୀଡିତ ହୋଇ ଭୁବନେଶ୍ୱର କେପିଟାଲ ହସ୍ପିଟାଲ ରେ ରହିଛନ୍ତି । ବର୍ତମାନ ସମୟ ରେ ଦିପା ସାହୁ ଙ୍କର ଅର୍ଥ ର ଅଭାବ ରହି ଥିବାରୁ ସେ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ଯାଇ ପାରୁ ନାହାଁନ୍ତି । ସେହି ପରି କ୍ଷେତ୍ର ରେ ସେ ସାରା ଓଡ଼ିଶା ବାସୀ ଏବଂ ନିଜ ଫେନ୍ ମାନଙ୍କୁ ନିଜର ସକ୍ଷ୍ୟମ ଅନୁସାରେ ସାହାଯ୍ୟ ମାଗି ଥିବାର ଦେଖିବା ପାଇଁ ମିଳିଛି । ଜାହା ଫଳ ରେ ସେ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ଜାଇ ପାରିବ ।

deep

ଏହି କଥା ସୁଣବା ପରେ ଅଭିନେତ୍ରୀ ରାନୀ ପଣ୍ଡା ଦିପା ସାହୁ ଙ୍କ ପାଖରେ ପହଁଚି ଥିଲେ । ଏବଂ ତାଙ୍କର ସୁଖ ଦୁଖଃ ବୁଝି ଥିଲେ । ଏହା ପରେ ସେ ନିଜର ସକ୍ଷ୍ୟମ ଅନୁସାରେ ଦିପା ଙ୍କୁ କିଛି ଆର୍ଥିକ ସହାୟତା ମଧ୍ୟ ଦେଇ ଥିଲେ । ଆପଣ ମାନେ ବି ଏହି ସମୟ ରେ ଦିପା ସହୁ ଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତୁ ଜାହା ଫଳ ରେ ତାଙ୍କର ଏହି ରୋଗ ସଂମ୍ପର୍ଣ୍ଣ ଭାବେ ଭଲ ହୋଇ ପାରିବ ଯେମିତି ବୋଲି ମଧ୍ୟ ରାନୀ ନିଜ ଫ୍ୟାନ ମାନଙ୍କୁ ଅନୁରୋଧ କରି କହିଥିଲେ ।

rani-pa

ତେବେ ଏହି ସବୁ କୁ ନେଇ ବର୍ତମାନ ସମୟ ରେ ବିଭିନ୍ନ କଳାକାର ମାନେ ବି ସୁଣି ଥିବା ବେଳେ କିଛି କଳାକାର ମାନେ ବି ତାଙ୍କୁ ସାହାଯ୍ୟ କରି ଥିବାର ଦେଖିବା ପାଇଁ ମିଳିଛନ୍ତି । ଆମେ ଆମର ଟିମ୍ ପକ୍ଷ ରୁ ତାଙ୍କର ଭଲ ହେବାର ନିମନ୍ତେ ଭଗବାନ ଜଗନ୍ନାଥ ଙ୍କ ପାଖରେ ଗୁହାରୀ କରୁଛୁ । ଆଉ ଦର୍ଶକ ବନ୍ଧୁ ଆପଣ ମାନେ ଦିପା ସାହୁ ଙ୍କୁ କେତେ ଟଙ୍କା ସାହାଯ୍ୟ କରିଛନ୍ତି ସେହି ବିଷୟ ରେ ଆମକୁ ନିଶ୍ଚିତ କମେଣ୍ଟ ରେ କହିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *