PUBG ଖେଳ ପାଇଁ ଚୋର ସାଜିଲା ନାବାଳକ

pubg

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଖେଳ ସଜାଇଲା ଅପରାଧୀ । ମାନେ PUBG ପାଇଁ ଚୋର ପାଲଟିଲେ ଦୁଇ ନା ବାଳକ । ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ଅନଲାଇନ୍ ଗେମ୍ ଯୁବ ପିଢୀ ଙ୍କୁ ଏତେ ମାତ୍ରା ରେ ପ୍ରଭାବିତ କରି ଦେଲାଣୀ PUBG ପାଇଁ କିଏ ଜିବନ ହାରିଲାଣୀ ତ ଆଉ କିଏ ଚୋର ସାଜିଲାଣୀ । ଆପଣ ମାନେ ଜାଣି ଥିବେ କିଛି ଦିନ ତଳେ ନୂଆପଡା ର 21 ବର୍ଷିୟ ଯିୁବକ ଦୂର୍ଘଟଣା ର ଶୀକାର ହୋଇ ଜିବନ ହାରିବାର ଘଟଣା ସାମ୍ନା କୁ ଆସି ଥିଲା ।

pubbbgg

ହେଲେ ଏବେ ଯୁଉଁ ଖବର ଆସିଛି ଏହା ଦିଲ୍ଲୀ ର ନେପସାରାଇ ଅଂଞ୍ଚଳ ରୁ ଦୁଇ ନାବାଳକ ଙ୍କୁ ଅପରାଧୀ ସଜେଇ ଦେଇଛି PUBG । ଏହି ଗେମ୍ ପାଇଁ ନିଜ ସାଙ୍ଗ ମାନଙ୍କ ପାଖରେ ଭଲ ସ୍ମାର୍ଟ ଫୋନ୍ ପାଇଁ ଲକଡାଉନ୍ ଭିତରେ ପାଲଟି ଜାଇ ଥିଲେ ଚୋର । ଏହି ଦିନ ରେ ଲକଡାଉନ୍ ମଧ୍ୟ ରେ ସଟର ଭାଙ୍ଗୀ ଚୋରୀ କରି ଥିଲେ 20 ଟି ଫୋନ । ଏହି ସହିତ ଏମାନେ 30 ଟି ମବାଇଲ ବ୍ୟଟେରୀ ଏବଂ ଲୁଡ ମଧ୍ୟ ଚୋରୀ କରି ଥିବାର ଦେଖିବା ପାଇଁ ମିଳିଛି ।

pubgg

ତେବେ ଏହି ଦିନ ରେ ପୋଲିସ୍ ଜାଞ୍ଚ ପରେ ଜାଇ ଏହି ଦୁଇ ଜଣ ନାବାଳକ ଚୋରୀ କରି ଥିଲେ ବୋଲି ସ୍ପଷ୍ଟ ହୋଇ ଥିଲା । ଏମାନଙ୍କୁ ପଚରା ଉଚୁରା ବେଳେ ଏମାନେ ଦୁହେଁ PUBG ଆଡିକ୍ଟେଡ୍ ବୋଲି ଜାଣିବା ପାଇଁ ପାଇ ଥିଲା । ତେବେ ସଂମ୍ପର୍ଣ୍ଣ କଥା ହେଲା କି ଏହି ଗେମ୍ କୁ ଗୃପ୍ ଖେଳା ଯାଏ ହେଲେ ସାଙ୍ଗ ମାନଙ୍କ ପାଖରେ ସ୍ମାର୍ଟ ପୋନ ନ ଥିବାରୁ ଏମାନେ ଖେଳି ପାରୁ ନଥିଲେ ସେହିଥି ପାଇଁ ଏମାନେ ଏମିତି କରିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *